Daily Archives

November 9, 2021

ଗାଁକୁ ଭରସା ବାଉଁଶ ପୋଲ: ସ୍ୱାଧିନତାର ଦୀର୍ଘ ୭ ଦଶନ୍ଧି ପରେ ବି ନଦୀ ପାର ହେବା ପାଇଁ ନାହଁ ପକ୍କା ପୋଲ 

କନକ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆଜି ବି ଗ୍ରାମବାସୀ ମୌଳିକ ସୁବିଧା ପାଇ ପାରିନାହାନ୍ତି । ଗ୍ରାମବାସୀ ଯେ ପ୍ରତି ମୂହୂର୍ତରେ ନିଜ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି ତାହା ଦେଖିଲେ ଆପଣ ବି ତାଜୁବ୍ ହେବେ । ଏହା କୌଣସି ଉପାନ୍ତ ଅଂଚଳର ଚିତ୍ର ନୁହେଁ । ବ୍ଲକ…

ରାସ୍ତା କଡରେ କମଳା ବିକୁଥିବା ହରେକାଲାଙ୍କୁ ମିଳିଲା ପଦ୍ମଶ୍ରୀ, ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ଲୋକ ସାଧାରଣ ହେଲେ କାମ ଅସାଧାରଣ । ଏଭଳି ଅନେକ ଲୋକଙ୍କ କାହାଣୀ ଆପଣ ନିଶ୍ଚିନ୍ତ ପଢିଥିବେ । ହେଲେ ରାସ୍ତା କଡରେ ବସି କମଳା ବିକୁଥିବା ଜଣେ ଲୋକକୁ ଦେଶର ସବୁଠୁ ବଡ ଚତୁର୍ଥ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରାଯିବା କଥା ଆଜି ଦେଖିବାକୁ ମିଳିଛି । ୬୮…

ପରିବହନ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ: କଳାପତାକା ପ୍ରଦର୍ଶନ କଲେ ବିଜେପି କର୍ମୀ

କନକ ବ୍ୟୁରୋ: ନୂଆପଡା ତରବୋଡରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ । ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ କଲେ ବିଜେପି କର୍ମୀ । ବିଏସକେୱାଇ କାର୍ଡ ବାଣ୍ଟିବାକୁ ଗଲାବେଳେ ପ୍ରତିବାଦ । ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଜୋରଦାର…

ଆବାସ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ । ଅଯୋଗ୍ୟଙ୍କୁ ଘର ମିଳୁଥିବାବେଳେ, ଚାଳ ଛପର ଘରେ ରହୁଛନ୍ତି ଯୋଗ୍ୟ…

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅନ୍ତେଇ ପଞ୍ଚାୟତ ପାଇଲୋ ଗାଁର ଅଭୟ ସାହୁ । ଚାଳ ଛପର ଘରେ ରହୁଥିବା ଅଭୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଟିଏ ପାଇଁ ପଞ୍ଚାୟତ ଅଫିସରୁ ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେଣି । ହେଲେ ତାଙ୍କୁ ଘର ମିଳୁନାହିଁ  କିନ୍ତୁ…

ଓଡ଼ିଶାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ସନ୍ଧ୍ୟାରେ ନବୀନ-ଜଗନମୋହନ ଆଲୋଚନା ।

କନକ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଜଗନମୋହନ । ବିମାନବନ୍ଦରରେ ପହଞ୍ଚିବା ପରେ ଜଗନମୋହନ ସିଧାସଳଖ ରାଜ୍ୟ ଅତିଥି ଭବନକୁ ଯାଇଛନ୍ତି । ସେଠାରେ କିଛି ସମୟ ବିତାଇବା ପରେ ନିବାସ ନିବାସ ଯିବେ ଜଗନମୋହନ ।…

ସରକାରୀ ଚାକିରି କରାଇବା ନାଁରେ ଠକେଇ: ୧୨ ଲକ୍ଷ ଠକେଇ ଅଭିଯୋଗରେ ୩ ଗିରଫ

କନକ ବ୍ୟୁରୋ: ରାଜଧାନୀରେ ସରକାରୀ ଚାକିରୀ ଦେବା ନାଁରେ ୧୨ ଲକ୍ଷ ଟଙ୍କା ଠକେଇ । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ମିଶନ ଶକ୍ତି, ରେଲୱେ, ନାଲକୋ ଓ ବ୍ୟାଙ୍କରେ ଚାକିରୀ ଦେବା ନାଁ ରେ ଠକୁଥିଲେ୩ ଅଭିଯୁକ୍ତ । ସୁଭମ ସର୍ଭିସ ପ୍ଲେସମେଣ୍ଟ ନାଁ ରେ…