Daily Archives

November 21, 2021

କଂଗ୍ରେସ ଓ ବିଜେପି ପରେ ବିଜେଡି ବି କଲା ଅଣ୍ଡାମାଡ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ କଲା ବିଜେଡି

କନକ ବ୍ୟୁରୋ: ପ୍ରତିବାଦର ନୂଆ ଫଣ୍ଡା ପାଲଟିଛି ଅଣ୍ଡାମାଡ । କଂଗ୍ରେସ ଓ ବିଜେପି ପରେ ବିଜେଡି ବି କରିଛି ଅଣ୍ଡାମାଡ । ଗତକାଲି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି କର୍ମୀ କେନ୍ଦ୍ରାପଡାରେ ଅଣ୍ଡାମାଡ କରିବା ପରେ, ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଶ୍ୱେଶ୍ୱର ଟୁଡୁଙ୍କୁ ସେହି…

ଯୋଗୀଙ୍କ କାନ୍ଧରେ ମୋଦୀଙ୍କ ହାତକୁ ନେଇ ବିରୋଧୀଙ୍କ କଟାକ୍ଷ, ଅଖିଳେଶ କହିଲେ ଏମିତି କଥା

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ନେଇ ଏବେ ବିରୋଧୀମାନେ ଯୋଗୀ ଓ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳିଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗୀଙ୍କ…

ଗୋବିନ୍ଦ ସାହୁର ହେବ ହସ୍ତାକ୍ଷର ଯାଂଚ: ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ଆବେଦନ କଲା ପୋଲିସ

କନକ ବ୍ୟୁରୋ: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ହେବ ହସ୍ତାକ୍ଷର ଯାଂଚ । ଏଥିପାଇଁ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ଆବେଦନ କରିଛି ପୋଲିସ । ୨ ରୁ ୩ଦିନ ମଧ୍ୟରେ ଏହି ଆବେଦନର ଶୁଣାଣି କରିପାରନ୍ତି କୋର୍ଟ । ହସ୍ତାକ୍ଷର ଯାଂଚ ପାଇଁ…

ରାଜସ୍ଥାନରେ ନୂଆ ମନ୍ତ୍ରୀମଣ୍ଡଳ: ୧୧ କ୍ୟାବିନେଟ ମନ୍ତ୍ରୀ, ୪ ରାଜ୍ୟ ମନ୍ତ୍ରୀଙ୍କ ଶପଥ ଗ୍ରହଣ

କନକ ବ୍ୟୁରୋ: ରାଜସ୍ଥାନ କ୍ୟାବିନେଟରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ । ୧୧ କ୍ୟାବିନେଟ ମନ୍ତ୍ରୀ, ୪ ରାଜ୍ୟ ମନ୍ତ୍ରୀଙ୍କ ଶପଥ ଗ୍ରହଣ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାର ଅନ୍ତ ଘଟିଛି । ମନ୍ତ୍ରୀ ମଣ୍ଡଳରେ ୫ ଜଣ ସଚିନ ପାଇଲଟଙ୍କ…

ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା, ଏମଏସପି ଗ୍ୟାରେଣ୍ଟି ନମିଳିବା ଯାଏଁ ଚାଲୁ ରହିବ ଆନ୍ଦୋଳନ

କନକ ବ୍ୟୁରୋ : ଆଇନ ପ୍ରତ୍ୟାହାର ପରେ ଦିଲ୍ଲୀ ସୀମାରୁ ଆନ୍ଦୋଳନରତ କୃଷକମାନେ ଆନ୍ଦୋଳନ ଭାଙ୍ଗି ପଳାଇଯିବେ ବୋଲି ସରକାରଙ୍କର ଯେଉଁ ଧାରଣା ଥିଲା ତାହା ଭୁଲ ପ୍ରମାଣିତ ହୋଇଛି । ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ୪୨ ଟି କୃଷକ ସଂଗଠନ ବୈଠକ ପରେ ଘୋଷଣା କରାଯାଇଛି କି ଯେପର୍ଯ୍ୟନ୍ତ ସରକାର…

ଦୁନିଆକୁ ଦିୱାନା କଲା ୬ବର୍ଷର ଶିଶୁ… ଦୁବାଇରେ ଝଲସିବ ଭାରତର କୁନି ପୁଅ

କନକ ବ୍ୟୁରୋ : ୬ବର୍ଷର କୁନି ଶିଶୁକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା । ଦୁବାଇରେ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଫ୍ୟାସନ ସୋ’ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି । ଦୁବାଇରେ ଆୟୋଜିତ ହେବାକୁ ଥିବା ମଡେଲିଂ ପ୍ରତିଯୋଗୀତାରେ ବହୁ ନାମୀଦାମୀ ଜୁନିୟର ମଡେଲ ଭାଗ ନେଇଥାନ୍ତି । ଏବେ ସେହି…