Daily Archives

March 9, 2022

୧୪ ଦିନରେ ପହଞ୍ଚିଲା ୟୁକ୍ରେନ୍-ରୁଷ ଲଢ଼େଇ । ୫ଟି ବଡ଼ ସହରରେ ଚାଲିଛି ୧୨ ଘଣ୍ଟିଆ ଅସ୍ତ୍ରବିରତି ।

କନକ ବ୍ୟୁରୋ : ୟୁକ୍ରେନ ରାଷ୍ଟ୍ରପତି ନିଜ ସ୍ୱର ନରମ କରିଥିବା ବେଳେ ରୁଷ୍ ମଧ୍ୟ କିଛି ନରମ ଭାବନା ଦେଖାଇଥିବା ମନେ ହେଉଛି । କାରଣ ଲଗାତର ଦୁଇ ଦିନ ପାଇଁ ୫ଟି ସହରରେ ଯୁଦ୍ଧବିରତି ଘୋଷଣା କରିଛି ରୁଷ୍ । ଏହାସହ ରୁଷ୍ କହିଛି, ୟୁକ୍ରେନ ସରକାରକୁ ଗାଦିଚ୍ୟୁତ କରିବା ଏହାର ଲକ୍ଷ୍ୟ ନୁହେଁ ।…

ୟୁକ୍ରେନକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଉ, ନହେଲେ ଭୟଙ୍କର ସ୍ଥିତି ହେବ । ନାଟୋ ଦେଶକୁ ଜେଲେନସ୍କିଙ୍କ ଅପିଲ ।

କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୪ ଦିନରେ ପହଞ୍ଚିଛି । କେତେବେଳେ ୟୁକ୍ରେନ ଆଲୋଚନା ପାଇଁ ରାଜି ହେଉଛି ତ ପୁଣି କେତେବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଆତ୍ମସର୍ମପଣ କରିବୁ ନାହିଁ ବୋଲି କହିବା ସହ ଋଷ ସେନାକୁ ୟୁକ୍ରେନ ମାଟିରୁ ଫେରିଯିବାକୁ ଚେତାବନୀ ଦେଉଛନ୍ତି । ପ୍ରତି ଘଣ୍ଟାରେ…

ପୌର ନିର୍ବାଚନ ପାଇଁ ବିଜେପିର ବଡ ପ୍ଲାନ । ପ୍ରଚାର ମଙ୍ଗ ଧରିବେ ଧର୍ମେନ୍ଦ୍ର, ବୈଜୟନ୍ତ, ସମ୍ବିତ

କନକ  ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ନିରାଶାଜନକ ପ୍ରଦର୍ଶନ ପରେ ପୌର ନିର୍ବାଚନରେ କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି ବିଜେପି । ପୌର ନିର୍ବାଚନ ପ୍ରଚାରକୁ କେନ୍ଦ୍ର୍ରୀୟ ନେତା ଆସିବେ ବୋଲି ଜଣାପଡ଼ିଛି । ଦୁଇ ତିନି ଭିତରେ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ ପାତ୍ର ଆସି ପ୍ରଚାର କରିବେ…

ଭାରତ ଓ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନୀ ଝିଅ । କହିଲେ, କଠିନ ପରିିସ୍ଥିତିରେ ସହାୟତାର ହାତ ବଢ଼ାଇଲା…

କନକ ବ୍ୟୁରୋ : ପାକିସ୍ତାନୀଙ୍କ ମୁହଁରେ ଭାରତର ଜୟଜୟକାର । ୟୁକ୍ରେନରୁ ଭାରତ ସରକାର ନିଜ ଦେଶବାସୀଙ୍କୁ ଉଦ୍ଧାର ପାଇଁ ନେଇଥିବା ପଦକ୍ଷେପ ଖାଲି ଭାରତୀୟ ନୁହେଁ, ବରଂ ପାକିସ୍ତାନୀଙ୍କୁ ମଧ୍ୟ ସହାୟକ ହୋଇଛି । ଏପରିକି କିଛି ପାକିସ୍ତାନୀ ଛାତ୍ରଛାତ୍ରୀ ଭାରତୀୟ ପତାକା ଧରି ଯୁଦ୍ଧଭୂମିରୁ…

ବନ୍ଦ ହେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ? ଆପୋଷ ବୁଝାମଣା ପାଇଁ ଜେଲେନସ୍କି ରାଜି!

କନକ ବ୍ୟୁରୋ: ରୁଷର ଆକ୍ରମଣ ପରଠାରୁ କଡ଼ା ମୁକାବିଲା କଥା କହି ଆସୁଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିଜ ସ୍ୱର ନରମ କରିଛନ୍ତି  । ଆମେରିକୀୟ ଗଣମାଧ୍ୟମ ସଂସ୍ଥା ଏବିସି ନ୍ୟଜକୁ ସାକ୍ଷାତକାର ଦେଇ ଜେଲେନସ୍କି କହିଛନ୍ତି ଯେ, ନାଟୋ ୟୁକ୍ରେନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ  ।…

ପୁଣି ସ୍ୱର ବଦଳାଇଲେ ଜେଲେନସ୍କି । କହିଲେ ଆତ୍ମସର୍ମପଣ କରିବୁନି, ଋଷ ସୈନିକ ଅସ୍ତ୍ର ତ୍ୟାଗ କରି ୟୁକ୍ରେନ ଛାଡନ୍ତୁ । 

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ପୁଣିଥରେ ନାଟକୀୟ ମୋଡ ନେଇଛି ।  କେତେବେଳେ ଘମାଘୋଟ ଯୁଦ୍ଧ ପୂରା ବିଶ୍ୱକୁ ଆଶଙ୍କାରେ ପକାଉଛି ତ ପୁଣି କେତେବେଳେ ଉଭୟ ଦେଶ ମଧ୍ୟରେ ଆଲୋଚନା ପୂରା ବିଶ୍ୱକୁ ଆଶ୍ୱସ୍ତି ଆଣି ଦେଉଛି । ଏପରିକି ଯୁଦ୍ଧ ଭିତରେ ଆଜି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସ୍ୱର ବଦଳିଥିଲା…