Daily Archives

January 24, 2022

୧୫୯ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ସମାଜବାଦୀ ପାର୍ଟି, ଜାଣନ୍ତୁ କେଉଁଠୁ ଲଢିବେ ଅଖିଳେଶ ଯାଦବ ?

କନକ ବ୍ୟୁରୋ :  ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ପୁଣିଥରେ କ୍ଷମତାକୁ ଫେରିବା ପାଇଁ ପୂରା କଳ ବଳ କୌଶଳ ଲଗାଇ ଦେଇଛି । ଏହି କ୍ରମରେ ଆଜି ସମାଜବାଦୀ ପାର୍ଟି ରାଜ୍ୟର ୧୫୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ନିଜେ ଅଖିଳେଶ କରହଲ…

୨୦୨୨ ପାଇଁ ୨୯ ପିଲାଙ୍କୁ ରାଷ୍ଟ୍ରିୟ ବାଲ୍ ପୁରସ୍କାର: ଓଡିଶାରୁ ବନିତାଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର

କନକ ବ୍ୟୁରୋ: ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ବନିତା ଦାସ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ପୁରସ୍କୃତ ହେଲେ ବନିତା ଦାସ । କ୍ଷୁଦ୍ର ଗ୍ରହର ଆବିଷ୍କାରକ ଭାବେ ବନିତା ଦାଶ ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଆଜି…

ବିଦ୍ରୋହୀଙ୍କୁ ମନାଇବାକୁ ଶେଷ ଉଦ୍ୟମ । ସାମ, ଦାମ, ଦଣ୍ଡ, ଭେଦ ନୀତି ଆପଣାଉଛନ୍ତି ନେତା ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହା ପରେ ଅପରାହ୍ନରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ତେବେ ତିନିଦଳରେ ଚିନ୍ତା ବଢାଇଛନ୍ତି ବିଦ୍ରୋହୀ । ତେଣୁ ବିଦ୍ରୋହୀଙ୍କୁ ମନାଇବା ପାଇଁ ଜୋରସୋରରେ ଶେଷ ଉଦ୍ୟମ ଆରମ୍ଭ ହୋଇଛି…

ଟିକାୟତଙ୍କ ଟାର୍ଗେଟରେ ଯୋଗୀ ସରକାର, ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନର ଚର୍ଚ୍ଚିର୍ତ ଚେହେରା ତଥା ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ ପୁଣିଥରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଉତ୍ତର ପ୍ରଦେଶରେ ଆଗାମୀ ଅଢେଇ ମାସ ପର୍ଯ୍ୟନ୍ତ ହିନ୍ଦୁ-ମୁସଲିମ ଓ ଜିନ୍ନାଙ୍କ ଭୂତ ସବାର ହୋଇ ରହିବ । ଅନ୍ୟପଟେ…

ନିଆରା ନେତା: ଚାଷୀ ପରିବାରରୁ ରାଜନୀତି । ପଞ୍ଚାୟତ ନିର୍ବାଚନରେ ପିଏଚଡି ପ୍ରାର୍ଥୀ । ଲଢେଇ କରୁଛନ୍ତି ମହିଳା ଚାଷୀ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ପିଏଚଡି ପ୍ରାର୍ଥୀ । ରାଜନୀତିରେ ଲାଗୁଛି ପାଠୁଆ ପ୍ରାର୍ଥୀଙ୍କ ଭିଡ । ଗାଁ ରାଜନୀତିରେ ବଢୁଛି ପାଠୁଆ ପ୍ରାର୍ଥୀଙ୍କ ଭିଡ । ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ମୈଦାନରେ ପ୍ରାର୍ଥୀଙ୍କ ଭିଡ ସେତେ ବଢୁଛି । ଆଉ ସରଗରମ ରାଜନୀତି ଭିତରେ ଚଳିତ ଥର…

୨୬ ତାରିଖରୁ ରାଜ୍ୟରେ ଶୁଖିଲା ରହିବ ପାଗ: ବଢିବ ଶୀତର ପ୍ରକୋପ

କନକ ବ୍ୟୁରୋ: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଶୁଖିଲା ରହିବ ପାଗ । ପାଗ ଶୁଖିଲା ରହିବ ସହ ବଢିବ ଶୀତର ପ୍ରକୋପ । ୨ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀକୁ ତାପମାତ୍ରା ଖସିବା ନେଇ ଆକଳନ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତ ଦୁଇ ଦିନ ହେବ…