Daily Archives

January 27, 2022

ଆଇପିଏଲ୍ ଖେଳିବେ କି ‘ବେବି ଡିଭିଲିୟର୍ସ’? ଆରସିବି ଦଳରେ ସାମିଲ ହେବା ନେଇ ବଢୁଛି ଚର୍ଚ୍ଚା ।

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପ୍ଲେୟାର ଡେୱାଲ୍ଡ ବ୍ରେବିସ୍ ଧମାଲ୍ ମଚାଇବାରେ ଲାଗିଛନ୍ତି । କେହି କେହି ତାଙ୍କୁ ଏବେ ‘ବେବି ଏବି ଡିଭିଲିୟର୍ସ’ କହିବା ସହିତ ଅନ୍ୟ କେହି ‘ଏବି ୨.୦’ ବୋଲି ମଧ୍ୟ କହୁଛନ୍ତି ।…

ପଞ୍ଚାୟତ ନିର୍ବାଚନ ୨୦୨୨: ଜିଲ୍ଲା ପରିଷଦ ପାଇଁ କେଉଁ ଦଳ ଦେଲା କେତେ ପ୍ରାର୍ଥୀ?

କନକ ବ୍ୟୁରୋ: ରାଜ୍ୟରେ ମୋଟ ୮୫୨ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀ ଦେଲେ ରାଜନୈତିକ ଦଳ । ଏଥିରେ ୩ ହଜାର ୪୦୭ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ଲଢିବେ । ବିଜେପି ୮୪୮, କଂଗ୍ରେସ ୮୩୬, ବିଜେଡି ୮୫୧, ସିପିଆଇଏମ ୭୨, ସିପିଆଇ ୩୮, ବିଏସପି, ୧୫୯, ଆପ୍ ୩୨, ଏଜେଏସୟୁ ୧୨, ଜେଏମଏମ…

ରାୟଗଡା : ଏଥର ଝଡିଯିବ କି ପଦ୍ମ ପାଖୁଡା? ପତିଆରା ଲଢେଇରେ ଫଶିଯିବ କି ବିଜେଡି, କଂଗ୍ରେସ ପାଇଁ ପୁଣିଥରେ କମବ୍ୟାକ୍…

କନକ ବ୍ୟୁରୋ : କୁହାଯାଏ ମାଘ ମାସରେ ବାଘ ଭଳି ଶୀତ ହୁଏ । କିନ୍ତୁ ଚଳିତଥର ମାଘ ମାସରେ ଉଷ୍ମତା ବଢିଲାଣି । ଆଉ ତାହା ବି ପୁଣି ପଞ୍ଚାୟତ ନିର୍ବାଚନକୁ ନେଇ । ଆଉ ଏହାର ଝଲକ ରାୟଗଡାରେ ଦେଖିବାକୁ ମିଳୁଛି । ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ରାୟଗଡା ରାଜନୀତି ବେଶ ଚଳଚଞ୍ଚଳ । ଜିଲ୍ଲା…

ହଳଦିଆ ବୋର୍ଡରେ କାହିଁକି ଲେଖା ଯାଇଥାଏ ରେଳ ଷ୍ଟେସନର ନାମ ? ଜାଣନ୍ତୁ କ’ଣ ରହିଛି ଯୁକ୍ତି

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତୀୟ ରେଳ ନେଟୱର୍କ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଦୈନିକ କୋଟି କୋଟି ଲୋକ ରେଳରେ ଯାତ୍ରା କରି ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚିଥାନ୍ତି । ଦେଶରେ ମୋଟ ୭୩୪୯ ଟି ରେଳ ଷ୍ଟେସନ ରହିଛି । ଯଦି ଆପଣ କେବେ ରେଳରେ ଯାତ୍ରା କରିଥାନ୍ତି ତେବେ ଆପଣ ନିଶ୍ଚିନ୍ତ…

ସେୟାର ମାର୍କେଟରେ ଜମାଟୋର ଦୟନୀୟ ସ୍ଥିତି, ଅଧା ହୋଇଗଲା ନିବେଶକଙ୍କ ଟଙ୍କା

କନକ ବ୍ୟୁରୋ : ସେୟାର ବଜାର ଏବେ କିଛିଦିନ ହେବ ତଳମୂହାଁ ହୋଇଛି । ଏହି କ୍ରମରେ କିଛି କମ୍ପାନୀର ସେୟାର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଛି ଓ ନିବେଶକମାନେ କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି । ଦେଶରେ ଅଗ୍ରଣୀ ଖାଦ୍ୟ ଡେଲିଭରି କମ୍ପାନୀ କିନ୍ତୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।…

ଟାଟା ସ୍କାଏ ହେଲା ଟାଟା ପ୍ଲେ । ୧୫ ବର୍ଷ ପରେ ବଦଳିଲା ନାଁ, ଜାଣନ୍ତୁ କଣ ମିଳିବ ସୁବିଧା?

କନକ ବ୍ୟୁରୋ : ଟାଟା ସ୍କାଏର ନାଁ ବଦଳିଲା । ଏଣିକି ଟାଟା ସ୍କାଏ, ଟାଟା ପ୍ଲେ ଭାବେ ଜଣାଯିବ । ଆଜିଠୁ ଟାଟା ସ୍କାଏର ନାଁ ପରିବର୍ତ୍ତନ ହୋଇଛି । ଏହି ଡିଟିଏଚ୍ କମ୍ପାନି ନାଁ ବଦଳାଇବା ସହ ଓଟିଟି ପ୍ଲାଟଫର୍ମ ନେଟପ୍ଲିକ୍ସ ସହ ମଧ୍ୟ ହାତ ମିଳାଇଛି । ଯାହାଦ୍ୱାରା ଏଣିକି ଟାଟା ପ୍ଲେ ୟୁଜର୍ସ…