Daily Archives

November 19, 2021

ଆରଏମଆରସି ସର୍ଭେରୁ ଆସିଲା ଆଶ୍ୱସ୍ତିକର ଖବର । ତୃତୀୟ ଲହରରେ ନାହିଁ ଶିଶୁଙ୍କୁ ଅଧିକ ଡର

କନକ ବ୍ୟୁରୋ: ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବାର ଆଶଙ୍କା କମ । ଆରଏମଆରସି କରିଥିବା ଗବେଷଣାରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ୨୦୨୦ ମାର୍ଚ୍ଚରୁ ୨୦୨୧ ଅଗଷ୍ଟ ମଧ୍ୟରେ କରାଯାଇଥିବା ନମୁନା ପରୀକ୍ଷାରେ ୧୮ବର୍ଷରୁ ଅଧିକ ବର୍ଷର ଯେତିକି ଲୋକ ସଂକ୍ରମିତ ହୋଇଥିଲେ, ଠିକ୍ ସମାନ…

ରତ୍ନଭଣ୍ଡାରର ଚାବିକୁ ନେଇ ଦ୍ୱନ୍ଦ୍ୱ ବଢ଼ାଇଲା ଆରଟିଆଇ ତଥ୍ୟ । ୧୯୭୦ରୁ ଚାବି ନଥିବା ଜିଲ୍ଲାପାଳଙ୍କୁ ଜଣାଇଥିଲା…

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କେଉଁଠି ଥିଲା ଓ ଏବେ କେଉଁଠି ଅଛି, ତାକୁ ନେଇ ବଡ ଧରଣର ସନ୍ଦେହ ରହିଛି । ଆଉ ଏବେ ଏହି ସନ୍ଦେହକୁ ବଢାଇ ଦେଇଛି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ । ୨୦୧୮ ମସିହା ଏପ୍ରିଲ ମାସରେ ଟ୍ରେଜେରୀ ଅଫିସ କହିଥିଲା, ୧୯୭୦ ମସିହାରୁ ଚାବି ଦାଖଲ…

ମମିତା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । ନୈତିକତାର ପାଠ ପଢାଇ କଲେ ସମାଲୋଚନା।

କନକ ବ୍ୟୁରୋ: ମମିତା ହତ୍ୟା ମାମଲାର ମାସେ ପରେ କ୍ୟାମେରା ଆଗରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଲାଲ ବାହାଦୂର ଶାସ୍ତ୍ରୀ ଓ…

ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ ଏଭଳି କଥା

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଏକ ସାମ୍ବାଦିକ ସମ୍ମିଳନୀରେ ଭାବୁକ ହୋଇପଡି କାନ୍ଦିବାରେ ଲାଗିଥିଲେ । କୁହାଯାଉଛି କି ଅନ୍ୟ ଦଳର ନେତାମାନେ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଥିବାରୁ ସେ ମର୍ମାହତ ହୋଇପଡିଛନ୍ତି । ସେ…

ଚାଷୀଙ୍କ କଥା ରହିଲା, ସରକାର ମୁଣ୍ଡ ନୁଆଁଇଲେ। ପ୍ରତ୍ୟାହୃତ ହେବ ବିବାଦୀୟ ତିନି କୃଷି ଆଇନ।

କନକ ବ୍ୟୁରୋ: ଚାଷୀଙ୍କ କଥା ରହିଲା, ସରକାର ମୁଣ୍ଡ ନୁଆଁଇଲେ। ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆଗାମୀ ସଂସଦ ଅଧିବେସନରେ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶକୁ ଉଦବୋଧନ ଦେଇ କହିଛନ୍ତି । ପାଖାପାଖି ବର୍ଷେ ଧରି ସଂସଦରୁ ସଡକ ଯାଏଁ…

ବଢିଲା ଭାରତୀୟ ବାୟୁସେନାର ଶକ୍ତି, ସେନାରେ ସାମିଲ ହେଲା ପ୍ରଥମ ସ୍ୱଦେଶୀ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାରତୀୟ ବାୟୁସେନା ହାତରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଲକା କମ୍ବାକ୍ଟ ହେଲିକପ୍ଟର ସମର୍ପିତ କରିଛନ୍ତି । ଡିଆରଡିଓ ଦ୍ୱାରା ଡିଜାଇନ କରାଯାଇଥିବା ଓ ବିଇଏଲ ଦ୍ୱାରା ନିର୍ମିତ ଉନ୍ନତ ମାନର ହେଲିକପ୍ଟର ଭାରତୀୟ ବାୟୁସେନା ହାତକୁ ଆସିଛି ।…