Daily Archives

January 19, 2022

ବାପା ବନାମ ପୁଅ । ଗୋଟିଏ ଆସନ ପାଇଁ ନାମଙ୍କନ ଭରିଲେ ବାପ-ପୁଅ, ଚର୍ଚ୍ଚାରେ ନାରାୟଣପାଟଣା ଜିଲ୍ଲା ପରିଷଦ ଜୋନ୍ ।

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ନାରାୟଣପାଟଣା ଜିଲ୍ଲା ପରିଷଦ ଆସନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ବଳ କଷାକଷି ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଦୁଇ ଜଣ…

ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ପ୍ରମାଣ ନ ମିଳିବାରୁ ୮ ଜଣ…

କନକ ବ୍ୟୁରୋ: ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ କେହି ନୁହଁନ୍ତି ହତ୍ୟାକାରୀ । ହତ୍ୟାକାଣ୍ଡର ପ୍ରାୟ ୯ବର୍ଷ ପରେ ଆଶ୍ଚର୍ଯ୍ୟ କରିବା ଭଳି ରାୟ ଦେଇ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୈାରାଜଜ୍ । ତେବେ କିଭଳି ହତ୍ୟାକାରୀ…

କ୍ରିକେଟ କ୍ରେଜ । ଷ୍ଟାଡିୟମ ଭିତରକୁ ନଥିଲା ପ୍ରବେଶ ଅନୁମତି, ଷ୍ଟାଡିୟମ ବାହାରେ ଗାଡି ଉପରେ ତ୍ରିରଙ୍ଗା ଧରି ମ୍ୟାଚ୍…

କନକ ବ୍ୟୁରୋ : କ୍ରିକେଟ ପାଗଳ ଦେଶ ହେଉଛି ଭାରତ । କ୍ରିକେଟକୁ ନେଇ ଭାରତୀୟଙ୍କ ମଧ୍ୟରେ କେତେ କ୍ରେଜ ତାହା କାହାକୁ ଅଛପା ନାହିଁ । ଭାରତରେ କ୍ରିକେଟ ଖେଳ ହେଲେ ଷ୍ଟାଡିୟମରେ ଖଚାଖଚ ଭିଡ ଦେଖିବାକୁ ମିଳେ । କିନ୍ତୁ କରୋନା କାରଣରୁ ଗତ ୨ ବର୍ଷ ହେବ ଷ୍ଟାଡିୟମରେ ଖେଳ ଦେଖିବାର ସୁଯୋଗ…

ଦିଲ୍ଲୀ ରାଜପଥରେ ଗଡିବନି ଓଡିଶାର ପ୍ରଜ୍ଞାପନ ମେଢ । ଚୂଡାନ୍ତ ପର୍ଯ୍ୟାୟକୁ ଯାଇଥିଲା ବକ୍ସି ଓ ପାଇକ କାହାଣୀ ।…

କନକ ବ୍ୟୁରୋ: ସାତ ଦିନ ପରେ ଦେଶ ପାଳିବ ୭୩ ତମ ସାଧାରଣତନ୍ତ୍ର ଦିବସ କିନ୍ତୁ ଚଳିତ ବର୍ଷ ଦିଲ୍ଲୀ ରାଜପଥ ପରେଡରେ ଶୋଭା ପାଇବନି ଓଡିଶାର ପ୍ରଜ୍ଞାପନ ମେଡ । ରାଜ୍ୟ ପକ୍ଷରୁ କେନ୍ଦ୍ରୀୟ ଚୟନ କମିଟିକୁ ୫ଟି ଡିଜାଇନ ପଠାଯାଇଥିଲା  ହେଲେ, ଓଡିଶାର ସମସ୍ତ ଡିଜାଇନକୁ କେନ୍ଦ୍ର ଚୟନ କମିଟି କାଟି…

ବାଙ୍ଗାଲୋର ପାଇଁ ଖୁସି ଖବର । ବିବିଏଲରେ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଇନିଂସ, ୨୨ଟି ଚୌକା ଓ ୪ ଛକା ବଳରେ ନୂଆ ରେକର୍ଡ…

କନକ ବ୍ୟୁରୋ : ବିଗ୍ବାସ ଲିଗରେ ଗର୍ଜିଲା ଗ୍ଲେନ ମ୍ୟାକ୍ସୱେଲଙ୍କ ବ୍ୟାଟ୍ । ବିସ୍ଫୋରକ ବ୍ୟାଟିଂ କରି ନୂଆ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି ମ୍ୟାକ୍ସୱେଲ । ବୁଧବାର ବିବିଏଲରେ ହୋବାର୍ଟ ହରିକେନ୍ସ ବିପକ୍ଷରେ ବିଧ୍ୱଂସୀ ଇନିଂସ ଖେଳିଛନ୍ତି ମ୍ୟାକ୍ସୱେଲ । ମାତ୍ର ୬୪ ବଲରୁ ୨୨ଟି ଚୌକା ଓ…

ଇଡିର ଚଢାଉକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, କହିଲେ ଏଭଳି କଥା

କନକ ବ୍ୟୁରୋ : ନିଜ ସଂପର୍କୀୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହେଉଥିବା ଚଢାଉକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି ନିକଟରେ ନିର୍ବାଚନ ଥିବାରୁ ଦିଲ୍ଲୀ ଚାପରେ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  । ଏହାସହ…