Daily Archives

January 2, 2022

ମୁମ୍ବାଇରେ ଗୋଟିଏ ଦିନରେ ୮ ହଜାର ସଂକ୍ରମିତ ଚିହ୍ନଟ ତ ଦିଲ୍ଲୀରେ ୩ ହଜାର ପାର, ହରିଆଣାରେ ଶିକ୍ଷାନୁଷ୍ଠାନ ବନ୍ଦ କଲେ…

କନକ ବ୍ୟୁରୋ : କରୋନା ଭୁତାଣୁର ତୃତୀୟ ଲହର ସହ ଓମିକ୍ରନ ଭାରିଆଣ୍ଟ ଆଜିକା ଦିନରେ ଚିନ୍ତାର ବିଷୟ ପାଲଟିଛି । ଏନେଇ ଦେଶରେ ସରକାର ସତର୍କ ହେବା ସହ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ହରିଆଣା ସରକାର ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁଆରୀ ୩ ତାରିଖରୁ ୧୨ ତାରିଖ…

ବିରାଟ ହେଉଛନ୍ତି ବେଷ୍ଟ ଲିଡର । ଦ୍ରାବିଡ୍ କହିଲେ, କେବେ ଆସିବ ବିରାଟଙ୍କ ବ୍ୟାଟରୁ ଆଗାମୀ ଶତକ ?

କନକ ବ୍ୟୁରୋ : ବିରାଟ ହେଉଛନ୍ତି ବେଷ୍ଟ ଲିଡର । ମୈଦାନ ଭିତରେ ହେଉ କିମ୍ବା ବାହାରେ ଜଣେ ଲିଡର ହିସାବରେ ସେ ଭଲ କାମ କରୁଛନ୍ତି ଏବଂ ଆଗକୁ ମଧ୍ୟ ଭଲ ଖେଳ ଜାରି ରଖିବେ । ସାଉଥଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ କୋହଲିଙ୍କ ପ୍ରଶଂସାରେ କିଛି ଏଭଳି କହିଛନ୍ତି ଭାରତୀୟ…

ଦିଦିଙ୍କୁ ଘାରିଲା କରୋନା ଚିନ୍ତା । ସୋମବାର ଠାରୁ ପଶ୍ଚିମବଙ୍ଗରେ ସମସ୍ତ ସ୍କୁଲ କଲେଜ ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ…

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର କଟକଣା କଡାକଡି କରିଛନ୍ତି । ସୋମବାର ଠାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଗୁଡିକୁ ୫୦ ପ୍ରତିଶତ…

କୁନି ବୟସରେ କମାଲ କଲେ ଆୟୁଷ ।ଯାହା ପଚାରିଲେ ପାଟିରୁ ବାହାରୁଛି ଚଟାପଟ୍ ଉତ୍ତର । 

କନକ ବ୍ୟୁରୋ: କୁନି ବୟସରେ କମାଲ । ପାଟି ଭଲ କି ଖୋଲିନି । ଖନେଇ ଖନେଇ କଥା କହୁଛନ୍ତି ହେଲେ ମୁହେଁ ମୁହେଁ ଦେଶ ଦୁନିଆଁର କଥା । ସାଧାରଣ ଜ୍ଞାନ ଠାରୁ ଆରମ୍ଭ କରି ସଂସ୍କୃତ ଜ୍ଞାନ ସବୁଥିରେ ଆଗୁସାର ବାଲେଶ୍ୱର ସଦର ବ୍ଲକ ଚଣ୍ଡିପୁରର କୁନି ପୁଅ ଆୟୁଷ ଜେନା । ବୟସ ମାତ୍ର ୨ ବର୍ଷ ।…

ବାପାଙ୍କୁ ଟପିଗଲେ ପୁଅ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଠାରୁ ପୁଅ ନିଶାନ୍ତ ୫ଗୁଣା ଅଧିକ ଧନୀ

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଖରେ ୭୫.୩୬ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଥିବାବେଳେ ତାଙ୍କ ପୁଅ ନିଶାନ୍ତ ତାଙ୍କ ଠାରୁ ପ୍ରାୟ ପାଞ୍ଚ ଗୁଣ ଧନୀ ଅଟନ୍ତି।  ଡିସେମ୍ବର ୩୧ରେ ବିହାର ସରକାରୀ ୱେବସାଇଟରେ ଅପଲୋଡ୍‌ ହୋଇଥିବା ମୁଖ୍ୟମନ୍ତ୍ରୀ…

ଜିମରେ ବ୍ୟାୟାମ କଲେ ପ୍ରଧାନମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମେରଠରେ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏକ ସ୍ପୋର୍ଟସ ୟୁନିଭରସିଟିର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଜିମରେ ବ୍ୟାୟାମ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ…