Daily Archives

March 9, 2022

ଉତ୍ତରପ୍ରଦେଶରେ କିଏ ଗଢିବ ସରକାର? ନିର୍ବାଚନ ଫଳାଫଳ ଉପରେ ନଜର

କନକ ବ୍ୟୁରୋ: ଗୁରୁବାର ପ୍ରକାଶ ପାଇବ ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ । କିନ୍ତୁ ୟୁପି ଉପରେ ରହିଛି ସମସ୍ତଙ୍କ ନଜର । ଦେଶର ସବୁଠାରୁ ବଡ ନିର୍ବାଚନ କ୍ଷେତ୍ରରେ କିଏ ମାରିବ ବାଜି ତାହା ଜାଣିବାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ଦେଶବାସୀ । ସେପଟେ ବୁଥ ବାହୁଡା ମତ ଅନୁସାରେ…

ଗ୍ରାମ୍ୟ ନିର୍ମାଣ ବିଭାଗର ନାଲିଆଖି ! ନିମ୍ନମାନର କାମ କହି ରାସ୍ତାରେ ପିଚୁ ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ନିମ୍ନମାନର କାମ ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଯେତିକି ତତ୍ପର ହେଉ ନାହିଁ, କିପରି ଅଭିଯୋଗକୁ ରୋକିହେବ ସେଥିପାଇଁ ଅଧିକ ତତ୍ପରତା ଦେଖାଉଛି । ଯେଉଁମାନେ ପିଚୁ ଖୋଳି ନିମ୍ନମାନର କାମ ନେଇ ଦୃଷ୍ଟି ଆକର୍ଷଣ କରାଉଛନ୍ତି, ସେମାନଙ୍କୁ ନାଲି ଆଖି ଦେଖାଇଛି ବିଭାଗ । ପିଚୁ…

କଟକ ଛତ୍ରବଜାରରେ ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣା । ପ୍ରାଣ ହରାଇଲେ ୨ ଜଣ । 

କନକ ବ୍ୟୁରୋ: କଟକ ଛତ୍ରବଜାରରେ ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣା । ଅଘଟଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ତେବେ ଏବେ ବି ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି କଟକ ଛତ୍ରପୁର ନିକଟରେ…

ଭାରତ ପାଇଁ ବିଶ୍ୱକପ ଜିତିଥିଲେ, ଆଇପିଏଲରେ କୌଣସି ଟିମ୍ କିଣିଲେନି । ଏବେ ଘରୋଇ କ୍ରିକେଟରୁ ସନ୍ନ୍ୟାସ ନେଲେ ଶ୍ରୀସନ୍ଥ…

କନକ ବ୍ୟୁରୋ : ଘରୋଇ କ୍ରିକେଟରୁ ସନ୍ନ୍ୟାସ ନେଲେ ଏସ୍ ଶ୍ରୀସନ୍ଥ । ଘରୋଇ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶ୍ରୀସନ୍ଥ । ଆଉ ଏହି ଘୋଷଣା କରିବା ବେଳେ ବେଶ ଭାବବିହ୍ୱଳ ମଧ୍ୟ ହୋଇପଡିଥିଲେ ଶ୍ରୀସନ୍ଥ । ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ନିଜ ଅବସର…

ନିର୍ବାହୀ ଯନ୍ତ୍ରୀଙ୍କ ଘର ଦେଖି ତାଜୁବ ଭିଜିଲାନ୍ସ । ଚଢ଼ାଉ ବେଳେ ଖୋଲିଲେନି ଦୁଆର, କବାଟ ଭାଙ୍ଗି ଘରେ ପଶିଲେ…

କନକ ବ୍ୟୁରୋ : କବାଟ ଭାଙ୍ଗି ଘରେ ପଶିଲେ, ଆଉ ସମ୍ପତି ଦେଖି ତାଜୁବ ହେଲେ । ବ୍ରହ୍ମପୁର ଗ୍ରାମୀଣ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ଯେତେବେଳେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ, ସେଠାରେ ସମ୍ପତି ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା । ଘରୁ ଜବତ…

ରୁଷିଆ ତେଲ ଉପରେ ଆମେରିକାର ପ୍ରତିବନ୍ଧକ । ଆକାଶ ଛୁଆଁ ଅଶୋଧିତ ତୈଳର ଦର ।

କନକ ବ୍ୟୁରୋ : ଅର୍ଥନୀତି ଉପରେ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଲାଣି । ଅଶୋଧିତ ତେଲ ବା କ୍ରୁଡ ଅଏଲର ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଛି । ଏପରିକି ବ୍ୟାରେଲ ପିଛା ମୂଲ୍ୟ ୧୪୦ ଡଲାର ପହଞ୍ଚିଲାଣି । ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରୁଷ୍ ଉପରେ ଆମେରିକାର କଟକଣା ପରେ ତେଲଦର ଆହୁରି ବଢ଼ିବ…