Daily Archives

November 3, 2021

କେଉଁଠି ମିଳୁଛି ସବୁଜ ବାଣ? ସରକାର ଅନୁମତି ଦେଲେ, ହେଲେ ବଜାରରେ ନାହିଁ…

କନକ ବ୍ୟୁରୋ: ଏଥର ଦୀପାବଳୀରେ ସବୁଜ ବାଣକୁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ ସ୍ଥିତି ଏମିତି ହୋଇଛି ଯେ, ଅନୁମତି ମିଳିଥିବା ବାଣକୁ ନା ବ୍ୟବସାୟୀ ଜାଣିଛନ୍ତି ନା ସାଧାରଣ ଲୋକେ । ସବୁଜ ବାଣ କେଉଁଠି କିଣିବେ ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଅନ୍ୟପଟେ ପାରମ୍ପରିକ ବାଣ ଓ…

କଂଗ୍ରେସରୁ ଇସ୍ତଫା ଆଉ ନୂଆ ଦଳ ଘୋଷଣା ନେଇ ଚର୍ଚ୍ଚାରେ ଅମରିନ୍ଦର ସିଂହ । ସିଦ୍ଧୁ କହିଲେ ଧୋକେବାଜ କ୍ୟାପଟେନ୍ ।

କନକ ବ୍ୟୁରୋ : ପଞ୍ଜାବରେ ଘଡିକେ ଛୁଟୁଛି ଘୋଡା । ସିଦ୍ଧୁ, ଚନ୍ନୀ, କ୍ୟାପଟେନ ପଞ୍ଜାବର ଏବେର ୩ ବଡ ଚେହେରା ହେଇଥିବା ବେଳେ କାହାର କାହା ସାଙ୍ଗରେ ନାହିଁ ଜତିପାତ । ଏହାରି ଭିତରେ ପଞ୍ଜାବ ଲୋକ କଂଗ୍ରେସ ନାମରେ ନୂଆ ଦଳ ଗଢିଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ତେବେ ଏହାପରେ ବିବାଦ ପୁଣି…

ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗର୍ଜିଲେ ଭକ୍ତ ଦାସ । ମନ୍ତ୍ରୀଙ୍କ ଚରିତ୍ରକୁ ନେଇ ଉଠାଇଲେ ପ୍ରଶ୍ନ ।

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ଶାଣିତ ଆକ୍ରମଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । କଳାହାଣ୍ଡିରେ ଏକ ସଭାରେ ଭକ୍ତ କହିଛନ୍ତି, ମମିତାଙ୍କୁ ହତ୍ୟା କରାଯିବା ପଛରେ ଉଦ୍ଦେଶ୍ୟ କଣ ଥିଲା ତାହା ଲୋକଙ୍କ ଜାଣିବାର ଅଧିକାର ଅଛି । ବାରମ୍ବାର କାହିଁକି ସେହି ଅନୁଷ୍ଠାନକୁ…

ଭିତରେ ମନ୍ତ୍ରୀ, ବାହାରେ ତାଲା । କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲେ ବିଜେପି ଓ କଂଗ୍ରେସ କର୍ମୀ ।

କନକ ବ୍ୟୁରୋ: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରୁଥିବା କଂଗ୍ରେସ ଓ ବିଜେପି କର୍ମୀଙ୍କ ଗତକାଲି ବିଜେଡି କର୍ମୀ ମାଡ ମାରିବା ପ୍ରତିବାଦରେ ଆଜି କୁଚିଣ୍ଡା ବନ୍ଦ ପାଳନ କରୁଥିଲେ ବିରୋଧୀ । ବନ୍ଦ ପାଳନ ଭିତରେ ଆଜି ମନ୍ତ୍ରୀ ଟୁକୁନି ସାହୁ ବିଜୁ ସ୍ୱାସ୍ଥ୍ୟକାର୍ଡ…

ଭାରତ ବାୟୋଟିକର କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି । ଏଣିକି ସାରା ବିଶ୍ୱରେ ଦିଆଯିବ ଭାରତର ଦେଶୀ…

କନକ ବ୍ୟୁରୋ: ଶେଷରେ ମେଡ-ଇନ-ଇଣ୍ଡିଆ କରୋନା ଟିକା କୋଭାକ୍ସିନକୁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦୀର୍ଘ ସମୟର ପ୍ରତୀକ୍ଷା ପରେ ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ଅନୁମତି ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଆଇସିଏମଆର ଓ ଭାରତ ବାୟୋଟେକର…

ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ହିରୋ ଅଭିନନ୍ଦନ ବର୍ତ୍ତମାନକୁ ମିଳିଲା ପ୍ରମୋସନ । ଏବେ ହେଲେ ଗ୍ରୁପ୍ କ୍ୟାପଟେନ୍…

କନକ ବ୍ୟୁରୋ: ଭାରତୀୟ ବାୟୁସେନାର ବୀର ତଥା ବାଲାକୋଟ୍ ଏୟାରଷ୍ଟ୍ରାଇକର ହିରୋ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିଛି ପ୍ରମୋସନ୍ । ଏବେ ତାଙ୍କୁ ଗ୍ରୁପ୍ କ୍ୟାପଟେନ୍ ରାଙ୍କକୁ ପଦୋନ୍ନତି ମିଳିଛି । ଭାରତୀୟ ବାୟୁସେନା ତାଙ୍କ ସାହାସ ଓ ବୀରତ୍ୱକୁ ଦେଖି ତାଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ…