Daily Archives

May 1, 2022

ପୁରୀ ପରିକ୍ରମା ପ୍ରକଳ୍ପ ଯାଞ୍ଚ କଲା ଏଏସଆଇର ବିଶେଷଜ୍ଞ ଟିମ୍ । ଯୁଗ୍ମ ଅନୁଧ୍ୟାନ ପରେ ଖନନ ସମ୍ପର୍କରେ କିଛି କହିଲେ…

କନକ ବ୍ୟୁରୋ: ପ୍ରଥମରୁ ନୀରବଦଷ୍ଟ୍ରା ସାଜିଥିବା ଏଏସଆଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟକୁ ଯାଞ୍ଚ କରିଛି । ଶ୍ରୀମନ୍ଦିର ଚାରିପାଖରେ ହୋଇଥିବା ନିର୍ମାଣ କାର୍ୟ୍ୟକୁ ଯାଞ୍ଚ କରାଯାଇଛି । ଅନୁଧ୍ୟାନ ପରେ କ’ଣ ଜାଣିବାକୁ ମିଳିଲା, ଏ ନେଇ ଗଣମାଧ୍ୟମ…

ରେକର୍ଡ ଭଙ୍ଗା ତାତି ଭିତରେ ସାମ୍ନାକୁ ଆସିଲା ନାସାର ଚିତ୍ର । ସାରା ଦେଶରେ ଜଳୁଛି ଜଙ୍ଗଲ ।

କନକ ବ୍ୟୁରୋ: ଏପ୍ରିଲ ମାସରେ ରେକର୍ଡ ଭଙ୍ଗା ତାତି, ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ସାମନାକୁ ଆସିଛି ନାସାର ଚିତ୍ର । ଗୋଟିଏ ପଟେ ଦେଶର ବିଭିନ୍ନ ଅଞ୍ଚଳରେ ଆକାଶରୁ ନିଆଁ ବର୍ଷା ହେଉଥିବା ବେଳେ ଅନ୍ୟପଟେ ଜଳୁଛି ଜଙ୍ଗଲ । ନାସାର ଫାୟାର ଇନଫରମେସନ୍ ଫର୍ ରିସୋର୍ସ ମ୍ୟାନେଜମେଣ୍ଟ…

ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ: ଭୁବନେଶ୍ୱରରୁ ଦେବଗଡ କୋର୍ଟକୁ ହେଉଥିଲେ ସ୍ଥାନାନ୍ତର

କନକ ବ୍ୟୁରୋ: ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ । ଭୁବନେଶ୍ୱରରୁ ଦେବଗଡ କୋର୍ଟକୁ ସ୍ଥାନାନ୍ତର କରୁଥିଲା ପୋଲିସ । ଗିରଫ ପରେ ବିଧାୟକଙ୍କୁ ଦେବଗଡ କୋର୍ଟକୁ ନିଆଯାଉଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଅସୁସ୍ଥ ଅନୁଭବ କରିଥିଲେ ବିଧାୟକ । ପରେ ବିଧାୟକଙ୍କୁ ଛତାବର ଗୋଷ୍ଠୀ…

ଯେତେବେଳେ ଲାଉଡସ୍ପିକର ନଥିଲା, ସେତେବେଳେ କଣ ଭଗବାନ ନଥିଲେ? ବିବାଦ ଭିତରେ ଲାଉଡସ୍ପିକରକୁ ନେଇ ଏମିତି କହିଲେ ତେଜସ୍ୱୀ…

କନକ ବ୍ୟୁରୋ:  ସାରା ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଠିଆ ହେଇଥିବାବେଳେ, ଏବେ ଏହାକୁ ନେଇ ମତ ରଖିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ସେ କହିଛନ୍ତି ଯେ, ଯେତେବେଳେ ଲାଉଡସ୍ପିକର ନଥିଲା ସେତେବେଳେ କଣ ଭଗବାନ ଆଉ ଆଲ୍ଲା ନଥିଲେ କି? ଲାଉଡସ୍ପିକରକୁ ନେଇ ବିବାଦ ସୃଷ୍ଟି କରୁଥିବା…

‘ମୋତେ ତ ମଜା ଲାଗିଲା’…ଚହଲଙ୍କ ସହ ଗତକାଲି ହେଇଥିବା ଲଢେଇକୁ ନେଇ ଏମିତି କହିଲେ ସୂର୍ଯ୍ୟକୁମାର ଯାଦବ । 

କନକ ବ୍ୟୁରୋ:  ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ନିଜର ପ୍ରଥମ ବିଜୟ ହାସଲ କରିସାରିଛି । ଗତକାଲି ଦଳ ରାଜସ୍ଥାନ ରୟାଲ୍ସକୁ ହରାଇ ଏହି ବିଜୟ ହାସଲ କରିଛି । ତେବେ ଗତକାଲି ମ୍ୟାଚ୍ ସମୟରେ ଦୁଇ ଦଳର ଖେଳାଳି ଭିତରେ ଏକ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ସୂର୍ଯ୍ୟକୁମାର ଯାଦବ ଓ…

ମନ ମୋହୁଛି ପଦ୍ମପୁର ଲୋକ ମହୋତ୍ସବ ୨୦୨୨ । ଗୀତ ଓ ବାଦ୍ୟର ତାଳେ ତାଳେ ଝୁମୁଛନ୍ତି ଦର୍ଶକ

କନକ ବ୍ୟୁରୋ: ଆରମ୍ଭ ହୋଇଛି ଦ୍ୱିତୀୟ ପଦ୍ମପୁର ଲୋକ ମହୋତ୍ସବ । ସନ୍ଧ୍ୟାରେ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଗୀତ, ବାଦ୍ୟର ତାଳେ ତାଳେ ଉଠୁଛି ପଡୁଛି ମଞ୍ଚ । ଦର୍ଶକଙ୍କୁ ଆକୃଷ୍ଟ କରୁଛି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କର ନୃତ୍ୟ ପରିବେଷଣ । କରମା, ସମ୍ବଲପୁରି,…