Daily Archives

November 9, 2021

ନବୀନ-ଜଗନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଶେଷ ।  ୨ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିବା ସୂଚନା…

କନକ ବ୍ୟୁରୋ : ନବୀନ-ଜଗନ ଆଲୋଚନା ଶେଷ । ଲୋକସେବା ଭବନରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି ।  ତେବେ ମାତ୍ର କେଇ ମିନିଟ୍ ମଧ୍ୟରେ ଏହି ଆଲୋଚନା ଶେଷ ହୋଇଛି । ବୈଠକରେ…

ବେଞ୍ଚମାର୍କ କ୍ଲାସେସର ଆଚିଭର୍ସ ମିଟ୍, କୃତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

କନକ ବ୍ୟୁରୋ: ଭୁବନେଶ୍ୱର ଓ କଟକରେ ଥିବା ବେଞ୍ଚମାର୍କ  କ୍ଲାସେସର ଆଚିଭର୍ସ ମିଟ୍ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନରୁ ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସ୍ୱତନ୍ତ୍ର ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା,…

ଆତ୍ମସର୍ମପଣ କଲା ଚେଙ୍ଗ । ରକ୍ତଚରିତ୍ର ଗ୍ୟାଙ୍ଗର ଭିଡ଼ିଓ ଭାଇରାଲ ହେବା ପରେ ଥିଲା ଫେରାର ।

କନକ ବ୍ୟୁରୋ : ଧରାଦେଲା ଚେଙ୍ଗ । ଭୁବନେଶ୍ୱରରେ ରକ୍ତଚରିତ୍ର ଗ୍ୟାଙ୍ଗର ଭିଡ଼ିଓ ଭାଇରାଲ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଆତ୍ମସର୍ମପଣ କରିଛନ୍ତି । କମିଶନରେଟ ପୋଲିସର ବାରମ୍ବାର ଚଢାଉ ପରେ ଆତ୍ମସର୍ମପଣ କରିଛନ୍ତି ଦୁଇ ଅଭିଯୁକ୍ତ ଚେଙ୍ଗ ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ ସନାତନ ବେହେରା ।…

ନିର୍ବାଚନ ପୂର୍ବରୁ ଚନ୍ନି ସରକାରଙ୍କ ବଡ ଘୋଷଣା । ୩୬ ହଜାର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ବଢିଲା ଶ୍ରମିକଙ୍କ…

କନକ ବ୍ୟୁରୋ : ୨୦୨୨ ରେ ପଞ୍ଜାବ ସମେତ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜିତସିଂ ଚନ୍ନି ଏବେଠାରୁ ନିର୍ବାଚନୀ କାର୍ଡ ଖେଳିବା ଆରମ୍ଭ କରିଛନ୍ତି । ଚନ୍ନି ସରକାରଙ୍କ ଘୋଷଣା ମୁତାବକ ରାଜ୍ୟରେ ୩୬ ହଜାର ଅସ୍ଥାୟୀ…

ପାକିସ୍ତାନ ଗସ୍ତରେ ଯିବାକୁ ଚାହୁଁନାହାନ୍ତି କି ଅଷ୍ଟ୍ରେଲିଆ କ୍ରିକେଟର? ଜାଣନ୍ତୁ କଣ କହିଲେ ଅଷ୍ଟ୍ରେଲିଆ ଅଧିନାୟକ ।

କନକ ବ୍ୟୁରୋ : ପାକିସ୍ତାନରେ ସିରିଜ ଖେଳିବାକୁ ଘୋଷଣା କରିଛି ଅଷ୍ଟ୍ରେଲିଆ । ୨୦୨୨ରେ ସିରିଜ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ । ଆଉ ଏହି ଘୋଷଣା ପରେ କିଛି ପାକିସ୍ତାନୀ ପ୍ରଂଶସକ ଉତ୍ସାହିତ ହୋଇପଡିଛନ୍ତି । କିନ୍ତୁ ଅଷ୍ଟ୍ରେଲିଆ ସିରିଜ ବାବଦରେ ଘୋଷଣା କରିବାର କିଛି ଘଣ୍ଟା…

ପୁଣି ଚର୍ଚ୍ଚାରେ ଗୁଣୁପୁର ଯୁବତୀ ଏମ୍ ପାର୍ବତୀ: ସେବେ ପେପର ବ୍ରିକି କରି ଆସିଥିଲେ ସାମ୍ନାକୁ, ଏବେ ଚିକିତ୍ସା ପାଇଁ…

କନକ ବ୍ୟୁରୋ: ଜୀବନ ଯୁଦ୍ଧର ଏକାକୀ ନାୟିକା ଏମ ପାର୍ବତୀ । ଅଧୁରା ହୋଇ ରହିଗଲା ସ୍ୱାବଲମ୍ବୀ ହେବାର ସ୍ୱପ୍ନ । ଅର୍ଥ ଅଭାବରୁ ପାଠ ପଢାରେ ଡୋରି ବନ୍ଧା ହୋଇଥିବା ବେଳେ ଏବେ ରୋଗ ଛଡେଇ ନେଇଛି ଜୀବିକା । ବାପା-ମାଆ ଆରପାରିକୁ ଚାଲିଯିବା ପରେ ପେଟକୁ ଦୁଇ ମୁଠା ଆହାର ଯୋଗାଇବା ପାଇଁ ସକାଳେ ଖବର…