Daily Archives

May 1, 2022

ପାଣି ପାଇଁ ଲଢ଼େଇ କରୁଛନ୍ତି ଲୋକେ । ତାତି ବଢିବା ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଲା ଜଳକଷ୍ଟର ଚିତ୍ର…

କନକ ବ୍ୟୁରୋ: ପାଣି ପାଇଁ ହାହାକାର । ଅସହ୍ୟ ଗରମ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାନୀୟ ଜଳର ଉକ୍ରଟ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ପାଣି ପାଇଁ କିଏ ଜଙ୍ଗଲକୁ ଯାଉଛି ତ, କେଉଁଠି ପାଣି ନେବା ପାଇଁ ଟ୍ୟାଙ୍କର ଆଗରେ ଲାଗିଛି ଲମ୍ବା ଲମ୍ବା ଧାଡ଼ି । ଆଠଗଡ଼ କୁଲାଇଲୋ ପଞ୍ଚାୟତ…

ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନରଙ୍କ ମୃତ୍ୟୁ, କାରଣ ଏଯାଏଁ ଅସ୍ପଷ୍ଟ,…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିସରରେ ବଡ ଅଘଟଣ । ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଛନ୍ତି । ତେବେ କେଉଁଥିପାଇଁ ସେ ଆତ୍ମହତ୍ୟା କଲେ, କାହିଁକି ଶ୍ରୀମନ୍ଦିର ପରିସରରେ ଆତ୍ନହତ୍ୟା କଲେ, ଜଣାପଡି ନାହିଁ । ତେବେ ସିଂହଦ୍ୱାର ଆଗରେ ଜଗନ୍ନାଥ ମନ୍ଦିର ସୁରକ୍ଷା କର୍ମୀ…

କାଲିଠାରୁ ସକାଳ ୬ଟାରୁ ସ୍କୁଲ । ଅସନ୍ତାଷ ପ୍ରକାଶ କଲେ ଅଭିଭାବକ । ସେପଟେ ସଚିବ କହିଲେ, ସକାଳେ କମ୍ ରହୁଛି ଗରମ 

କନକ ବ୍ୟୁରୋ: ସୋମବାରଠୁ ପୁଣି ସ୍କୁଲ ଖୋଲିବାକୁ ଯାଉଛି । ସକାଳ ୬ଟାରୁ ସକାଳ ୯ଟା ଯାଏଁ ପାଠ ପଢିବେ ପିଲା । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଏତେ ସକାଳୁ ଛୋଟ ଛୋଟ ପିଲା ଓ ଶିକ୍ଷକ ବିଦ୍ୟାଳୟକୁ ଆସିବାରେ ଅସୁବିଧା ହେବ ।…

ଲଘୁଚାପ ଆଣିବ କି ବାତ୍ୟା? ଜାଣନ୍ତୁ କାହାର ଆକଳନ କଣ, ଓଡ଼ିଶା ଉପରେ କଣ ପଡିବ ପ୍ରଭାବ?

କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଆଶଙ୍କା ବଢିଛି । ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି ? ବାତ୍ୟାର ରୂପ ନେଲେ କେଉଁଠି ସ୍ଥଳଭାଗକୁ ଛୁଇଁବ ? ଏନେଇ ପାଣିପାଗ ବିଜ୍ଞାନୀ, ପାଣିପାଗ ସଂସ୍ଥା ନଜର ରଖିଛନ୍ତି ଏବଂ ଭିନ୍ନ ଭିନ୍ନ ମତ…

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ଦେବଗଡ଼ ବିଧାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ତରବରିଆ ଭାବେ…

କନକ ବ୍ୟୁରୋ: ବିଡିଓଙ୍କୁ ମାଡ ମାରି ଗିରଫ ହୋଇଛନ୍ତି, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଦଫା ଲଗାଇଛି ପୁଲିସ । ତେବେ ଆଜି ଭୁବନେଶ୍ୱରରୁ ବିଧାୟକଙ୍କୁ ଉଠାଇ ନେଇଥିଲା ଦେବଗଡ ପୁଲିସ । ଏହାପରେ ଯାଞ୍ଚରେ ହସ୍ପିଟାଲ…

ତାରାପ୍ରସାଦ ବାହିନୀପତି ମୁଖ୍ୟ ସଚେତକ ଛାଡିବା ପ୍ରସଙ୍ଗ: ଇସ୍ତଫା ଦେଇଥିବା ନେଇ ନେଇ ସ୍ପଷ୍ଟ କଲେ ତାରା

କନକ ବ୍ୟୁରୋ: ତାରାପ୍ରସାଦ ବାହିନୀପତି ମୁଖ୍ୟ ସଚେତକ ଛାଡିବା ପ୍ରସଙ୍ଗ । ଇସ୍ତଫା ଦେଇଥିବା ନେଇ ନେଇ ସ୍ପଷ୍ଟ କଲେ ତାରା ବାହିନୀପତି । କହିଲେ ବ୍ୟକ୍ତିଗତ କାରଣ ପାଇଁ ପଦରୁ ଇସ୍ତଫା ଦେଇଛି । ପିସିସି ସଭାପତି ପଦକୁ ନେଇ ତାରା ମନ୍ତବ୍ୟ ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଯାହା ନିଷ୍ପତ୍ତି…