Daily Archives

November 21, 2021

କରୋନାର ବୁଷ୍ଟର ଡୋଜ୍ ଜରୁରୀ କି ନାହିଁ ? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ ।

କନକ ବ୍ୟୁରୋ : କରୋନା ଟିକା ନେବା ପରେ ବୁଷ୍ଟର ଡୋଜର ଆବଶ୍ୟକତା ଅଛି ନା ନାହିଁ ? ଏହାକୁ ନେଇ ବିତର୍କ ଚାଲିଥିବାବେଳେ ଆଜି ଦେଶର ସର୍ବୋଚ୍ଚ ଡାକ୍ତରୀ ଗବେଷଣା ସଂସ୍ଥା ଆଇସିଏମଆର୍ ମତ ରଖିଛି । ଏହି ସଂସ୍ଥାର ବିଶେଷଜ୍ଞ ଡାକ୍ତର ସମିରନ ପଣ୍ଡା କହିଛନ୍ତି, ବୁଷ୍ଟର ଡୋଜ ଦେବା ପାଇଁ କୌଣସି…

ରାଜସ୍ଥାନ ରାଜନୀତିରେ ସରିଲା ଛକାପଞ୍ଝା ! ସଚିନ ପାଇଲଟଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ ।

କନକ ବ୍ୟୁରୋ : ସରକାର ରହିଛି, କିନ୍ତୁ ମନ୍ତ୍ରିମଣ୍ଡଳର ହେଲା ନବକଳେବର । ରାଜସ୍ଥାନରେ ଅଶୋକ ଗେହଲଟ ମନ୍ତ୍ରିମଣ୍ଡଳର ଚେହେରା ବଦଳିଯାଇଛି । ରାଜସ୍ଥାନରେ ଆଜି ୧୧ କ୍ୟାବିନେଟ ଓ ୪ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଶପଥ ନେଇଛନ୍ତି ମୋଟ ୧୫ ମନ୍ତ୍ରୀ । ନୂଆ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫…

ହତ୍ୟା ମାମଲାରେ ଗିରଫ ହେଲେ ଟିଏମସିର ଯୁବ ସଭାପତି ଶାୟନୀ ଘୋଷ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ଟାର୍ଗେଟ…

କନକ ବ୍ୟୁରୋ : ଟିଏମସିର ଯୁବ ସଭାପତି ଶାୟନୀ ଘୋଷଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଆଜି ତ୍ରିପୁରା ପୋଲିସ ଏକ ହତ୍ୟା ମାମଲାରେ ଶାୟନୀଙ୍କୁ ଗିରଫ କରିଛି । ଏହାକୁ ନେଇ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି କି ତ୍ରିପୁରାରେ ବିଜେପି ଟିଏମସିର ରାଲି କରିବାକୁ ଦେଉ ନାହିଁ । ଏହାସହ ଏହି…

ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ନ୍ୟୁଜିଲାଣ୍ଡ । କ୍ଲିନ ସୁଇପ ଲକ୍ଷ୍ୟରେ ଟିମ ଇଣ୍ଡିଆ

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ପ୍ରଥମେ ବୋଲିଂ କରିବାକୁ ମୈଦାନକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ । ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚରେ ବିଜୟୀ ହୋଇ ଭାରତ…

ତାମିଲନାଡୁରେ ଅଭାବନୀୟ ଘଟଣା, ଛେଳି ଚୋର ମିଶି ସବ୍-ଇନସ୍ପେକ୍ଟରଙ୍କୁ କରିଦେଲେ ହତ୍ୟା

କନକ ବ୍ୟୁରୋ : ତାମିଲନାଡୁୁର ଛେଳି ଚୋରମାନେ ଜଣେ ସବ୍-ଇନସ୍ପେକ୍ଟରଙ୍କୁ ହତ୍ୟା କରିଦେଇଛନ୍ତି । ଏହି ପୋଲିସ ଅଧିକାରୀଙ୍କ ହତ୍ୟା ପରେ ତାମିଲନାଡୁ ସରକାର ଆକ୍ସନ ମୋଡରେ ଅଛନ୍ତି । ତାମିଲନାଡୁ ପୋଲିସ ଅପରାଧୀଙ୍କୁ ଧରିବାକୁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଏହାସହ ମୃତ ପୋଲିସ…

ଭସା ଯାଇଥିବା ଡ଼ଙ୍ଗା ଆଣିବା ହେଲା କାଳ: ପାଣିରେ ବୁଡି ଚାଲିଗଲା ୨ ଭଉଣୀଙ୍କ ଜୀବନ 

କନକ ବ୍ୟୁରୋ: କାର୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡ଼ଙ୍ଗା ଆଣିବା ହେଲା କାଳ । ଅକାଳରେ ଚାଲିଗଲା ୨ ଭଉଣୀଙ୍କ ଜୀବନ । କେନ୍ଦ୍ରାପଡ଼ା ଡେରାବିଷ ବ୍ଲକ ଜଅରା ବାରିମୂଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । କାର୍ତିକ ପୂର୍ଣ୍ଣିମାରେ ଭସା ଯାଇଥିିବା ଡଙ୍ଗାକୁ ଗାଁ ନିକଟ ଜୋରରୁ ଆଣିବା ବେଳେ…