Daily Archives

November 7, 2021

ଜମି ବିବାଦକୁ ନେଇ କୃଷ୍ଣପ୍ରସାଦରେ ୪୦ରୁ ଅଧିକ ବୋମାମାଡ: ଜଳିଗଲା ୩୦ ଘର

କନକ ବ୍ୟୁରୋ: ଦୁଇଟି ଗୋଷ୍ଠୀ ମଧ୍ୟରେ ଉପୁଜି ଥିବା ଜମି ବିବାଦ ଘଟଣାକୁ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନାଥପୁର ଗାଁରେ ଆଜି  ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ବୋମାମାଡ଼ରେ ୩୦ ଘର ଜଳିଯାଇଥିବା ସୂଚନା ମିଳିଛି। ପୁଲିସ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କଲେ କଂଗ୍ରେସ ସାଂସଦ ଶଶି ଥରୁର: କହିଲେ ଏମିତି କଥା…

କନକ ବ୍ୟୁରୋ: ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କଲେ କଂଗ୍ରେସ ସାଂସଦ ଶଶି ଥରୁର । ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଯେମିତି ଥିଲେ ମୋଦୀ ମଧ୍ୟ ଠିକ ସେମିତି ବୋଲି ସେ କହିଛନ୍ତି । ପଟେଲଙ୍କ ଭଳି ମୋଦୀ ମଧ୍ୟ ଗୁଜୁରାତୀଙ୍କ ପ୍ରତିନିଧିତ୍ୱ କରନ୍ତି ବୋଲି ସେ ମତ ରଖିଛନ୍ତି । ନିଜ…

ମୁହଁ ଖୋଲିଲେ ଭାରତୀୟ ବୋଲିଂ କୋଚ୍ । ଆଇପିଏଲ ଓ ଟି-୨୦ ବିଶ୍ୱକପ ମଧ୍ୟରେ ସମୟ ବ୍ୟବଧାନ ଅଧିକ ଥିଲେ ଖେଳାଳୀଙ୍କୁ ଫାଇଦା…

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଭାଗ୍ୟ ଆଫଗାନିସ୍ତାନର ବିଜୟ ଉପରେ ନିର୍ଭର କରୁଛି । ଭାରତ ପ୍ରଥମ ୨ଟି ମ୍ୟାଚରେ ପରାଜିତ ହେବା ପରେ ଲଗାତାର ୨ଟି ମ୍ୟାଚରେ ବିଜୟୀ ହୋଇଛି । କିନ୍ତୁ ଭାରତ ପାଇଁ ଏଯାବତ ସେମିଫାଇନାଲ ଟିକେଟ ସୁନିଶ୍ଚିତ ହୋଇନାହିଁ । ତେବେ ଏହା…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇନାହାଁନ୍ତି କ୍ରିସ୍ ଗେଲ୍ । ପଢନ୍ତୁ, ଅବସର ନେଇ କଣ କହିଲେ ୱେଷ୍ଟଇଣ୍ଡିଜର ଏହି…

କନକ ବ୍ୟୁରୋ: ଚଳିତ ବିଶ୍ୱକପ ୱେଷ୍ଟଇଣ୍ଡିଜ୍ ପାଇଁ ଭଲ ଯାଇନି । ଦଳ ୫ଟି ଲିଗ୍ ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବାବେଳେ ୪ଟି ମ୍ୟାଚରେ ପରାଜୟ ଭୋଗିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶ୍ୱକପ ପରେ ଦଳର ଷ୍ଟାର ଅଲରାଉଣ୍ଡ ଡ୍ୱେନ୍ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟକୁ…

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ମାନସ ମନ୍ଥନ: ଆଗାମୀ ବିଧାନସଭା ବିଜୟ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର…

କନକ ବ୍ୟୁରୋ: ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେବା ହିଁ ସବୁଠୁ ବଡ ପୂଜା । ସେହିପରି ଆଗାମୀ ବିଧାନସଭା ନିର୍ବାଚନ ବିଜୟ ନେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ନରେନ୍ଦ୍ର ମୋଦି । କାର୍ଯ୍ୟକାରିଣୀକୁ ସମ୍ବୋଧନ…

ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ଏହି ଖେଳାଳିଙ୍କୁ ମିଳିପାରେ ଟିମ୍ ଇଣ୍ଡିଆ ଟିକେଟ୍ । ଗତ ଆଇପିଏଲରେ ଦେଖାଇଥିଲେ…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ ସହ ଘରୋଇ ସିରିଜ୍ ଖେଳିଯାକୁ ଯାଉଛି ଟିମ୍ ଇଣ୍ଡିଆ । ଯାହାକି ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେଉଥିବାବେଳେ ଏହି ସିରିଜରେ ୩ଟି ଟି-୨୦ ମ୍ୟାଚ୍ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ଘରୋଇ ସିରିଜରେ ଟିମ୍ ଇଣ୍ଡିଆରେ ଅନେକ ପରିବର୍ତ୍ତନ…