Daily Archives

November 2, 2021

ସବୁ ସାରିଦେଲା ସେୟାର ମାର୍କେଟ: କ୍ଷତି ସହିବା ପରେ ଓଢଣୀରେ ତଣ୍ଟି ଚିପି କଲେ ସ୍ତ୍ରୀ-ପୁଅର ହତ୍ୟା

କନକ ବ୍ୟୁରୋ: ଟ୍ରେଡିଂ କେତେବେଳେ କାହାକୁ ମାଲାମାଲ କରିଦିଏ ତ କେତେବେଳେ ତଳିତଳାନ୍ତ । ଦିପାବଳି ସମୟ ସେୟାର ମାର୍କେଟର ନୂଆ ବର୍ଷ । ଏହି ସମୟରେ ଅନେକ ଲୋକ ନୂଆ କରି ସେୟାର ମାର୍କେଟରେ ନିବେଶ ପାଇଁ ଚିନ୍ତା କରୁଥିବା ବେଳେ ଭବନେଶ୍ୱରର ଏହା ଗୋଟିଏ ପରିବାରକୁ ଛାରଖାର କରିଦେଇଛି । ସେୟାର…

ଧନତେରାସରେ ଘରକୁ ବୋହିନେଲେ ସୁନା । ଦର କମ ଥିବାରୁ ଗହଣା ଦୋକାନରେ ପ୍ରବଳ ଭିଡ ।

କନକ ବ୍ୟୁରୋ : ମହାମାରୀ କରୋନା ଭିତରେ ଧନତେରସରେ ବିକ୍ରି ହୋଇଛି କୁଇଣ୍ଟାଲ କୁଇଣ୍ଟାଲ ସୁନା । ଗତବର୍ଷ ଅପେକ୍ଷା ଦାମ୍ କମ୍ ଥିବାରୁ ସୁନା କିଣିବା ପାଇଁ ଗ୍ରାହକଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ମନଲୋଭା ଅଫର ଦେଉଛନ୍ତି ସୁନା ଦୋକାନୀ । ଧନତେରାସରେ…

ପୁନୀଥଙ୍କ ଚାରିଟି ସମ୍ଭାଳିବେ କନ୍ନଡ ଅଭିନେତା ବିଶାଲ,୧୮ ଶହ ପିଲାଙ୍କୁ ଦେବେ ମାଗଣା ଶିକ୍ଷା

କନକ ବ୍ୟୁରୋ : କନ୍ନଡ ଅଭିନେତା ପୁନୀଥ ରାଜକୁମାରଙ୍କ ଦେହାନ୍ତ ପରେ ସେ ଚଳାଉଥିବା ସମସ୍ତ ଦାତବ୍ୟ ଅନୁଷ୍ଠାନର ଦାୟିତ୍ୱ ନେବେ ବିଶାଲ । ବିଶାଲ ପୁନୀଥଙ୍କ ଘନିଷ୍ଠ ବନ୍ଧୁ ହୋଇଥିବା ବେଳେ ସେ ବି କନ୍ନଡ ସିନେମାରେ ଜଣେ ଜଣାଶୁଣା ଅଭିନେତା । ବିଶାଲ ରବିବାର ଦିନ ହାଇଦ୍ରାବଦ ଏକ ସିନେମା…

ସାନଭାଇ ଲକ୍ଷଣ ସାହାଯ୍ୟରେ ଦୁର୍ନୀତି କରୁଥିଲେ ବଡଭାଇ ରାମଚନ୍ଦ୍ର । ଭିଜିଲାନ୍ସ ରାଡାରରେ ନିମାପଡାର ତହସିଲଦାର ୪୨୦ ।

କନକ ବ୍ୟୁରୋ : ତହସିଲଦାରଙ୍କ ନାମ ରାମଚନ୍ଦ୍ର ଏବଂ ସାନଭାଇଙ୍କ ନାମ ଲକ୍ଷ୍ମଣ । କିନ୍ତୁ ଦୁର୍ନୀତିରେ ଏମାନେ ସମସ୍ତଙ୍କଠୁ ଆଗରେ । ସାନ ଭାଇ ଲକ୍ଷ୍ମଣଙ୍କ ସହ ମିଶି ଦୁର୍ନୀତି କରୁଥିଲେ ତହସିଲଦାର ରାମଚନ୍ଦ୍ର ଜେନା । ଭିଜିଲାନ୍ସ ରେଡ୍ ପରେ ଏବେ ଏହି ତଥ୍ୟ ସବୁ ପଦାକୁ ଆସିଛି । ଖାଲି ଏତିକି…

ଖାଦାନ ଭିତରେ ପଶି ଲୁଚି ରହିଛନ୍ତି ୨୫ ଚୋର, ୩୬ ଘଂଟା ଧରି ବାହାରେ ଜଗିଛି ପୋଲିସ

କନକ ବ୍ୟୁରୋ : କେବୁଲ ଚୋରୀ ପାଇଁ ଝାଡଖଣ୍ଡର ଏକ କୋଇଲା ଖାଦାନ ଭିତରେ ପାଖା ପାଖି ୨୫ ଜଣ ଚୋର ପଶି ରହିଛନ୍ତି । ସୂଚନା ମିଳିବା ପରେ ପୋଲିସ ଖାଦାନ ବାହାରେ ସେମାନଙ୍କୁ ଜଗି ରହିଛି । ହେଲେ ଧରାପଡିଯିବା ଭୟରେ ଚୋରମାନେ ୩୬ ଘଂଟା ଧରି ଖାଦାନ ଭିତରେ ଲୁଚିଥିବା ବେଳେ ପୋଲିସ ସେମାନଙ୍କୁ…