Daily Archives

March 4, 2022

ଆରପାରିରରେ କିମ୍ବଦନ୍ତୀ କ୍ରିକେଟର: ଏମିତି ଥିଲା ସେନ ୱାର୍ଣ୍ଣଙ୍କ କ୍ରିକେଟ କ୍ୟାରିୟର

କନକ ବ୍ୟୁରୋ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ । ୫୨ ବର୍ଷ ବୟସରେ ଆଖି ବୁଜିଲେ ଏହି କିମ୍ବଦନ୍ତୀ କ୍ରିକେଟର । ଥାଇଲାଣ୍ଡରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ନିଜ ଯାଦୁଗରୀ ସ୍ପିନ ବୋଲିଂ ପାଇଁ ସେ ବେଶ ପରିଚିତ ହୋଇଥିଲେ । ଉଭୟ ଟେଷ୍ଟ ଓ…

ପାକିସ୍ତାନର ମସଜିଦରେ ବିସ୍ଫୋରଣ ଘଟଣା: ୫୦ରୁ ଅଧିକ ମୃତ, ୧୯୪ ଆହତ 

କନକ ବ୍ୟୁରୋ: ପାକିସ୍ତାନ ପେଶୱାରରେ ଭୟଙ୍କର ବିସ୍ଫୋରଣ । ପେଶୱାର ସ୍ଥିତ ଏକ ମସଜିଦ୍ରେ ସମୂହ ନମାଜ ପାଠବେଳେ ବିସ୍ଫୋରଣ ଘଟିବାରୁ ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୯୪ ଜଣ ଆହତ ହୋଇଥିବା ଜଣାପଡିଛି । ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ ଆହତଙ୍କ…

ମେୟର ନିର୍ବାଚନ ପାଇଁ କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ବିଜେପି, ବିଜେଡିରୁ ଲଢିବ କିଏ?

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ହୋଇଛି । ରାଜଧାନୀର ବିଭିନ୍ନ ୱାର୍ଡରେ ନିର୍ବାଚନୀ ଉଷ୍ମତା ବି ବାରି ହେଲାଣି । ଆଶାୟୀ ପ୍ରାର୍ଥୀମାନେ ଦଳରୁ ଟିକେଟ ପାଇବା ପାଇଁ ଲବି ବି ଚଳାଇଛନ୍ତି । ନେତାଙ୍କ ଘରେ ଭିଡ୍ ଦେଖିବାକୁ ମିଳୁଛି । କିନ୍ତୁ ଏହାର ଭିତରେ ମହାନଗର…

ଜୋରଦାର ହେଉଛି ଅପରେସନ୍ ଗଙ୍ଗା । ଯୁଦ୍ଧ ପ୍ରବଣ ଖାରକିଭରୁ ଫେରୁଛନ୍ତି ୬୫ ଓଡିଆ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ବାରୁଦ ଗଦା ଉପରେ ଛିଡା ହୋଇଥିବା ୟୁକ୍ରେନରୁ ଫେରୁଛନ୍ତି ଡାକ୍ତରୀ ପାଠ ପଢ଼ିବାକୁ ଯାଇ ଫସି ଯାଇଥିବା ଓଡିଆ ଛାତ୍ରଛାତ୍ରୀ । ଏପର୍ଯ୍ୟନ୍ତ ବହୁ ଓଡିଆ ଛାତ୍ରଛାତ୍ରୀ ଦେଶକୁ ଫେରିଥିଲେ ବି ଆଉ କିଛି ଛାତ୍ରଛାତ୍ରୀ ଫସି ରହିଥିଲେ । ଦିନକୁ ଦିନ ଋଷ ସେନାର ଆକ୍ରମଣ ଉଗ୍ର ହେଉଥିବାରୁ…

ସେନ୍ ୱାର୍ଣ୍ଣଙ୍କ ସ୍ୱପ୍ନରେ ଆସୁଥିଲେ ସଚିନ୍ । ପଡିଆ ଭିତରେ ମାରୁଥିଲେ ଛକା ପରେ ଛକା…

କନକ ବ୍ୟୁରୋ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍ ୱାର୍ଣ୍ଣଙ୍କ ଅଚାନକ ପରଲୋକ ଘଟିଛି । ଥାଇଲାଣ୍ଡରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ନେଇ ସୂଚନା ମିଳିଛି । ଯାହା ପରେ କ୍ରିକେଟ ଜଗତରେ ଗୋଟିଏ ଯାଦୁଗରୀ ଯୁଗର ଅନ୍ତ ଘଟିଛି । ଅଷ୍ଟ୍ରେଲିଆର ଏହି ବୋଲର ଜଣକ ନିଜ କ୍ୟାରିୟରରେ ଅନେକ…

ସକାଳେ ବନ୍ଧୁଙ୍କ ଦେହାନ୍ତ ନେଇ ଲେଖିଥିଲେ ଶୋକବାର୍ତ୍ତା । ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କଲେ ସେନ୍ ୱାର୍ଣ୍ଣ । 

କନକ ବ୍ୟୁରୋ: ଆରପାରିରେ କ୍ରିକେଟ ଜଗତର ସ୍ପିନ୍ ଯାଦୁଗର ସେନ୍ ୱାର୍ଣ୍ଣ । ଶୁକ୍ରବାର ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଥାଇଲାଣ୍ଡରେ ହୃଦଘାତ ପରେ ସେନ୍ ୱାର୍ଣ୍ଣଙ୍କ ପରଲୋକ ଘଟିଛି । ଯାହା ଫଳରେ କ୍ରିକେଟ ଜଗତ ନିଜର ଜଣେ କିମ୍ବଦନ୍ତୀ ଖେଳାଳିଙ୍କୁ ହରାଇଛି ।…