Daily Archives

March 16, 2022

ନିଆରା ଗାଁର କାହାଣୀ । ଏଠି କୌଣସି ବି ଘରେ କେବେ ପଡେନି ତାଲା ।

କନକ ବ୍ୟୁରୋ : ଲୋକମାନେ ଯେତେବେଳେ ଘର ବାହାରକୁ ଯାଇଥାନ୍ତି, ସେତେବେଳେ ସେମାନେ ନିଜ ଘରକୁ ତାଲା ପକାଇବାକୁ କେବେ ବି ଭୁଲିନଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ, ଯେଉଁ ଗାଁର କୌଣସି ବି ଘରେ କେବେ ବି ତାଲା ପଡିନଥାଏ । ତେବେ ଆପଣ ଭାବୁଥିବେ, ଏମିତି ହେଲେ ତ…

ସମାଜବାଦୀ ପାର୍ଟି ଟିକେଟରୁ ଡ. କଫିଲ ଖାନ ଲଢିବେ ଏମଏଲସି ନିର୍ବାଚନ, ଜାଣନ୍ତୁ କଣ ରହିଛି ଅଖିଳେଶଙ୍କ ଯୋଜନା

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଏମଏଲଏ ଆସନ ପାଇଁ ନିର୍ବାଚନ ସରିବା ପରେ ଏବେ ୩୬ ଟି ଏମଏଲସି ଆସନ ପାଇଁ ଏପ୍ରିଲ ୯ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଏହି କ୍ରମରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନ ପାଇଁ ପ୍ରଥମ ଟିକେଟ ଡାକ୍ତର କଫିଲ ଖାନକୁ ଦେଇଛନ୍ତି । କଫିଲ ଖାନ…

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଗୁଳି କରି ହତ୍ୟା ମାମଲା: ଜଣଙ୍କୁ ଅଟକ ରଖିଲା ପୋଲିସ

କନକ ବ୍ୟୁରୋ: ପୁରୀ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଗୁଳି କରି ହତ୍ୟା ମାମଲାରେ ଜଣଙ୍କୁ ଅଟକ ରଖିଛି ପୋଲିସ । କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୁଣ୍ଡରେ ଓ ଛାତିରେ ୪ଟି ଗୁଳି ବାଜିଥିବା ଜଣାପଡିଛି । ଗୁଳିକାଣ୍ଡ ପରେ ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର…

ରାଜଧାନୀ ବସ୍ତିରେ ସାହାଯ୍ୟ ଅପେକ୍ଷାରେ ଡାକ୍ତରୀ ଛାତ୍ରୀ । କିଏ ହେବ ସାହା, କିଏ କରିବ ସ୍ୱପ୍ନ ସାକାର ?

କନକ ବ୍ୟୁରୋ: ସେ ପାଠ ପଢିବେ, ଡାକ୍ତର ହେବେ, ଆଉ ରୋଗୀ ସେବା କରିବେ । ସେ ଡାକ୍ତରଟିଏ ବନିଲେ ଆଉ ଚିକିତ୍ସା ପାଇଁ ହଇରାଣ ହେବେନି ଅସହାୟ । କଷ୍ଟରେ ରହିବେନି ଗରିବ ରୋଗୀ । ସେ ଯେତିକି ପାରିବେ ନିଜ ସକ୍ଷମ ଅନୁସାରେ ସେବା ଯୋଗାଇବେ, ଲୋକଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିବେ । ଡାକ୍ତର…

ପାଖଉଛି ପୌର ନିର୍ବାଚନ, ଜୋର ଧରୁଛି ପ୍ରଚାର: ସୁନ୍ଦରଗଡ ପୌରାଧ୍ୟକ୍ଷ ପଦ ପାଇଁ ଚାଲିଛି ଅଙ୍କକଷା

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତିକି ଜୋର ଧରୁଛି । ଚଳିତଥର ସୁନ୍ଦରଗଡ ପୌରାଧ୍ୟକ୍ଷ ପଦ ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏଥର କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି । ସେଥିପାଇଁ ଚାଲିଛି ଜୋରସୋର ଛକାପଞ୍ଜା । ତିନି ପ୍ରମୁଖ ଦଳର…

ଫାଶୀ ଦଣ୍ଡାଦେଶ ନେଇ ସମସ୍ତ ରେକର୍ଡ ଭାଙ୍ଗିଲା ସାଉଦୀ ଆରବ, ଗୋଟିଏ ଦିନରେ ୮୧ ଜଣଙ୍କୁ ମୃତ୍ୟୁଦଣ୍ଡ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ କଠିନ ଦଣ୍ଡ ବିଧାନ କରୁଥିବା ରାଷ୍ଟ୍ର ଭାବେ ସାଉଦୀ ଆରବ ସବୁଠାରୁ ଆଗରେ ରହିଛି । ହେଲେ ଏବେ ଯେଉଁ ଖବର ଆସିଛି ତାହା ପୂର୍ବ ସମସ୍ତ ଦଣ୍ଡ ରେକର୍ଡକୁ କାଟି ଦେଇଛି । କୁହାଯାଉଛି କି, ଶନିବାରଦିନ ସାଉଦୀ ଆରବ ସରକାର ଏକା ସାଙ୍ଗରେ ୮୧ ଜଣ ଅପରାଧୀଙ୍କୁ ଫାଶୀ…