Daily Archives

November 19, 2021

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ । ଏହି ମ୍ୟାଚରେ ଭାରତ ତାର ଦ୍ୱିତୀୟ ସହ ସିରିଜ ଅକ୍ତିଆର ଲକ୍ଷ୍ୟରେ ରହିବ ।…

ପ୍ରତ୍ୟାହାର ହେଲା କୃଷି ଆଇନ । ଅସଦୁଦ୍ଦିନ ଓୱେସି କହିଲେ…।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ୩ କୃଷି ଆଇନ ପ୍ରତ୍ୟାହାର ପାଇଁ ଘୋଷଣା କରିବା ପରେ ରାଜନୀତିସ୍ତରରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଥିଲା । ଏହି ଘୋଷଣା କେବଳ ଅନ୍ଦୋଳନରତ ଚାଷୀଙ୍କୁ ଖୁସି କରିନଥିଲା ବରଂ ବିରୋଧୀ ଶିବିରକୁ ବୟାନବାଜୀ ପାଇଁ ସୁଯୋଗ ଦେଇଥିଲା । ଏହି ଘୋଷଣା…

କୃଷି ଆଇନ ପ୍ରତ୍ୟାହାର ପରେ ସରଗରମ ହେଉଛି ପଞ୍ଜାବ ରାଜନୀତି, ବିଜେପି ସହ ମେଣ୍ଟ ନେଇ କ୍ୟାପଟେନ କହିଲେ ଏଭଳି କଥା

କନକ ବ୍ୟୁରୋ : ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ଧାରଣାରେ ବସିଥିଲେ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପାରିତ ହୋଇଥିବା ୩ ଟି କଅଷି ଆଇନକୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଥିବା ବେଳେ…

ମାହାଙ୍ଗା ଡବଲ ମର୍ଡର ଘଟଣା: ପରିବାର ଲୋକଙ୍କୁ ଭେଟିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ । କହିଲେ, ମନ୍ତ୍ରୀଙ୍କ ସମ୍ପୃକ୍ତି…

କନକ ବ୍ୟୁରୋ: କଂଗ୍ରେସ ଟାର୍ଗେଟରେ ମନ୍ତ୍ରୀ ପ୍ରତାପ ଜେନା । ମାହାଙ୍ଗା କୁଳମଣୀ ବରାଳ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ । ଆଜି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର, ମାହାଙ୍ଗା ଯାଇ କୁଳମଣି ବରାଳଙ୍କ ପରିବାରକୁ ଭେଟିଛନ୍ତି । ଏହାସହ ହତ୍ୟା ଘଟଣାରେ ମନ୍ତ୍ରୀଙ୍କ…

ଇଂଲଣ୍ଡ ସହ ଆସେସ୍ ସିରିଜ୍ ପୂୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଲେ ଟିମ୍ ପେନ୍ ।

କନକ ବ୍ୟୁରୋ: ଇଂଲଣ୍ଡ ସହ ଆସେସ୍ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା । ଦଳର ଅଧିନାୟକ ଟିମ୍ ପେନ୍ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ଅଷ୍ଟ୍ରେଲୀୟ ଖେଳାଳି ଟିମ୍ ପେନ୍ ଦଳର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି…

କୋର୍ଟ ପରିସରରେ ଜଜଙ୍କୁ ପିଟିଲେ ପୋଲିସ, ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ଆମେ ଦ୍ୱିତୀୟ ଭଗବାନ ଭାବେ ଡାକ୍ତର ଓ ବିଚାରପତିଙ୍କୁ ମାନିଥାଉ । ହେଲେ ଜଣେ ପୋଲିସ କର୍ମୀ କୋର୍ଟ ପରିସରରେ ବିଚାରପତିଙ୍କୁ ମାଡ ମାରିବା ଓ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଅନ୍ୟପାଟେ କିଛିଦିନ ତଳେ ଝାଡଖଣ୍ଡର ଜଣେ ବିଚାରପତିଙ୍କୁ…