Daily Archives

November 26, 2021

ଗରିବ ତାଲିକାରେ ୯ ନମ୍ବରରେ ଓଡିଶା । ରାଜ୍ୟରେ ୩ ଜଣରେ ଜଣେ ଗରିବ । ୧୬ ଜିଲ୍ଲାରେ ଦାରିଦ୍ର୍ୟର ହାର ଉତ୍କଟ ।

କନକ ବ୍ୟୁରୋ: ଦାରିଦ୍ର୍ୟ ଦୂରୀକରଣ ପାଇଁ ଗଣ୍ଡା ଗଣ୍ଡା ଯୋଜନା ହେଉଛି, କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅନେକ ପ୍ରକଳ୍ପ ହାତକୁ ନିଆଯାଉଛି, ହେଲେ ସତରେ କେତେ ହଟିଛି ଦାରିଦ୍ର୍ୟ ? ନୀତି ଆୟୋଗର ରିପୋର୍ଟରରୁ ଆସିଛି ଚିନ୍ତାଜନକ ତଥ୍ୟ । ଓଡ଼ିଶାରେ ୩ ଜଣରେ ଜଣେ ଗରିବ । ରାଜ୍ୟର ୧୬…

ୟୁରୋପ ଓ ଦକ୍ଷିଣ ଆଫ୍ରିକାରେ କରୋନା ବଢିଲା, ଭାରତୀୟ ସେୟାର ବଜାରରେ ଚଡ଼କ ପଡିଲା । ଦିନକରେ ନିବେଶକ ହରାଇଲେ ପ୍ରାୟ…

କନକ ବ୍ୟୁରୋ : ସେୟାର ବଜାର ପାଇଁ କଳାଦିନ । ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ଏହାର ପ୍ରଭାବ ବିଶ୍ୱ ବଜାରରେ ପଡ଼ିଛି । ଦୁଇ ସପ୍ତାହ ହେବ ତଳକୁ ତଳ ଖସୁଛି ସେୟାର ବଜାର । ଗତ ସାତ ମାସ ପରେ ଆଜି ସବୁଠୁ ଅଧିକ କ୍ଷତି ହୋଇଛି । ଗୋଟିଏ ଦିନରେ ପ୍ରାୟ ସାଢ଼େ ୭…

ଅଣ୍ଡାମାଡ, ଆକ୍ରମଣ ପରେ ସୁରକ୍ଷା ମାଗିଲେ ଅପରାଜିତା । କହିଲେ ଟିଏମସି ରାସ୍ତାରେ ରାଜ୍ୟ ସରକାର ।

କନକ ବ୍ୟୁରୋ: ପରସ୍ପରକୁ କଡା ଟକ୍କର ଦେଉଥିବା ଦୁଇଟି ରାଜନୈତିକ ଦଳ ଭିତରେ କଥା କଟାକଟି ଓ ଠେଲାପେଲା ଭଳି ଦୃଶ୍ୟ ଅନେକଥର ଦେଖିବାକୁ ମିଳିଛି । ହେଲେ ଗତକାଲି ଭୁବନେଶ୍ୱର ଆଚାର୍ଯ୍ୟବିହାର ଅଞ୍ଚଳରେ ବିଜେପି ସାଂସଦ ଗୋଟିଏ ଘର ଭିତରେ ଅଟକ ହୋଇ ରହିବା ଏବଂ ବାହାରେ ସମର୍ଥକ ଓ ପ୍ରତିପକ୍ଷଙ୍କ…

ବିଶ୍ୱର ଚିନ୍ତା ବଢାଇଲା କରୋନାର ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ । ଡେଲଟା ଠାରୁ ହୋଇପାରେ ଶକ୍ତିଶାଳୀ, ଜାଣନ୍ତୁ ଏହା…

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ପ୍ରଜାତି ସାରା ବିଶ୍ୱରେ ଚିନ୍ତା ବଢାଇ ଦେଇଛି । ଆଉ ଏଇ ନୂଆ ପ୍ରଜାତି ଡେଲଟା ଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଏନେଇ ଅନୁଧ୍ୟାନ ଚାଲିଛି, ଏହା…

ଅନ୍ତର୍ଜାତୀୟ ବିମାନ ଚଳାଚଳ ନେଇ ବଡ ନିଷ୍ପତ୍ତି , ଡିସେମ୍ବର ୧୫ରୁ ହୋଇପାରେ ସ୍ୱଭାବିକ

କନକ ବ୍ୟୁରୋ : କରୋନା ସଂକ୍ରମଣ ଆରମ୍ଭରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପର୍ଯ୍ୟାୟକ୍ରମେ ପ୍ରତିବନ୍ଧକ ଲାଗିଥଲା । ଏହାପରେ ଏବେ ପୁଣି ଡିସେମ୍ବର ୧୫ ରୁ ଏହି ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱଭାବିକ ହୋଇପାରେ ବୋଲି ସୂତ୍ର ମାଧ୍ୟମରେ ସୂଚନା ମିଳିଛି । କୁହାଯାଇଛି କି ୧୪ ଟି ଦେଶକୁ ବାଦ…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଏହି ଯୁବକଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ସାମ୍ନାକୁ ଆସି ପୂରା କାହାଣୀ କହିଲେ କାନପୁରର…

କନକ ବ୍ୟୁରୋ :  କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ହେଲେ ମ୍ୟାଚ ଅପେକ୍ଷା ଏବେ ଅଧିକ ଚର୍ଚ୍ଚାରେ ରହିଛନ୍ତି କାନପୁରର ଗୁଟଖା ବଏ। କାନପୁରର ଜଣେ ଯୁବକଙ୍କ ଏକ ଛୋଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ‌ ହେବା ପରେ…