Daily Archives

March 16, 2022

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାର ସନ୍ଦେହ ବଢ଼ାଉଛି ରହସ୍ୟମୟ ଭିଡିଓ କ୍ଲିପ୍ । ଘଟଣାରେ ସାମ୍ନାକୁ ଆସିଲା ନୂଆ ଚେହେରା…

କନକ ବ୍ୟୁରୋ : ମାନସଙ୍କ ହତ୍ୟାକାଣ୍ଡ ପଛରେ ଦୁଇ ନୂଆ ଚେହେରା । ଶର୍ମିଷ୍ଠାଙ୍କୁ ସହଯୋଗ କରିଥିଲେ ରହସ୍ୟମୟୀ ମହିଳା । କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ଆଉ ଜଣେ ରହସ୍ୟମୟୀ ମହିଳାଙ୍କୁ ନେଇ ଚାଞ୍ଚଲ୍ୟ । ଯେଉଁ ମହିଳା ଶର୍ମିଷ୍ଠାଙ୍କୁ ରାଜନେତାଙ୍କ ସହ ସମ୍ପର୍କ ବଢାଇବାରେ…

ବିଧାୟକ ବିଷ୍ଣୁ ସେଠୀଙ୍କ ବଡ଼ ବୟାନ: କହିଲେ, ବିଜେପିରେ ନାହିଁ ଧର୍ମେନ୍ଦ୍ରଙ୍କ ବିକଳ୍ପ

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ପରେ ଯଦିଓ ଔପଚାରିକ ଭାବେ କୈାଣସି ସମୀକ୍ଷା ହୋଇ, କାରଣ ଖୋଜାଯାଇନି, ହେଲେ ନେତାଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି । କାହା ନେତୃତ୍ୱରେ ଦଳ ଲଢିଲେ, ସଫଳତା ପାଇବ ଏବଂ ବିଜେଡିକୁ ଟକ୍କର ଦେଇପାରିବ, ସେନେଇ ଚର୍ଚ୍ଚା ଭିତରେ,…

ପୁରୀରେ ଚାଞ୍ଚଲ୍ୟ । ପଏଣ୍ଟ ବ୍ଲାଙ୍କରୁ ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ।

କନକ ବ୍ୟୁରୋ: ପୁରୀରେ ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା । ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ । କୁହାଯାଉଛି ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣା ସହ ଏହି ଗୁଳିମାଡ଼ର ସମ୍ପର୍କ ରହିଛି । କାରଣ…

ସରିଲା ନକଲି ଡାକ୍ତରର ମିଛ ଧରା ପରୀକ୍ଷା: ୭୦ ପ୍ରଶ୍ନର ଉତ୍ତର ରଖିଲେ ରମେଶ ସ୍ୱାଇଁ

କନକ ବ୍ୟୁରୋ: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସରିଲା ଲାଏଡିଟେକ୍ସନ ଟେଷ୍ଟ । ୭୦ ପ୍ରଶ୍ନର ଉତ୍ତର ରଖିଲେ ରମେଶ ସ୍ୱାଇଁ । ଟେଷ୍ଟ ବେଳେ ସମସ୍ତ ପ୍ରକାର ସହଯୋଗ କଲେ ରମେଶ । ଟେଷ୍ଟ ଶେଷ ହେବା ପରେ ଏବେ ରମେଶ ସ୍ୱାଇଁଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି । ସତ ମିଛ ଟେଷ୍ଟ ଶେଷ ହେବା ପରେ ଏବେ…

ଆମେରିକାରେ ବଢୁଛି ମାଟି ଘରର ଚାହିଦା: କଂକ୍ରିଟ ଛାଡି ମାଟି ଘରେ ରହୁଛନ୍ତି ଲୋକେ

କନକ ବ୍ୟୁରୋ: ଭାରତରେ ଦିନକୁ ଦିନ କମି କମି ଯାଉଛି ମାଟି ଘର । ଲୋକମାନେ ଯେତେ ବିକଶିତ ହେଉଛନ୍ତି ସେତେ କଂକ୍ରିଟ ଘର ତିଆରି କରୁଛନ୍ତି । ସେଥିପାଇଁ ଏବେ ଗାଁ ଗହଳିରେ ମଧ୍ୟ ମାଟି ଘର ସଂଖ୍ୟା କମି ଗଲାଣି । ହେଲେ ଆମେରିକା ବିଶ୍ୱର ଏକ ବିକଶିତ ଦେଶ ହୋଇ ମଧ୍ୟ ଏବେ ସେଠାରେ ମାଟି ଘରର ଚାହିଦା…

ହୋଲିରେ ହୋଲି…ଏଥର ଖେଳିବା ହର୍ବାଲ ହୋଲି । ରଙ୍ଗର ପର୍ବ ପାଇଁ ଭୁବନେଶ୍ୱରରେ ଅବିରର ଭିଡ । ହର୍ବାଲ ହୋଲିର ଭାରି…

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ରଙ୍ଗିନ ହେବ ପରିବେଶ । ରଙ୍ଗିନ ହେବ ମନ । ଦେହରେ ଲାଗିବ ଅବିର, ରଙ୍ଗ ପିଚକାରୀରେ ହୋଲି ଖେଳିବେ ଲୋକେ । କରୋନା କଟକଣା ଭିତରେ ଏଥର ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଥିବା ବେଳେ ନିଜ ପରିବାର, ନିଜ ସମ୍ପର୍କୀୟ, ନିଜ ଆତ୍ମୀୟସ୍ୱଜନଙ୍କ ସହ ରଙ୍ଗ…