Daily Archives

January 22, 2022

‘କୋକୋ’କୁ ନେଇ ଆସିଲା ନୂଆ ଟ୍ୱିଷ୍ଟ: ପାଳନକାରୀଙ୍କୁ ଫେରାଇ ଦେବାକୁ ଉଠିଲା ଦାବି

କନକ ବ୍ୟୁରୋ: କେମିତି ଅଛି ପାଳିତ ଶୁଆ ‘କୋକୋ’? ପୁରୁଣା ଘରକୁ ଝୁରୁଛି କି? ବନ ବିଭାଗ ତତ୍ତ୍ୱାବଧାନରେ ଖିଆପିଆ ଠିକ୍ ଠାକ୍ କରୁଛି ନା ନାହିଁ? କୋକୋକୁ ନେଇ ଏଭଳି ଉତ୍ସୁକତା ପଶୁପକ୍ଷୀ ପ୍ରେମୀଙ୍କ ମନରେ ରହିଛି । ଏହାରି ଭିତରେ କୋକୋକୁ ନେଇ ପୁଣି ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । କଟକ…

ବିବାଦରେ ବିଶ୍ୱେଶ୍ୱର ଟୁଡୁ: ୨ ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ଦାୟର ହେଲା ମାମଲା 

କନକ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣାରେ ମାମଲା ରୁଜୁ କରିଛି ପୋଲିସ । ଗତକାଲି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଅଶ୍ୱୀନି କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ରଙ୍କୁ ମାଡ଼ ମରାଯାଇଥିବା…

ନିର୍ବାଚନ ପାଇଁ ଉଠୁଛି ପଡୁଛି ଉତରପ୍ରଦେଶରେ: ବିଜେପି ପାଇଁ ଘର ଘର ବୁଲି ପ୍ରଚାର କଲେ ଗୃହମନ୍ତ୍ରୀ ଅମିତ ଶାହ

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ନପାଖେଇ ଆସୁଛି, ଉତର ପ୍ରଦେଶରେ ସେତିକି ତେଜୁଛି ରାଜନୀତି । ପ୍ରତ୍ୟେକ ଦିନ ନେତାଙ୍କ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି । କଂଗ୍ରେସ ନେତ୍ରୀ ତଥା ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ଉତର ପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ବୋଲି…

ମୁମ୍ବାଇ ତାରେଦାଓରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମହଲା ବିଲ୍ଡିଂର ୧୮ ମହଲାରେ ଲାଗିଲା ନିଆଁ । ୭ ମୃତ, ୨୨ରୁ ଅଧିକ ଆହତ 

କନକ ବ୍ୟୁରୋ: ଆପାର୍ଟମେଂଟ୍ରେ ଅଗ୍ନିକାଣ୍ଡ । ୨୦ ମହଲା ବିଲ୍ଡିଂର ୧୮ ନମ୍ବର ମହଲାରେ ଭୟଙ୍କର ନିଆଁଲାଗି ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୨ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ତାରଦେଓ ଅଂଚଳରେ ଥିବା କମଲା ଆପାର୍ଟମେଂଟ୍ରେ । ମୁମ୍ବାଇରେ ତାରଦେଓ ଅଂଚଳରେ ଥିବା…