Monthly Archives

November 2021

ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ କେତେ ଟଙ୍କା ? କେନ୍ଦ୍ର ସରକାରଙ୍କ ଉତ୍ତରରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

କନକ ବ୍ୟୁରୋ : ବିଭିନ୍ନ ରାଜ୍ୟରେ ଚାଷୀଙ୍କ ଆୟ ଉପରେ ଆଜି କେନ୍ଦ୍ର ସରକାର ଯେଉଁ ତଥ୍ୟ ଦେଇଛନ୍ତି, ସେଥିରୁ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ କହୁଛି କେବଳ ଝାଡଖଣ୍ଡକୁ ଛାଡିଦେଲେ, ଚାଷୀର ମାସିକ ଆୟରେ ଓଡ଼ିଶା ସବୁଠୁ ପଛରେ ରହିଛି । ସେପଟେ ବିଶିଷ୍ଟ ଅର୍ଥନୈତିଜ୍ଞ ତଥା ନୀତି…

ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ ଚିହ୍ନଟ । ଦକ୍ଷିଣ ଆଫ୍ରିକା ଓ ବିପଦ ତାଲିକାଭୁକ୍ତ ରାଷ୍ଟ୍ରରୁ ଫେରନ୍ତା ୬ ଜଣ ପଜିଟିଭ । ଏମାନଙ୍କ ନମୁନା ଜେନମ ସିକ୍ସେନ୍ସିଂ ପାଇଁ ପଠାଯାଇଛି । ଏହି ୬ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁୁ ଠାବ ଉଦ୍ୟମ ଚାଲିଛି…

ଓମିକ୍ରନର ଭୟ ଭିତରେ ଭୁବନେଶ୍ୱରରେ ଜୁନିଅର ବିଶ୍ୱକପ ହକି ଖେଳୁଛି ଦକ୍ଷିଣ ଆଫ୍ରିକା ଦଳ । ଖେଳାଳିଙ୍କ ଉପରେ ରହିଛି…

କନକ ବ୍ୟୁରୋ : ଭୁବନେଶ୍ୱରରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଜୁନିୟର ବିଶ୍ୱକପ ହକିରେ ଭାଗ ନେଇଛନ୍ତି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ବେଳେ ଓଡ଼ିଶା ଆସିଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି । ଦକ୍ଷିଣ ଆଫ୍ରିକା ହକି ଖେଳାଳିଙ୍କ ଉପରେ ନଜର । ସଂକ୍ରମଣ ସମୟରେ…

ଟ୍ରାକକୁ ଫେରିଲା ଦେଶର ଅର୍ଥବ୍ୟବସ୍ଥା: ୨୦୨୧-୨୨ର ଦ୍ୱିତୀୟ ତ୍ରୈମାଶିକ ରିପୋର୍ଟରେ ରେକର୍ଡ ଅଭିବୃଦ୍ଧି

କନକ ବ୍ୟୁରୋ: ଟ୍ରାକକୁ ଫେରିଲା ଭାରତର ଅର୍ଥ ବ୍ୟବସ୍ଥା । ଭାରତୀୟ ଅର୍ଥ ବ୍ୟବସ୍ଥାରେ ଦ୍ରୁତ ଅଗ୍ରଗତି ଦେଖାଦେଇଛି । ବର୍ଷ ୨୦୨୧ -୨୨ ଦ୍ୱିତୀୟ ତ୍ରୈମାସିକରେ ଜିଡିପି ୮.୪ ପ୍ରତିଶତରେ ପହଂଚିଛି । କରୋନା ସଂକଟ ଭିତରେ ଦେଶର ଜିଡିପିକୁ ନେଇ ଖୁସି ଖବର ଆସିଛି । ଗତ ବର୍ଷ ଜିଡିପିରେ ଭାରି…

ଓମିକ୍ରନ୍ ଆତଙ୍କ ଭିତରେ ଖୁବଶୀଘ୍ର ସରକାର ଆଣିପାରନ୍ତି ବୁଷ୍ଟର ଡୋଜ୍ ପଲିସି: ବିଶେଷଜ୍ଞଙ୍କ କମିଟିଙ୍କ ଜାରି ରହିଛି…

କନକ ବ୍ୟୁରୋ : ନୂଆ ଭାରିଆଂଟ୍ ଓମିକ୍ରନ୍କୁ ନେଇ ସବୁଆଡେ ଭୟର ବାତାବରଣ । ଆଉ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭାରତ । ଦକ୍ଷିଣ ଆଫ୍ରିକାର ନୂଆ ଭାରିଆଂଟ୍ ଭୟ ଭିତରେ ଭାରତ ସରକରା ଖୁବଶୀଘ୍ର ଆଣି ପାରନ୍ତି ବୁଷ୍ଟର ଡୋଜ୍ ପଲିସି । ୨, ୩ ସପ୍ତାହ ମଧ୍ୟରେ କୋଭିଡ୍ ନିରୋଧି ଟିକାର ତୃତୀୟ…

ବାତ୍ୟା ବଢାଇଲା ଚାଷୀକୂଳର ଚିନ୍ତା । ବର୍ଷା ପାଣିରେ ଭିଜିବା ଆଗରୁ ତରତର ହୋଇ ଚାଷୀ କାଟୁଛନ୍ତି ପାଚିଲା ଧାନ ।

କନକ ବ୍ୟୁରୋ : ଗୋଟିଏ ପଟେ ଏଥର ଧାନ ଚାଷ ବେଶ ଭଲ ହୋଇଥିଲା । କିନ୍ତୁ ଏହି ସମ୍ଭାବ୍ୟ ବାତ୍ୟା ଚାଷୀକୁ ଝଟକା ଦେଇଛି । ବିଲରେ ପଡିଛି ପାକଳ ଧାନ । ଡିସେମ୍ବରରେ ହୋଇଥାନ୍ତା ଅମଳ । ଏବେ କିନ୍ତୁ ବାତ୍ୟା ସବୁ ଗଣିତକୁ ବିଗାଡି ଦେଇଛି । ବର୍ଷା ସହ ପବନ ହେଲେ ସବୁ ଯିବ । ପାଚିଲା ଧାନ ଝଡିଯିବ ।…