Daily Archives

November 26, 2021

ଭାରତରେ ବୁଲା କୁକୁର ଓ ବିଲେଇଙ୍କ ସଂଖ୍ୟା କେତେ? ପୂରା ତଥ୍ୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ?

କନକ ବ୍ୟୁରୋ : ଦେଶରେ ବୁଲା କୁକୁର ଏବଂ ବିଲେଇଙ୍କ ସଂଖ୍ୟାକୁ ନେଇ ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ପ୍ରାୟ ୬.୨କୋଟି ହୋଇଥିବାବେଳେ ବିଲେଇଙ୍କ ସଂଖ୍ୟା ପ୍ରାୟ ୯୧ ଲକ୍ଷ ।ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦେଶର ଜନତାଙ୍କ…

ଦୁର୍ନୀତିର ସବୁ ରେକର୍ଡକୁ ଟପିଗଲେ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ । ସନ୍ତୋଷ କୁମାର ଦାସଙ୍କ ଘରୁ ମିଳିଲା…

କନକ ବ୍ୟୁରୋ : ଭିଜିଲାନ୍ସ ଚଢାଉରୁ କୋଟିପତି ବାବୁଙ୍କ ତାଲିକା ଲମ୍ବୁଛି । ଆଉ ତା’ସହ ତାଳ ଦେଇ ବଢୁଛି ଜବତ ହେଉଥିବା ନଗଦ ଅର୍ଥର ପରିମାଣ । ବାରିପଦା ଆଇଟିଡିଏ ଅଧିକାରୀଙ୍କ ଘରେ ଚଢାଉ ବେଳେ ମିଳିଛି ୪୧ ଲକ୍ଷ ନଗଦ ଟଙ୍କା । ଯାହା ଭିଜିଲାନ୍ସ ଇତିହାସରେ ସର୍ବାଧିକ । ଏଥିସହ ରାଜ୍ୟର ବିଭିନ୍ନ…

ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏବେ ପ୍ରବେଶ କରିପାରିବେ ନାହିଁ ଟାଟା- ବିର୍ଲା ଭଳି ଗ୍ରୁପ, ଇଣ୍ଟରନାଲ ୱାକିଂ ଗ୍ରୁପର…

କନକ ବ୍ୟୁରୋ : ଟାଟା – ବିର୍ଲା ଭଳି ବଡ ବଡ କର୍ପୋରେଟ ସଂସ୍ଥାମାନେ ଏବେ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ପ୍ରବେଶ କରିପାରବେ ନାହିଁ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଦିଆଯାଇଥିବା ପରାମର୍ଶକୁ ରିଜର୍ଭ ବ୍ୟାଙ୍କ ନାମଞ୍ଜୁର କରିଦେଇଛନ୍ତି ତଥାପି ଏହି ପରାମର୍ଶକୁ ଖାରଜ କରିନାହିଁ କେନ୍ଦ୍ରୀୟ…

ତିନି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ପୂରିଲା ବର୍ଷେ । ଆଜିର ଦିନରେ ଏକାଠି ହୋଇଥିଲେ ହଜାର ହଜାର ଚାଷୀ ।

କନକ ବ୍ୟୁରୋ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବି କରି ଚାଷୀଙ୍କ ଆନ୍ଦୋଳନକୁ ବର୍ଷେ ପୂରଣ ହୋଇଛି । ଏହି ଅବସରରେ ହଜାର ହଜାର ଚାଷୀ ଏକାଠି ହୋଇ ବର୍ଷ ପୂର୍ତ୍ତି ପାଳନ କରିଛନ୍ତିା ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସହଯୋଗୀ । ଅନ୍ୟପଟେ ଆଗକୁ…

ଏକ୍ସପାଏରୀ ଔଷଧକୁ ନେଇ ଆସିଲା ମାର୍ଗଦର୍ଶିକା । ପ୍ରତିଦିନ ଏକ୍ସପାଏରୀ ତାରିଖ ଯାଞ୍ଚ କରିବେ ମେଡିସିନ୍ ଷ୍ଟୋର ।

କନକ ବ୍ୟୁରୋ: ଏକ୍ସପାୟାରୀ ମେଡିସିନର ବଣ୍ଟନ ଓ ବ୍ୟବହାର ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ସବୁ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଓ ମେଡିକାଲ କଲେଜର…

ଆର୍ଥିଂ ଓ କେବଲିଂ ନାଁରେ କୋଟି କୋଟି ଟଙ୍କାର ହରିଲୁଟ । ଠିକାସଂସ୍ଥା ଓ ପୌରପାଳିକା ଅଧିକାରୀ ମିଶି ଚଳୁ କଲେ ଟଙ୍କା ।

କନକ ବ୍ୟୁରୋ: କେନ୍ଦୁଝର ପୌରପାଳିକାର ବିଭିନ୍ନ ସ୍ଥାନରେ ଲାଗିଥିବା ଏହି ବିଜୁଳି ଖୁଣ୍ଟରେ ଆର୍ଥିଂ କରାଯିବା ନାଁରେ ହୋଇଛି କୋଟି କୋଟି ଟଙ୍କାର ହେରଫେର । କେମିତି ହୋଇଛି ଚଞ୍ଚକତା ? କେନ୍ଦୁଝର ପୌରପାଳିକାର ୨୧ଟି ୱାର୍ଡର ଆଲୋକୀକରଣ ପାଇଁ ଖର୍ଚ୍ଚ ହୋଇଛି ୯ କୋଟି ୩୨୩ ଲକ୍ଷ ୧୩୦୦…