ତାରାପ୍ରସାଦ ବାହିନୀପତି ମୁଖ୍ୟ ସଚେତକ ଛାଡିବା ପ୍ରସଙ୍ଗ: ଇସ୍ତଫା ଦେଇଥିବା ନେଇ ନେଇ ସ୍ପଷ୍ଟ କଲେ ତାରା

142

କନକ ବ୍ୟୁରୋ: ତାରାପ୍ରସାଦ ବାହିନୀପତି ମୁଖ୍ୟ ସଚେତକ ଛାଡିବା ପ୍ରସଙ୍ଗ । ଇସ୍ତଫା ଦେଇଥିବା ନେଇ ନେଇ ସ୍ପଷ୍ଟ କଲେ ତାରା ବାହିନୀପତି । କହିଲେ ବ୍ୟକ୍ତିଗତ କାରଣ ପାଇଁ ପଦରୁ ଇସ୍ତଫା ଦେଇଛି । ପିସିସି ସଭାପତି ପଦକୁ ନେଇ ତାରା ମନ୍ତବ୍ୟ ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଯାହା ନିଷ୍ପତ୍ତି ନେବେ କେନ୍ଦ୍ରୀୟ ଟିମ । ମତେ ମିଳିଲେ ଛାଡିବିନି କି ନଳିଲେ ଦୁଃଖ କରିବିନି ।