Monthly Archives

November 2021

ସାରା ବିଶ୍ୱରେ ଓମିକ୍ରନ ଖେଳାଇଛି ଆତଙ୍କ । ନୂଆ ରୂପରେ କରୋନାର ପୁରୁଣା ଭୟ ।

କନକ ବ୍ୟୁରୋ: ସନ୍ଦେହକୁ ନେଇ ସାଂଘାତିକ ଡର । ନୂଆ ରୂପରେ କରୋନାର ପୁରୁଣା ଭୟ । ଏହି ଓମିକ୍ରନ ଭାଇରସ ପ୍ରକୃତରେ କେତେ ମାରାତ୍ମକ, ତାହା ଜାଣିବା ପୂର୍ବରୁ ସାରା ବିଶ୍ୱରେ ଡର ଖେଳି ଯାଇଛି । ଏକ ଡଜନରୁ ଅଧିକ ଦେଶ ନିଜ ସୀମାରେ ପ୍ରବେଶ ନେଇ କଟକଣା ଲାଗୁ କରିଛନ୍ତି । ଏହି ଭାରିଆଂଟ ଜନ୍ମ…

୩ ଖେଳାଳୀଙ୍କୁ ରିଟେନ ରଖିଲା ବାଙ୍ଗାଲୋର । ପ୍ରଥମ ପସନ୍ଦର ଖେଳାଳୀ ସାଜିଲେ ବିରାଟ, ଜାଣନ୍ତୁ କାହା ପାଇଁ କେତେ ଖର୍ଚ୍ଚ…

କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ପୂର୍ବରୁ ପୁରୁଣା ୮ଟି ଫ୍ରାଞ୍ଚାଇଜ ନିଜ ମନପସନ୍ଦର ଖେଳାଳୀଙ୍କୁ ରିଟେନ କରିଛନ୍ତି । ଆଉ ଏହି କ୍ରମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ ଜଣ ଖେଳାଳୀଙ୍କୁ ରିଟେନ କରିଛି । ବିରାଟ କୋହଲିଙ୍କ ସମେତ ଗ୍ଲେନ ମ୍ୟାକ୍ସୱେଲ ଓ ମହମ୍ମଦ ସିରାଜଙ୍କୁ ରିଟେନ କରିଛି…

ଶୀତ ଅଧିବେଶନରେ ତାତିବ ବିଧାନସଭା । ମମିତା ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ବିଜେଡିର ଢାଲ ସାଜିବ ଗ୍ୟାସ ଦର…

କନକ ବ୍ୟୁରୋ: ମମିତା ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ସମରସଜ୍ଜା । ବୁଧବାର ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନରେ ସରକାରଙ୍କୁ ଘେରିବାକୁ ତିଆରି ଚାଲିଛି ରଣନୀତି । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ କରି ଚୂଡାନ୍ତ କରିଛନ୍ତି ରୋଡମ୍ୟାପ୍ । ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ…

ପୁଣି ରୋହିତଙ୍କୁ ଭରସିଲା ମୁମ୍ବାଇ । ହିଟମ୍ୟାନଙ୍କ ସମେତ ଏହି ୪ ଖେଳାଳୀଙ୍କୁ ରିଟେନ୍ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ ।

କନକ ବ୍ୟୁରୋ : ଆଇପିଏଲ-୨୦୨୨ର ମେଗା ଅକ୍ସନ ପୂର୍ବରୁ ରିଟେନ୍ ଖେଳାଳୀ ତାଲିକା ଜାରି କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୪ ଜଣ ଖେଳାଳୀ ରିଟେନ୍ ରଖି ବାକି ସମସ୍ତ ଖେଳାଳୀଙ୍କୁ ଅକ୍ସନକୁ ଛାଡିଛି ମୁମ୍ବାଇ । ଏହି ୪ ଖେଳାଳୀ ହେଉଛନ୍ତି ମୁମ୍ବାଇକୁ ୫ଥର ବିଜେତା ବନାଇଥିବା ହିଟମ୍ୟାନ୍ ରୋହିତ…