Daily Archives

January 6, 2022

ବଢିଲା ବିଧାୟକ ଓ ସାଂସଦଙ୍କ ନିର୍ବାଚନ ଖର୍ଚ୍ଚ ସୀମା । ଜାଣନ୍ତୁ, କିଏ ଖର୍ଚ୍ଚ କରିପାରିବେ କେତେ ଟଙ୍କା?

କନକ ବ୍ୟୁରୋ: ବଢିଲା ବିଧାୟକ ଓ ସାଂସଦଙ୍କ ନିର୍ବାଚନୀ ଖର୍ଚ୍ଚ । ସାଂସଦଙ୍କ ନିର୍ବାଚନୀ ଖର୍ଚ୍ଚକୁ ୯୫ ହଜାର ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚକୁ ୪୦ ହଜାରକୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ଯଥାକ୍ରମେ ୭୦ ଲକ୍ଷ ଏବଂ ୨୮ ଲକ୍ଷ ଥିଲା । ନିର୍ବାଚନ ଖର୍ଚ୍ଚ ସୀମା ସଂଶୋଧନ ପାଇଁ ଗଠିତ…

ବୁଲ୍ଲି ବାଇ ଆପ ମାଷ୍ଟରମାଇଣ୍ଡ ନୀରଜ ବିଷ୍ଣୋଇ ଗିରଫ: ଆପ୍ ସହ ଟ୍ୱିଟରରେ ମୁସଲିମ୍ ମହିଳାଙ୍କୁ ନେଇ ନିଲାମି ଡାକୁଥିଲା…

କନକ ବ୍ୟୁରୋ: ବିବାଦୀୟ ବୁଲ୍ଲି ବାଇ ଆପ ମାମଲାରେ ଦିଲ୍ଲୀ ପୋଲିସ ୪ର୍ଥ ତଥା ମୁଖ୍ୟ ଅଭିଯୁକ୍ତ ନୀରଜ ବିଷ୍ଣୋଇକୁ ଗିରଫ କରିଛି । ଆସାମ ଜୋରହାଟରୁ ଇଂଜନିୟରିଂ ଦ୍ୱିତୀୟ ବର୍ଷର ଛାତ୍ର ନୀରଜକୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ ଏବେ ନୀରଜ ସହ ପଚରା-ଉଚୁରା ଜାରି ରଖିଛି । ଏହା ପୂର୍ବରୁ…

ସିବିଆଇ ଜାଲରେ ପାରାବୋଲିକ୍ ଫାର୍ମା କମ୍ପାନୀ ମାଲିକ: ୧ ହଜାର ୬୨୬ କୋଟି ଠକେଇ ମାମଲାରେ ଗୁପ୍ତା ଭାଇଙ୍କ ନାମରେ ମାମଲା…

କନକ ବ୍ୟୁରୋ: ଜାଲି କାଗଜପତ୍ର ଦେଖାଇ ବିଭିନ୍ନ ବ୍ୟାଙ୍କରୁ ଏକ ହଜାର କୋଟିରୁ ଅଧିକ ଟଙ୍କା ନେଇ ସିବିଆଇ ଜାଲରେ ଚଣ୍ଡିଗଡର ଦୁଇ ଭାଇ ପ୍ରଣବ ଗୁପ୍ତା ଓ ଭୀନିତ ଗୁପ୍ତା । ଅଶୋକା ୟୁନିଭର୍ସିଟିର କୋ-ଫାଉଣ୍ଡର ଏହି ଗୁପ୍ତା ଭାଇ ଏକ ପାରାବୋଲିକ୍ ନାମରେ ଫାର୍ମା କମ୍ପାନୀ ଖୋଲିବା ପାଇଁ ଷ୍ଟେଟ…

ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: ୭ ଦିନ ଭିତରେ ପ୍ରସ୍ତୁତି ସାରିବାକୁ ଘରୋଇ ହସ୍ପିଟାଲଗୁଡିକୁ…

କନକ ବ୍ୟୁରୋ: ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ବିଭିନ୍ନ ଘରୋଇ ହସ୍ପିଟାଲ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା । ଘରୋଇ ହସ୍ପିଟାଲଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୭ ଦିନ ଭିତରେ ପ୍ରସ୍ତୁତି ସାରିବାକୁ…

କରୋନା ଭୟ ଭିତରେ କିପରି ହେବ ନିର୍ବାଚନ? ନୀତି ଆୟୋଗ ଓ ଗୃହ ମନ୍ତ୍ରଳାୟ ସହିତ ନିର୍ବାଚନ କମିଶନଙ୍କ ବୈଠକ

କନକ ବ୍ୟୁରୋ: ଦେଶରେ କରୋନାର ଭୟ ଭିତରେ କିପରି ହେବ ନିର୍ବାଚନ? ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଦେଶରେ ବର୍ତମାନର କରୋନା ସ୍ଥିତି ନେଇ ନିର୍ବାଚନ କମିଶନକୁ ଅବଗତ କରାଉଛନ୍ତି । କରୋନା ସ୍ଥିତି ନେଇ ଦ୍ୱିତୀୟ ଥର ନିର୍ବାଚନ କମିଶନକୁ ଅବଗତ…

ଆମେରିକାରେ ଗବେଷଣାରୁ ଆସିଲା ତଥ୍ୟ । ଆଣ୍ଟିଜେନ ଟେଷ୍ଟ ଧରିପାରୁନି ଓମିକ୍ରନ !

କନକ ବ୍ୟୁରୋ: ସଂକ୍ରମଣ ଚିହ୍ନଟ କରିବା ପାଇଁ ସାଧାରଣ ଭାବେ ଆଣ୍ଟିଜେନ ଟେଷ୍ଟ କରାଯାଏ  । ଆରଟିପିସିଆର ପରୀକ୍ଷା ଠାରୁ ଠାର ଆଣ୍ଟିଜେନରେ କମ୍ ସମୟ ଲାଗେ  । ଅପେକ୍ଷାକୃତ ସୁବିଧାଜନକ ବି  । ହେଲେ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆଣ୍ଟିଜେନ ଟେଷ୍ଟକୁ ନେଇ ଏକ ପ୍ରଶ୍ନବାଚୀ ଛିଡ଼ା…