Daily Archives

November 14, 2021

ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ: ନିମାପଡା ଥାନାରେ ଏତଲା ପରେ ପୁଲିସର ତନାଘନା

କନକ ବ୍ୟୁରୋ: ମହିଳାଙ୍କୁ ଗଣଦୁର୍ଷ୍କମ ଅଭିଯୋଗ । ପୁରୀ ଜିଲ୍ଲା ଅଧିନ ନିମାପଡ଼ା ଥାନା ଅଂଚଳରେ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଯାଇଛି । ଗତ ୧୨ ତାରିଖ ରାତି ୧୧ଟାରେ ମହିଳା ଜଣଙ୍କ ଶୈାଚ ହେବା ପାଇଁ ସ୍ୱାମୀଙ୍କ ସହ ନିକଟସ୍ଥ କୁଶଭଦ୍ରା ନଦୀକୁ ଯାଇଥିଲେ । ସ୍ୱାମୀ ଆଗରେ ଘରକୁ ଚାଲି ଆସିଥିଲେ…

କିଏ ଏହି ଦୁର୍ଦ୍ଦାନ୍ତ ମାଓ ନେତା? ଯାହା ଉପରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର ।

କନକ ବ୍ୟୁରୋ: ରବିବାର ମହାରାଷ୍ଟ୍ର ର ଗଡଚିରୋଲି ରେ ପୋଲିସ ଗୁଳିରେ ନିପାତ ହେଲେ ୨୬ଜଣ ମାଓବାଦୀ । ଏମାନଙ୍କ ଭିତରେ ଥିଲେ ଦୁର୍ଦ୍ଦାନ୍ତ ମାଓନେତା ମିଲିନ୍ଦ ତେଲଟୁମ୍ବାଡେ  । କିଏ ଏହି ମାଓ ନେତା, ଯାହାକୁ ଧରିବାକୁ ବର୍ଷ ବର୍ଷ ଧରି ଚେଷ୍ଟା କରୁଥିଲା ମହାରାଷ୍ଟ୍ର ପୋଲିସ୍ । ଆଉ ଯାହାଙ୍କୁ…

ତରକାରୀ ପତ୍ର ନାମରେ ଅନଲାଇନରେ ଚାଲିଛି ଗଞ୍ଜେଇ ଚାଲାଣ, ୨ ଗିରଫ

କନକ ବ୍ୟୁରୋ : ଏବେ ବିଶ୍ୱରେ ଯୁବପୀଡିକୁ ଅନଲାଇନ ସପିଂ ଆକୃଷ୍ଟ କରିଛି । ଘରେ ବସି ମନ ପସନ୍ଦର ସାମଗ୍ରୀ ମଗାଇବା ଭଳି ସୁବିଧା ମିଳୁଛି । ହେଲେ ଏହାର ସୁଯୋଗ ନେଇ ଅନ ଲାଇନ କମ୍ପାନୀମାନେ ଚୋରାରେ ନିଶାଦ୍ରର୍ବ୍ୟ ଚାଲାଣ କରୁଥିବା କଥା ଏବେ ପଦାକୁ ଆସିଛି । ସୂଚନା ମୁତାବକ ଅନ ଲାଇନରେ ଅର୍ଡର…

ଶିଲ୍ପା ଓ ରାଜଙ୍କ ବିରୋଧରେ ଠକେଇ ମାମଲା । କିଏ କଲେ ମାମଲା ଦାଏର?

କନକ ବ୍ୟୁରୋ: ଅଭିନେତ୍ରୀ ଶିଲ୍ପା ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପିଛା ଛାଡୁନି ବିବାଦ । ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ କରିବା ଅପରାଧରେ ଜେଲରେ ରହି ଅସିବା ପରେ ଏବେ ପୁଣି ଆଉ ଏକ ବିବାଦ ଦେଖାଦେଇଛି । ଏଥର କିନ୍ତୁ ତାଙ୍କ ସହ ଯୋଡି ହୋଇଛି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଲ୍ପା…

ପୁଅର ଜନ୍ମଦିନରେ ଘରକୁ ଯିବାକୁ ପରିବାରକୁ ଦେଇଥିଲେ ପ୍ରତିଶ୍ରୁତି,ଆତଙ୍କୀ ଆକ୍ରମଣରେ ହୋଇଗଲେ ସହିଦ

କନକ ବ୍ୟୁରୋ : ଆତଙ୍କବାଦୀଙ୍କର ନା ଧର୍ମ ଅଛି ନା ପରିବାର, ମାନବ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ରକ୍ତରେ ହୋଲି ଖେଳିବା ହେଉଛି ତାଙ୍କର ଧର୍ମ । ହେଲେ ସେମାନଙ୍କର ଏଭଳି ଅମାନବୀୟ କାଣ୍ଡ ଫଳରେ କେତେ ଯେ ପରିବାର ନିରାଶ୍ରୟ ହୋଇଯାଆନ୍ତି, କେତେ ବାପା ମା ନିଜ ସନ୍ତାନଙ୍କୁ ହରାନ୍ତି ,…

ହ୍ୱାଟ୍ସଆପ୍ ୟୁଜର୍ସ ସାବଧାନ! ଗୋଟିଏ ମେସେଜ୍ ଆପଣଙ୍କୁ କାଙ୍ଗାଳ କରିଦେଇପାରେ 

କନକ ବ୍ୟୁରୋ: ଆଜିକା ସମୟରେ ସୋସିଆଲ ମିଡିଆରେ ଆପ୍ସଗୁଡିକର ବ୍ୟବହାର ଆଶାତୀତ ଭାବେ ବଢିଯାଇଛି । ସବୁ ସୋସିଆଲ ମିଡିଆ ଆପ୍ସ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଲୋକପ୍ରିୟ ହେଉଛି ହ୍ୱାଟ୍ସଆପ୍ । ଯଦିଓ ଏସବୁ ଜୀବନକୁ ସରଳ କରିଛି ଅନ୍ୟପଟେ ଏହା ଯୋଗୁଁ ସାଇବର କ୍ରାଇମ ବଢି ଚାଲିଛି । ଏପରି ଏକ ସାଇବର…