Daily Archives

March 4, 2022

କିମ୍ବଦନ୍ତୀ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ: ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା 

କନକ ବ୍ୟୁରୋ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ । ୫୨ ବର୍ଷ ବୟସରେ ଆଖି ବୁଜିଲେ କିମ୍ବଦନ୍ତୀ କ୍ରିକେଟର । ଥାଇଲାଣ୍ଡରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା । ସେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୩,୧୫୪ ରନ କରିଛନ୍ତି । ସେହିପରି ୧୯୪…

ଋଷ ମିଡିଆର ଦାବି, ଦେଶଛାଡି ପଳାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି

କନକ ବ୍ୟୁରୋ : ଋଷ ଆକ୍ରମଣରେ ଏପର୍ଯ୍ୟନ୍ତ ୟୁକ୍ରେନର ୧୦ ରୁ ଅଧିକ ସହର ଧ୍ୱଂସ ହୋଇ ସାରିଛି । ସେପଟେ ଯୁଦ୍ଧର ନବମ ଦିନରେ ଋଷ ସେନାର ‘ବ୍ଲାକ ସି’ ୟୁକ୍ରେନର କୋଷ୍ଟାଗାର୍ଡ ନିକଟରେ ପହଂଚି ସାରିଛି । ଏନେଇ ଅନୁମାନ କରାଯାଉଛି କି କୌଣସି ସମୟରେ ଋଷସେନା ୟୁକ୍ରେନର ମାଇକୋଲିଭ କୋଷ୍ଟଗାର୍ଡ…

ରାଜଧାନୀ କିଭରେ ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି । ଆହତ ହୋଇ ହସ୍ପିଟାଲରେ ହେଲେ ଭର୍ତ୍ତି

କନକ ବ୍ୟୁରୋ: ୟୁକ୍ରେନରେ ଗୁଳିମାଡ଼ରେ ଆହତ ହୋଇଛନ୍ତି ଜଣେ ଭାରତୀୟ ଛାତ୍ର  । ରାଜଧାନୀ କିଭରୁ ବାହାରିଆସିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିବା କେନ୍ଦ୍ରମନ୍ତ୍ରୀ ଭିକେ ସିଂ ସୂଚନା ଦେଇଛନ୍ତି  । ହରଜୋତ ସିଂ ନାମକ ଏହି ଛାତ୍ରଙ୍କୁ ତୁରନ୍ତ ତାଙ୍କୁ କିଭର ଏକ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସାଂଘାତିକ ସୂଚନା । କହିଲେ, ୟୁକ୍ରେନର ଆହୁରି ଦୁର୍ଦ୍ଦିନ ବାକି ଅଛି

କନକ ବ୍ୟୁରୋ: ଏପଟେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ଅନ୍ତର୍ଜାତୀୟ ସମୁଦାୟ । ସେପଟେ ଯୁଦ୍ଧର ଘନଘଟା ଭିତରେ ଚିନ୍ତା ବଢ଼ାଇଛି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସାଂଘାତିକ ସୂଚନା । ପୁଟିନଙ୍କ ସହ ୯୦ ମିନିଟ କଥାବାର୍ତ୍ତା ପରେ ଇମାନୁଏଲ ମାକ୍ରନ କହିଛନ୍ତି,…

ଋଷିଆ-ୟୁକ୍ରେନ ଯୁଦ୍ଧର ନବମ ଦିନ । ଆହୁରି ଆକ୍ରମଣାତ୍ମକ ହେଉଛି ଋଷିଆ। ଧ୍ୱଂସସ୍ତୁପରେ ପରିଣତ ହେଲା ଚେର୍ଣ୍ଣିହିବ ସହର

କନକ ବ୍ୟୁରୋ: ୟୁକ୍ରେନ ଉପରେ ଋଷର ଆକ୍ରମଣ ନବମ ଦିନରେ ପହଞ୍ଚିଛି  । ଆଉ ସ୍ଥିତି ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି  । ରାଜଧାନୀ କିଭ୍ ଓ ଦ୍ୱିତୀୟ ବୃହତ୍ତମ ସହର ଖାରକିଭକୁ ଛାଡ଼ି ଦେଇ ଅନ୍ୟ ସବୁ ସହର ପ୍ରାୟ ଏବେ ଋଷ୍ ସେନାର କବଜାରେ  । କିଭ ଦଖଲ କରିବାକୁ ଋଷ ଏବେ ନିର୍ଣାୟକ…

ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ । ଜାପୋରିଝଜିଆ ପାୱାର ପ୍ଲାଣ୍ଟକୁ କବଜା କଲା ରୁଷିଆ

କନକ ବ୍ୟୁରୋ: ୟୁକ୍ରେନ୍ ଉପରେ ଋଷ ଆକ୍ରମଣକୁ ଜୋରଦାର କରିଥିବା ବେଳେ ଜାପୋରିଝଜିଆ ସ୍ଥିତ ଆଣବିକ ଶକ୍ତି କେନ୍ଦ୍ର ଉପରେ କରିଛି ମୋଟାର ମାଡ଼ । ପ୍ଲାଣ୍ଟରେ ନିଆଁ ଲାଗି ଯାଇଥିବା ବେଳେ ପ୍ରବଳ ଧୂଆଁ ଚାରିଆଡକୁ ବ୍ୟାପି ଯାଇଛି । ଜାପୋରିଝଜିଆରେ ଥିବା ପାୱାର ପ୍ଲାଣ୍ଟ ହେଉଛି ୟୁରୋପର ସବୁଠୁ ବଡ଼…