Daily Archives

January 29, 2022

ଦିଲ୍ଲୀ ବିଜୟ ଚୌକରେ ଧ୍ୱଜାବତରଣ ଉତ୍ସବ: ସାମିଲ ହେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମାନ୍ୟଗନ୍ୟ ବ୍ୟକ୍ତି

କନକ ବ୍ୟୁରୋ: ଭାରତ ସ୍ୱାଧୀନ ହେବାରେ ୭୫ ବର୍ଷ ପୁର୍ତି ଅବସରେ ଦେଶ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛି । ଦିଲ୍ଲୀ ବିଜୟ ଚୌକ ରେ ଆୟୋଜିତ ବିଟିଙ୍ଗ ଦ ରିଟ୍ରିଟ ସମାରୋହର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଯୋଗ ଦେଇଛନ୍ତି । ଚଳିତ ବର୍ଷ…

ଶେଷରେ ନାରୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇଲା ଏସବିଆଇ, ଗର୍ଭବତୀ ମହିଳାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ଆଦେଶ ପ୍ରତ୍ୟାହାର

କନକ ବ୍ୟୁରୋ : ନାରୀ ଶକ୍ତି ଓ ମହିଳାଙ୍କ ଅଧିକାର ଆଗରେ ଶେଷରେ ମୁଣ୍ଡ ନୁଆଁଇଲା ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବ୍ୟାଙ୍କ ତରଫରୁ ଗର୍ଭବତୀ ମହିଳାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ଆଦେଶ ଶେଷରେ ବ୍ୟାଙ୍କ ତରଫରୁ ପ୍ରତ୍ୟାହାର କରାଯାଇଛି । ଷ୍ଟେଟ୍ ବ୍ୟାଙ୍କ ତରଫରୁ…

ରାଜଧାନୀରେ ଅପରେଟ୍ କରୁଥିଲା ଜାମତାରା ଗ୍ୟାଙ୍ଗ । ୩୩ଟି ସିମ୍ କାର୍ଡରେ ୨୦ ରାଜ୍ୟରୁ ୧୭୧ ଲୋକଙ୍କୁ ଲଗାଇଛନ୍ତି ଚୁନା ।

କନକ ବ୍ୟୁରୋ : ରାଜଧାନୀରୁ ବନ୍ଧା ହେଲେ ଜାମତାରା ଗ୍ୟାଙ୍ଗ । ୩୩ଟି ସିମ୍ କାର୍ଡରେ ୨୦ ରାଜ୍ୟରୁ ୧୭୧ ଲୋକଙ୍କୁ ଚୁନା ଲଗାଇଥିଲେ ଏହି ସାଇବର ଠକ । ତେବେ ଏହି ୩ଜଣ ଲୁଟେରା ଡିସେମ୍ବର ୨୮ତାରିଖରୁ ଭୁବନେଶ୍ୱର ଆସି ଏକ ଭଡ଼ା ଘରେ ରହି ସିଣ୍ଡିକେଟ ଚଳାଇଥିଲେ । ଏହି ଠକଙ୍କ ଓଡ଼ିଶା କନେକ୍ସନ ନେଇ…

କିଏ ନେଇଗଲା ଲିଙ୍ଗରାଜଙ୍କ ଜମି ? ନେପଥ୍ୟରେ ପ୍ରଭାବଶାଳୀଙ୍କ ନାଁ ଥିବା ଚର୍ଚ୍ଚା ।

କନକ ବ୍ୟୁରୋ : ପ୍ରଭାବଶାଳୀଙ୍କ ପଞ୍ଝାରେ ଲିଙ୍ଗରାଜଙ୍କ ଜମି ନେଇ ଚର୍ଚ୍ଚା । ଶ୍ରୀଲିଙ୍ଗରାଜଙ୍କ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତି ହଡପ ଅଭିଯୋଗ । କିରୁଥିକା ପି. ନାମକ ଜଣେ ମହିଳା ୬କୋଟି ୪୫ଲକ୍ଷ ଟଙ୍କାରେ ଲିଙ୍ଗରାଜଙ୍କ ଜମି କିଣିଥିବା ଜଣାପଡ଼ିଛି । ସେଲଡିଲରେ କିରୁଥିକା ପି. ଜମି…

ଶିକ୍ଷକଙ୍କ ସମ୍ପତ୍ତି ୪ କୋଟି ୭୩ ଲକ୍ଷରୁ ଅଧିକ ଟଙ୍କା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କଲା ଭିଜିଲାନ୍ସ

କନକ ବ୍ୟୁରୋ: ଶିକ୍ଷକଙ୍କ ସମ୍ପତ୍ତି ୪ କୋଟି ୭୩ ଲକ୍ଷରୁ ଅଧିକ ଟଙ୍କା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିଥିଲା ଭିଜିଲାନ୍ସ । ଶିକ୍ଷକ ଜଣକ ହେଉଛନ୍ତି ରାୟଗଡା ବିଇଓ ଅଫିସରେ କାର୍ଯ୍ୟରତ ଶିଶିର ସେମେଲି । ରାୟଗଡା ନୂଆପଡା ଛକରେ ତାଙ୍କର ପ୍ରାୟ ୧.୬୦ କୋଟି ଟଙ୍କାର ବଲ୍ଡିଂ…

ନିଆରା ନେତା: ରାଜନୀତି ମୈଦାନରେ ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ । ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଲଢୁଛନ୍ତି ଦିବ୍ୟାଙ୍ଗ…

କନକ ବ୍ୟୁରୋ: ମୁଁ ଦେହରୁ ଦିବ୍ୟାଙ୍ଗ ସତ ହେଲେ ମନରୁ ନୁହେଁ । ମୁଁ ଜୀବନ ଯୁଦ୍ଧରେ ହାରିନି, ନିର୍ବାଚନ ଯୁଦ୍ଧରେ ବି ହାରିବି ନାହିଁ । ଯେତେ କଷ୍ଟ ହେଉ, ଯେତେ ସମସ୍ୟା ଆସୁ ଆପଣଙ୍କ ସେବା ପାଇଁ ମୁଁ ସଙ୍ଘର୍ଷ କରିବି । ଦୁର୍ଗମ ଅଞ୍ଚଳରେ ସୁବିଧା ପହଞ୍ଚାଇବାକୁ, ଦୁଃଖ ଦୂର କରିବାକୁ…