Daily Archives

November 9, 2021

ବାପା ପୁଲିସ, ପୁଅ ଚୋର । ପୋଲିସ ବାପାଙ୍କ ବନ୍ଧୁକ ନେଇ ବ୍ୟାଙ୍କ ଲୁଟ କରି ଧରିପଡିଲା ପୁଅ

କନକ ବ୍ୟୁରୋ: ବାପା ପୋଲିସ, ପୁଅ ଲୁଟେରା । ଚୋରକୁ ସାବାଡ଼ କରିବାକୁ ବାପା ରାତି ଅନିଦ୍ରା ହେଉଥିବା ବେଳେ ତାଙ୍କ ନିଜ ଘରେ ତିଆରି ହେଉଥିଲା ବ୍ୟାଙ୍କ ଲୁଟର ବ୍ଲୁ ପ୍ରିଣ୍ଟ । ପୋଲିସ ବାପାର ସର୍ଭିସ ରିଭଲଭର ନେଇ ଆକ୍ସିସ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ଲୁଟି ନେଇଥିଲା ପୁଅ । ଆଉ ପୋଲିସ୍ ତାକୁ…

ଭୁବନେଶ୍ୱରରେ ଚାଲିଥିଲା ଓଡିଶା-ଆନ୍ଧ୍ର ଆଲୋଚନା: ସେପଟେ କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ର ଅଧିକାରୀ 

କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଲିଥିଲା ଓଡିଶା-ଆନ୍ଧ୍ର ଆଲୋଚନା । ସେପଟେ କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ର ଅଧିକାରୀ । କୋଟିଆ ଧୂଳିପଦରରେ ଆନ୍ଧ୍ର ଅଧିକାରୀ କଲେ ଗ୍ରାମସଭା । ଲୋକଙ୍କୁ ସରକାରୀ ଯୋଜନା ଓ କାର୍ୟ୍ୟକ୍ରମ ସମ୍ପର୍କରେ ବୁଝାଇଲେ । ଆନ୍ଧ୍ରର ଏପରି ଦୋମୁହାଁ ନୀତିକୁ ତୀବ୍ର…

ଥମୁନି ମମିତା ମାମଲା । ଦିବ୍ୟଶଙ୍କର ବହିଷ୍କାର ଦାବିରେ ପ୍ରତିବାଦ ଜାରି । ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ…

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାରେ ଥମୁନି ବିବାଦ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ବିରୋଧୀ । ଏହି କ୍ରମରେ ଆଜି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ି ଉପରେ ହୋଇଛି ଅଣ୍ଡାମାଡ଼ । ତା ସହିତ ସାମ୍ବାଦିକ ସମ୍ମିଳନୀ କରି ଉଭୟ କଂଗ୍ରେସ ଓ ବିଜେପି…

ପୋଲିସ ହାଉସିଂ କର୍ପୋରେସନର ଡ଼େପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ । ସାମ୍ନାକୁ ଆସିଲା ତାଜୁବ କଲା ଭଳି…

କନକ ବ୍ୟୁରୋ: କୁବେର ସରକାରୀ ବାବୁଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଉପରେ ଯେତେବେଳେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ, ସେତେବେଳେ ଠାବ ହୋଇଥିବା ସମ୍ପତ୍ତିକୁ ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା । ୨୦ ଲକ୍ଷ ଟଙ୍କାର ନଗଦ ଭର୍ତ୍ତି ବ୍ୟାଗକୁ ଫିଙ୍ଗି ଦେଇଥିଲେ ଏହି ଅଧିକାରୀ ।…

ଆଉ ରହିବନି କୋଟିଆ କେଁ… ମିଳିତ ଭାବେ ବିବାଦର ସମାଧାନ ପାଇଁ ସମ୍ମତି ପ୍ରକାଶ କଲେ ଓଡିଶା-ଆନ୍ଧ୍ର ।

କନକ ବ୍ୟୁରୋ : ନବୀନ-ଜଗନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଶେଷ । ଲୋକସେବା ଭବନରେ ଉଭୟ ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ  ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଓଡିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଜାରି ହୋଇଛି ମିଳିତ ବିବୃତି । ନବୀନ ଓ ଜଗନଙ୍କ…

ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା, ଆନ୍ଦୋଳନର ବର୍ଷପୂର୍ତ୍ତି ଅବସରରେ ଟ୍ରାକ୍ଟର ସହ ସଂସଦ ମାର୍ଚ୍ଚ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ଧାରଣାରେ ବସିଛନ୍ତି । ବାରମ୍ବାର ସରକାରଙ୍କ ସହ ଆଲୋଚନା ବିଫଳ ହେଉଛି ତ ଆନ୍ଦୋଳନ ସ୍ଥଳଗୁଡିକରେ ବାରମ୍ବାର ଅଘଟଣ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ୬୦୦ ରୁ ଅଧିକ ଆନ୍ଦୋଳନରତ କୃଷକ ମୃତ୍ୟୁବରଣ…