Daily Archives

January 19, 2022

ଓଡ଼ିଶାରେ ପହଞ୍ଚିଲା ୫୦ ହଜାର ଓମିସିୟୋର କିଟ୍ । ଓମିକ୍ରନ ଭୂତାଣୁ ସହ କରୋନା ପଜିଟିଭ୍ ଚିହ୍ନଟ ହେବ ସହଜ ।

କନକ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଛି ୫୦ ହଜାର ଓମିସିୟୋର କିଟ୍ । ରାଜ୍ୟ ଔଷଧ ନିଗମରେ ଓମିସିୟୋର କିଟ୍ ଚାଲିବା ପରେ ଏହାର ଡ୍ରାଏ ରନ କରାଯାଉଛି । କିଟ୍ ଠିକ୍ ଅଛି ନା ନାହିଁ ତାହା ଜାଣିବାକୁ ଡ୍ରାଏ ରନ କରାଯାଉଥିବା ସୂଚନା ମିଳିଛି । ଓମିସିୟର କିଟ୍ ଆରଟିପିସିଆର ଭଳି, ଏଥିରେ ପରୀକ୍ଷା…

କୋଟିଆରେ ନିର୍ବାଚନକୁ ନେଇ କେଁ ଉଠାଇଲେ ତାରା । କହିଲେ, ଆନ୍ଧ୍ର ସହ ଲଢିବାର ଅଛି ତ ସହମତିରେ ଜଣେ ପ୍ରାର୍ଥୀ ଦିଅନ୍ତୁ…

କନକ ବ୍ୟୁରୋ: କୋଟିଆ ପାଇଁ ଏକାଠି ହେବେ ସବୁ ଦଳ । ରାଜନୈତିକ ଶତ୍ରୁତା ଭୁଲି ପାର୍ଟି ନୁହେଁ ବରଂ ମାଟି ପାଇଁ ଲଢେଇ କରିବେ । ଏମିତି ଆହ୍ୱାନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ଆଗାମୀ ପଂଚାୟତ ନିର୍ବାଚନରେ ଦଳମତକୁ ପଛରେ ପକାଇ କୋଟିଆ ଗ୍ରାମପୁଞ୍ଜରେ ନେତା…

ସରପଞ୍ଚ ପଦ ପାଇଁ ଆଶାୟୀ ଅଧିକ । ନେତାଙ୍କ ପାଇଁ ବଢ଼ୁଛି ଚାପ

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟ ଶେଷ ହେବା ପାଇଁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ସମୟ ସରି ଆସୁଥିବାରୁ ଦଳୀୟ ସମର୍ଥନ ପାଇଁ ବିଧାୟକ ଓ ନେତାଙ୍କ ପାଖରେ ଆଶାୟୀ ପ୍ରାର୍ଥୀ ଭିଡ ଜମାଉଛନ୍ତି । କିନ୍ତୁ ଚଳିତ ଥର ଜିଲ୍ଲା ପରିଷଦ, ସମିତି ସଭ୍ୟଙ୍କ…

ପ୍ରାର୍ଥୀ ଛୁଉଁଛନ୍ତି ପ୍ରସାଦ, ଭୋଟରଙ୍କ ସାମ୍ନାରେ ଶପଥ କରି କହୁଛନ୍ତି ଦେବେନି ଧୋକା । ମିଶନ ଶକ୍ତିର ମହିଳା ଜୟନ୍ତୀ…

କନକ ବ୍ୟୁରୋ: ନେତାଙ୍କୁ ଶପଥପାଠ କରାଇଲେ ଜନତା । ଭୋଟରଙ୍କୁ ଭୁଲି ନଯିବାକୁ ଛୁଆଁଇଲେ ମହାପ୍ରସାଦ । ନିର୍ବାଚନରେ ବିଜୟୀ ହେବା ପରେ ନେତାମାନେ ଶପଥପାଠ କରୁଥିବାର ଖବର ଆପଣ ଜାଣିଥିବେ । ହେଲେ ପିପିଲି ବ୍ଲକ ମଙ୍ଗଳପୁର ପଂଚାୟତରୁ ଆସିଥିବା ଏହି ଖବର ଉପରେ ନଜର ପକାନ୍ତୁ । ଆଶାୟୀ ସରପଞ୍ଚ…

ମାର୍ଚ୍ଚ ୧୧ ସୁଦ୍ଧା ‘ଏଣ୍ଡେମିକ’ର ରୂପ ନେଇପାରେ କରୋନା । ଆଶ୍ୱସ୍ତିବାଣୀ ଶୁଣାଇଲେ ମହାମାରୀ ବିଶେଷଜ୍ଞ ଡାକ୍ତର…

କନକ ବ୍ୟୁରୋ: ପ୍ରାୟ ଦୁଇ ବର୍ଷ ହେଲା କରୋନା କଲବଲ କରିବା ପରେ କେବେ ଯିବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଆଉ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ଆଇସିଏମଆର ମହାମାରୀ ବିଶେଷଜ୍ଞ ସମୀରନ ପଣ୍ଡା । ସେ କହିଛନ୍ତି ଯଦି ଓମିକ୍ରନ ଡେଲଟାର ସ୍ଥାନ ନେଇଯାଏ ଏବଂ ଅନ୍ୟ କୌଣସି ନୂଆ…

‘ଲେଡକି ହୁଁ, ଲଡ ସକତି ହୁଁ’ ର ପୋଷ୍ଟର ଗାର୍ଲ ବିଜେପିରେ ଯୋଗଦେବା ନେଇ ଆକଳନ, ଜାଣନ୍ତୁ ଦଳ ଛାଡିବା ପଛରେ କଣ ରହିଛି…

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆଗରୁ କଂଗ୍ରେସକୁ ବଡ ଝଟକା ଲାଗିପାରେ । ରାଜ୍ୟର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରେ ‘ଲେଡକି ହୁଁ, ଲଡ ସକତି ହୁଁ’ ଅଭିଯାନ ଆରମ୍ଭ କରିଥିଲେ । ଏହି ପ୍ରିୟଙ୍କାଙ୍କ ଏହି ନାରା ପରେ…