Daily Archives

November 14, 2021

ୟୁପିରେ ଏକା ଲଢିବ କଂଗ୍ରେସ, ମେଣ୍ଟ ନେଇ ଏମିତି ମତ ରଖିଲେ ପ୍ରିୟଙ୍କା ଗାନ୍ଧୀ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉମାତ୍ର କେଇଟାମାସ ବାକି ରହିଛି । ହେଲେ ଏବେଠାରୁ ରାଜନୈତିକ ଉସ୍ମତା ସେଠାରେ ଦେଖିବାକୁ ମିଳିଛି । କିଏ କେଉଁ ଦଳସହିତ ମେଣ୍ଟ କରିବ ଓ କାହାକୁ କେତେ ଆସନରେ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ମିଳିବ ସେନେଇ ଏବେ ସେଠାରେ ଜାତୀୟ ଠାରୁ…

ବଢିଲା ଇଡି ଓ ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ, ଜାଣନ୍ତୁ କେତେ ବର୍ଷ ?

କନକ ବ୍ୟୁରୋ : କେନ୍ଦ୍ର ସରକାର ସିବିଆଇ ଓ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ସିବିଆଇ ଓ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରିବାକୁ ଅଧ୍ୟାଦେଶ ଆଣିଛନ୍ତି । ଏବେ ସମୟରେ କେନ୍ଦ୍ରୀୟ ଏଜେନ୍ସି ପ୍ରମୁଖଙ୍କ…

କରୋନା ପରେ ଗଞ୍ଜାମରେ ଡ଼େଙ୍ଗୁ ଚିନ୍ତା: ଗୋଟିଏ ଗାଁରେ ୪୦ରୁ ଅଧିକ ପଜିଟିଭ

କନକ ବୁରୋ: କରୋନା ପରେ ଏବେ ଡ଼ରାଉଛି ଡ଼େଙ୍ଗୁ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅର୍ନ୍ତଗତ ସାନ ଆର୍ଯ୍ୟପଲ୍ଲୀରେ ଅଂଚଳରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଗାଁରେ ସରକାରୀ ଭାବେ ୪୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନେକ ରୋଗୀ ଘରୋଇ ହସ୍ପିଟାଲରେ ଚିକିସିତ…

ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନ

କନକ ବ୍ୟୁରୋ: ଡିସେମ୍ବର ପହିଲାରୁ ବିଧାନସଭା ଅଧିବେଶନ । ଡିସେମ୍ବର ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହାକି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଶୀତକାଳୀନ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟଦିବସ ଥିବାବେଳେ ୫ଟି ଛୁଟି ଦିବସ ରହିଛି ।…

କ୍ୟାନସର ଆଗରେ ହାରି ନାହାନ୍ତି ହରିଶ୍ଚନ୍ଦ୍ର: ରୋଗରେ ପଡିବି ଭଙ୍ଗା ବାଇକ୍ ଯନ୍ତ୍ରାଂଶରୁ ତିଆରି କରିଛନ୍ତି ସାଇକେଲ…

କନକ ବ୍ୟୁରୋ: କ୍ୟାନ୍ସରରେ ପୀଡ଼ିତ ୨୯ ବର୍ଷିୟ ଯୁବକ । ଶରୀରର ବିଭିନ୍ନ ଜାଗାରେ ବଢୁଛି ମାଂସ ପିଣ୍ଡୁଳା । କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ପରୀକ୍ଷା ନିରୀକ୍ଷା କରିବା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଇଛନ୍ତି । ତଥାପି ଶରୀରରେ ମାଂସ ପିଣ୍ଡୁଳା ଗୁଡ଼ିକ…

ଅମଳ ସମୟରେ ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ଗଂଜାମ ଜିଲ୍ଲାର ଶହ ଶହ ଏକର ପାଚିଲା ଧାନ କ୍ଷେତରେ ପଶିଗଲା ପାଣି

କନକ ବ୍ୟୁରୋ: ଅଦିନିଆ ଲଗାଣ ବର୍ଷା ଯୋଗୁଁ ଜମିରେ ପଡି ଗଜା ହେଲାଣି ପାଚିଲା ଧାନ । ଗଂଜାମ ଜିଲ୍ଲା ଓ ରାୟଗଡାର ଅନେକ ଚାଷ ଜମିରେ ଧାନ କାଟି ଜମିରେ ପକାଇ ରଖିଥିଲେ ଚାଷୀ । ଆଉ ଏତିକି ବେଳେ ବର୍ଷା ହେବାରୁ ଜମିରେ ପାଣି ଜମି ରହିଛି । ଧାନ ଗୁଡିକ ପାଣିରେ ପଡି ପଡି ଗଜା ହେଇ ନଷ୍ଟ ହେବାକୁ…