Daily Archives

January 24, 2022

ଅନୁଗୋଳ  : ନେତାଙ୍କ ଲଢେଇ ବିଜେଡିକୁ କାଳ, ବିଜେପି ପାଇଁ ବିପଦ ଅନ୍ତଃକନ୍ଦଳ! ଦୁର୍ବଳ ‘ହାତ’ କେମିତି ପାଇବ ବଳ?

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ଅନୁଗୋଳ ରାଜନୀତି । ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦଳୀୟ ସମର୍ଥନ ପାଇବାକୁ ଏକାଧିକ ପ୍ରାର୍ଥୀଙ୍କ ନାମାଙ୍କନଦାଖଲ ବଡ ସମସ୍ୟା ଭାବେ ରାଜନୈତିକ ଦଳର ଚିନ୍ତା ବଢାଇଛି । ଆଉ ଏଥିରୁ ଅନୁଗୋଳ ମଧ୍ୟ ବାଦ୍ ପଡିନି…

ବଲାଙ୍ଗୀରରୁ ନେପାଳ ଭାୟା ବିହାର: ବଲାଙ୍ଗୀରରୁ ଚୋରି ହୋଇଥିବା ୧୧୩ଟି ମୋବାଇଲକୁ ବିହାର-ନେପାଳ ସୀମାରୁ ଜବତ କଲା ପୋଲିସ

କନକ ବ୍ୟୁରୋ: ବଲାଙ୍ଗୀରରୁ ନେପାଳ ଭାୟା ବିହାର । ବଲାଙ୍ଗୀରରୁ ଚୋରି ହୋଇଥିବା ମୋବାଇଲ ବିହାର-ନେପାଳ ସୀମାରୁ ଜବତ କରିଛି ପୋଲିସ । ଏହାସହ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ପ୍ରାୟ ୧୧୩ଟି ଦାମୀ ମୋବାଇଲ ଜବତ କରିବା ସହ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ବିହାର-ନେପାଳ ସୀମାରୁ…

ପଞ୍ଚାୟତ ନିର୍ବାଚନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅନୁପସ୍ଥିତିକୁ ନେଇ ମୁହାଁମୁହିଁ ନେତା: ପଢନ୍ତୁ…

କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅନୁପସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ନେତା । ସତ୍ୟବାଦୀରେ କଂଗ୍ରେସ ଜିଲ୍ଲା ପରିଷଦ ଟିକେଟ ନଦେଇ ପାରିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ…

ଫେବୃଆରୀ ୧୫ ପରେ ହ୍ରାସ ପାଇବ ସଂକ୍ରମଣ: ସରକାରୀ ସୂତ୍ରରୁ ପ୍ରକାଶ, ଅନେକ ସ୍ଥାନରେ କମୁଛି ସଂକ୍ରମଣ, ଆଉ କିଛି…

କନକ ବ୍ୟୁରୋ: ଦେଶରେ କେବେ କମିବ କରୋନାର ଦୈନିକ ସଂକ୍ରମଣ । ପ୍ରତି ୨୪ ଘଂଟାରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ହ୍ରାସକୁ ନେଇ ଏକ ଭଲ ଖବର ଆସିଛି । ଫେବୃଆରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ତଳମୁହାଁ ହେବ । ବିଶେଷ ସୂତ୍ରରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି…

ସିଦ୍ଧୁଙ୍କୁ ନେଇ କ୍ୟାପଟେନ ଅମରିନ୍ଦର ସିଂଙ୍କ ବଡ ଖୁଲାସା, ସିଦ୍ଧୁଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଇମ୍ରାନ ଖାନ…

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୂର୍ବତନ ବରିଷ୍ଠ ନେତା କ୍ୟାପଟେନ ଅମରିନ୍ଦର ସିଂ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ…

୨୦୨୨ ଆଇପିଏଲରେ ନଜର ଆସିପାରନ୍ତି ଓଡିଆ ଖେଳାଳି: କମିଟିକୁ ୫ ଜଣଙ୍କ ନାଁ ପଠାଇଛି ଓସିଏ, ଜାଣନ୍ତୁ କେଉଁମାନେ ଅଛନ୍ତି…

କନକ ବ୍ୟୁରୋ: ସାରା ଦେଶରେ କ୍ରିକେଟର କ୍ରେଜ ରହିଛି । ୨୦୨୨ ଆଇପିଏଲରେ ଅଂଶ ଗ୍ରହଣ ଲାଗି ଓଡିଶାର ୫ ଜଣ ଖେଳାଳିଙ୍କ ନାଁ ଚର୍ଚ୍ଚା ହେଉଛି । ଶୁଭ୍ରାଂଶୁ ସେନାପତି, ଅଭିଶେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି । ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଆଇପିଏଲ…