Daily Archives

November 7, 2021

କୃଷ୍ଣପ୍ରସାଦ ବ୍ଲକ ନାଥପୁରରେ ବୋମାମାଡ: ୪୦ରୁ ଅଧିକ ବୋମାମାଡ ହୋଇଥିବା ସୂଚନା

କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସ୍ଥିତ ନାଥପୁରରେ ବୋମା ମାଡ ହୋଇଛି । ୪୦ରୁ ଅଧିକ ବୋମାମାଡ ହୋଇଥିବା ସୂଚନା ମିଳିଛି । ଏକ ବୈଠକକୁ ନେଇ ଏହି ଉତେଜନା ଦେଖା ଦେଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସଡିପିଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ…

ରାଜଧାନୀର ରକ୍ତ ଚରିତ୍ର ଗ୍ୟାଙ୍ଗର ଭାଇରାଲ ଭିଡିଓକୁ ନେଇ ପୁଲିସ କମିସନରଙ୍କ ପ୍ରତିକ୍ରିୟା । କହିଲେ ଧରା ପଡିଛନ୍ତି…

କନକ ବ୍ୟୁରୋ: ରାଜଧାନୀ ରାତିରେ ଆତଙ୍କ ଖେଳାଉଥିବା ରକ୍ତଚରିତ୍ର ଗ୍ୟାଙ୍ଗର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଦୀପାବଳିରେ ଯେତେବେଳେ ବାଣ ଫୁଟାଇବା ପାଇଁ କଟକଣା ରହିଛି । କେବଳ ସବୁଜ ବାଣି ଫୁଟାଇବା ପାଇଁ ଅନୁମତି ମିଳିଛି । ଏପରିସ୍ଥଳେ ଏହି ଗ୍ୟାଙ୍ଗର ଯୁବକମାନେ ବନ୍ଧୁକ ଗୁଳି ଫୁଟାଇ…

ଭାରତ ଛାଡି ଲଣ୍ଡନ ସିଫ୍ଟ ହେବେନି ଦେଶର ନମ୍ବର ୱାନ୍ ଧନୀ ମୁକେଶ ଅମ୍ବାନୀ । ରିଲାଏନ୍ସ କମ୍ପାନୀ ତରଫକୁ କୁହାଗଲା ଏପରି…

କନକ ବ୍ୟୁରୋ: ଦେଶ ଛାଡିବେନି ମୁକେଶ ଅମ୍ବାନୀ । ଦେଶର ନମ୍ବର ୱାନ୍ ଧନୀ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଦେଶ ଛାଡି ଲଣ୍ଡନରେ ରହିବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା ତାକୁ ରିଲାଏନ୍ସ ପକ୍ଷରୁ ଖାରଜ କରାଯାଇଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର…

୬ ମତ୍ସ୍ୟଜୀବୀ, ଭାରତୀୟ ବୋଟକୁ ମଝି ସମୁଦ୍ରରୁ ଅପହରଣ କଲା ପାକିସ୍ତାନ ନୌସେନା । ଅନ୍ଧାଧୁନ ଗୁଳିଚାଳନାରେ ଚାଲିଗଲା…

କନକ ବ୍ୟୁରୋ : ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଏବେ ଜଳପଥରେ ମଧ୍ୟ ପାକିସ୍ତାନର ସୈତାନ ରୂପ ଦେଖିବାକୁ ମିଳିଛି । ରବିବାର ପାକିସ୍ତାନର ନୌସେନା ଗୋଟିଏ ଭାରତୀୟ ବୋଟ ସହ ୬ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରି ନେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ…

ନୱାବଙ୍କ ବିସ୍ଫୋରକ ବୟାନ :‘ଆରୟନଙ୍କୁ କରାଯାଇଥିଲା ଅପହରଣ, ମାଷ୍ଟରମାଇଣ୍ଡ ମୋହିତ କମ୍ବୋଜ’

କନକ ବ୍ୟୁରୋ: ଡ୍ରଗ୍ସ ମାମଲାକୁ ନେଇ ମହାରାଷ୍ଟ୍ରରେ ତେଜୁଛି ରାଜନୀତି । ପୂର୍ବରୁ ସମୀର ୱାଙ୍ଖଡେ ଆଉ ଏବେ ବିଜେପି ନେତା ମୋହିତ କମ୍ବୋଜଙ୍କୁ ଟାର୍ଗେଟ କରିଛନ୍ତି ନୱାବ ମଲ୍ଲିକ । ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ବିସ୍ଫୋରକ ବୟାନ । କହିଛନ୍ତି ‘ ଆରୟନ ପ୍ରକୃତରେ ଦୋଷୀ ନୁହଁନ୍ତି ।…

ଭାରତ ପାଇଁ ଶୁଭ ସଂକେତ  : ଟସ୍ ଜିତିଲା ଆଫଗାନିସ୍ତାନ, ପ୍ରଥମେ କରିବ ବ୍ୟାଟିଂ । 

କନକ ବ୍ୟୁରୋ  : ଆବୁଧାବିରେ ରବିବାର ଖେଳାଯାଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍‌-୨ର ଦୁଇଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚରେ  ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ମୁକାବିଲା ହେଉଛି। ଆଫଗାନିସ୍ତାଭନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି।…