Daily Archives

January 6, 2022

ସୁପ୍ରିମକୋର୍ଟରେ ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଘଟଣା…

କନକ ବ୍ୟୁରୋ: ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ତେଜୁଛି ବିବାଦ । ଏହାରି ଭିତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ମୋଦୀ । ରାଷ୍ଟ୍ରପତି ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।…

ମାହାଙ୍ଗା ମର୍ଡର ଘଟଣାରେ ଧର୍ମେନ୍ଦ୍ରଙ୍କ କଡ଼ାକଥା । କହିଲେ, ‘ଓଡିଶା ସରକାରଙ୍କ ଦିନ କାଳ ସରି ସରି ଆସୁଛି’

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବର୍ଷେ ବିତି ଯାଇଥିବାବେଳେ କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ ଭିସି ଜରିଆରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ…

ମହିଳାଙ୍କ ମୁଣ୍ଡରେ ଛେପ ପକାଇ କେଶ କାଟୁଥିଲେ ଟପ୍ ହେୟାର ଷ୍ଟାଇଲିଷ୍ଟ । ଭିଡ଼ିଓ ହେଲା ଭାଇରାଲ  ।

କନକ ବ୍ୟୁରୋ : ଦେଶର ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ମଧ୍ୟରୁ ଜଣେ ହେଉଛନ୍ତି ଜାଭେଦ ହବିବ। ଜାଭେଦ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇବା ଭିଡିଓ ସାମ୍ନାକୁ ଆସିବା ପରେ ତାକୁ ନେଇ ବିବାଦ ଦେଖାଦେଇଛି। ଏକ ଟ୍ରେନିଂ କ୍ଲାସ୍ ସମୟରେ, ହବିବ୍ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଉଛନ୍ତି। ଆଉ…

କରୋନା ଭୟ ଭିତରେ କିପରି ହେବ ନିର୍ବାଚନ ? ଭି.କେ ପଲ କହିଲେ ବର୍ତ୍ତମାନ ସ୍ଥିତିରେ ରାଲି ଓ ଶୋଭାଯାତ୍ରା ନହେବା ଉଚିତ୍…

କନକ ବ୍ୟୁରୋ: ଗୋଟିଏ ପଟେ ସରକାର କୋଭିଡ ଗାଇଡଲାଇନ୍ ଆଣୁଛନ୍ତି ଓ ଅନ୍ୟପଟେ ନିର୍ବାଚନ ପାଇଁ ବଡ଼ ବଡ଼ ରାଲି କରୁଛନ୍ତି । ଏହା ପରସ୍ପର ପ୍ରତି ବିରୋଧଭାସ କରୁଥିଲେ ବି ନେତାଙ୍କୁ କିଛି ଫରକ ପଡ଼ୁ ନାହିଁ । ତେଣୁ ନୀତି ଆୟୋଗର ସଦସ୍ୟ ଭି.କେ ପଲ ରାଜନୈତିକ ରାଲି ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି…

କୋଭିଡ କଟକଣାରେ ପାଳନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ।  ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ।

କନକ ବ୍ୟୁରୋ :  ୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ କୋଭିଡ୍…

ରାଜ୍ୟରେ ୧୮ ଶହ ଟପିଲା ଦୈନିକ ସଂକ୍ରମଣ । ଓଡିଶା ସମେତ ୯ଟି ରାଜ୍ୟକୁ ଟେଷ୍ଟିଂ ବଢାଇବାକୁ କେନ୍ଦ୍ରର ପରାମର୍ଶ

କନକ ବ୍ୟୁରୋ: ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ବିଶେଷଜ୍ଞ ଆଶଙ୍କା କରିଥିଲେ ଜାନୁୟାରୀ, ଫେବୃୟାରୀରେ ସଂକ୍ରମଣ ସ୍ଥିତି ଗମ୍ଭୀର ହୋଇପାରେ । ଆଉ ସେହି ଆଶଙ୍କା ଏବେ ସତ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୯୧ ହଜାର ପାଖାପାଖି ନୂଆ ମାମଲା ଆସିଛି । ଭାରତରେ କରୋନାର ଦୈନିକ…