Monthly Archives

April 2022

ଗ୍ରୀଷ୍ମ ପ୍ରବାହ ଭିତରେ କୋଇଲା ସଙ୍କଟ: ତାପଜ କେନ୍ଦ୍ରକୁ କୋଇଲା ପଠାଇବା ପାଇଁ ବାତିଲ ହେଲା ୬୭୦ଟି ଟ୍ରେନ 

କନକ ବ୍ୟୁରୋ: ଦେଶରେ କୋଇଲା ସଂକଟର ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ଏହାରି ଭିତରେ ୬୭୦ ଟି ବାତିଲ କରିବାର ନିଷ୍ପତି ନେଇଛି ଭାରତୀୟ ରେଳ ବିଭାଗ । ତାପଜ ବିଦ୍ୟୁତ କେନ୍ଦ୍ରକୁ ମାଲଗାଡି ଯୋଗେ ଶୀଘ୍ର କୋଇଲା ଯୋଗାଇବା ପାଇଁ ଏଭଳି ନିଷ୍ପତି ନେଇଛି ରେଳ ବିଭାଗ । ସେପଟେ ଘଟଣାକୁ ନେଇ…

ଦେଶରେ ଦିନକୁ ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ: ମେ’ ୨ ଯାଏଁ ନାହିଁ ନିସ୍ତାର, ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା…

କନକ ବ୍ୟୁରୋ: ଦେଶରେ ତାପମାଚ୍ରା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗର ଭବିଷ୍ୟବାଣୀ ଲୋକଙ୍କ ଚିନ୍ତା ବଢାଇଦେଉଛି । ଉତର ଭାରତରେ ତାପମାତ୍ରା ୫୦ ଡିଗ୍ରୀ ପାର କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି…

ସୋମବାର ଗଣିତ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । କେମିତି ପ୍ରସ୍ତୁତ ହେବେ, ପରୀକ୍ଷା ହଲରେ ସାମ୍ନା କରିବେ…

କନକ ବ୍ୟୁରୋ: ଛାତ୍ର ଜୀବନରେ ମାଟ୍ରିକ ପରୀକ୍ଷା ବିଶେଷ ଗୁରୁତ୍ୱ ରଖିଥାଏ । ଆଉ ମାଟ୍ରିକ ପରୀକ୍ଷାରେ ଗଣିତ ପରୀକ୍ଷା ସବୁଠୁ ଅଧିକ ଗୁରୁତ୍ୱ ବହନ କରିଥାଏ । ଗଣିତରେ ଅଧିକ ମାର୍କ ରଖିବା ଚାପ ରହିଥାଏ ଛାତ୍ରଛାତ୍ରୀଙ୍କ ଉପରେ । ସୋମବାର ଗଣିତ ପରୀକ୍ଷା ଥିବାରୁ କିପରି ଚାପମୁକ୍ତ ହୋଇ…

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ କରିଛି ଠକେଇ, କୋଟି କୋଟି ଟଙ୍କା ପ୍ରେମିକାକୁ ଦେଇଛି ଉପହାର

କନକ ବ୍ୟୁରୋ : ରାଜସ୍ଥାନ ଭିବାଡି ପୋଲିସ ଜଣେ ମହାଠକକୁ ବିଶାଖାପାଟଣାରୁ ଗିରଫ କରିଛି । ଏହି ଠକ ଜଣଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମରେ ଠକେଇ କରିବାକୁ ପ୍ରୟାସ କରୁଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ତିଜାରା ବିଧାୟକ ସନ୍ଦୀପ ଯାଦବଙ୍କ ଠାରୁ…

ଭାଙ୍ଗିଲା ‘ଏଏସଆଇ’ର ନିଦ । ହାଇକୋର୍ଟଙ୍କ ତାଗିଦ ପରେ ରବିବାର ପୁରୀ ଗସ୍ତ

କନକ ବ୍ୟୁରୋ: ପୁରୀ ଗସ୍ତ କରିବ ଏଏସଆଇର ଏକ ଟିମ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲିଦେଖିବ ଏଏସଆଇ । ତେବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥାର ବିନା ଅନୁମତିରେ ପରିକ୍ରମା ପ୍ରକଳ୍ପ ପାଇଁ ଖନନ ଓ ନିର୍ମାଣ କାମ ଚାଲିଥିବା ଅଭିଯୋଗ ହୋଇଆସୁଛି । ଏଏସଆଇର ରହସ୍ୟମୟ…

ସାମ୍ନାକୁ ଆସିଲା ବିଦ୍ୟୁତ୍ ବିତରଣ କମ୍ପାନିର ଚଞ୍ଚକତା । ଆବଶ୍ୟକତାଠାରୁ କମ୍ ଦର୍ଶାଇ କିଣାଯାଉଛି ବିଜୁଳି ।

କନକ ବ୍ୟୁରୋ: ଭୀଷଣ ଖରାରେ ଅଘୋଷିତ ବିଦ୍ୟୁତ କାଟର ସତ ସାମ୍ନାକୁ ଆସିଛି । ବିତରଣ କମ୍ପାନୀ ନିଜ କ୍ଷତି ଭରଣା କରିବା ପାଇଁ ଲୋକଙ୍କୁ ଗରମରେ ସନ୍ତୁଳି ହେବାକୁ ବାଧ୍ୟ କରୁଛି । ଷ୍ଟେଟ ଲୋଡ ଡେସପାଚ ସେଣ୍ଟରର ତଥ୍ୟରୁ ସ୍ପଷ୍ଟ ହେଉଛି ରାଜ୍ୟକୁ ଆବଶ୍ୟକତାଠୁ କମ ବିଜୁଳି ଆଣୁଛି ବିତରଣ କମ୍ପାନୀ…