Monthly Archives

October 2021

ମନ୍ଦିରର ୨ ହଜାର କେଜି ସୁନା ତରଳାଇବା ମାମଲା, ତାମିଲନାଡୁ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା

କନକ ବ୍ୟୁରୋ : ମାଡ୍ରାସ ହାଇକୋର୍ଟ ତାମିଲନାଡୁ ମନ୍ଦିରର ୨ ହଜାର କେଜି ସୁନା ତରଳାଇବା ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କୁ ରୋକ ଲଗାଇଛନ୍ତି । କୋର୍ଟ କହିଛନ୍ତି କି ମନ୍ଦିରର ଟ୍ରଷ୍ଟି ହିଁ କେବଳ ଏହା ଉପରେ ନିଷ୍ପତ୍ତି ନେଇପାରିବେ । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ସରକାର…

ମମିତା ହତ୍ୟା ମାମଲା: ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ, ପଟେଲ ଚୌକଠାରେ ବିଜେପି କର୍ମୀଙ୍କ ବିକ୍ଷୋଭ

କନକ ବ୍ୟୁରୋ: ମମିତା ହତ୍ୟା ମାମଲାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଆଜି ଦିଲ୍ଲୀର ପଟେଲ ଚୌକଠାରେ ବିଜେପି କର୍ମୀ ମମିତାଙ୍କ ପରିବାରକୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ…

ଟାଟା ଲାଇଫ୍ ଇନସୁରାନ୍ସ ଦେବ ୧୦ ହଜାର ଲୋକଙ୍କୁ ଚାକିରି, ୧୦୦ ଡିଜିଟାଲ ବ୍ରାଞ୍ଚର କରିବ ଶୁଭାରମ୍ଭ

ଟାଟା ଲାଇଫ୍ ଇନସୁରାନ୍ସ କମ୍ପାନୀ ଏବେ ନିଜର ସେବାକୁ ସାରା ଦେଶରେ ପହଞ୍ଚାଇବାକୁ ଯାଉଛି । ଯେଉଁଥିପାଇଁ କମ୍ପାନୀ ଏବେ ଦେଶର ଭିନ୍ନ ଭିନ୍ନ ସହରରେ ନିଜର ନୂଆ ଡିଜିଟାଲ ବ୍ରାଞ୍ଚ ଆରମ୍ଭ କରିବାକୁ ଯାଉଛି । ତେବେ ଏହା ପୂର୍ବରୁ ଦେଶର ୨୫ଟି ରାଜ୍ୟରେ ଟାଟା ଲାଇପ୍ ଇନସୁରାନ୍ସର ୧୨୮ରୁ ଅଧିକ…

ହାଟଡିହି କେନାଲରେ ଭାସି ୨ ଛାତ୍ର ନିଖୋଜ ଘଟଣା: ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହାଟଡିହି ନିକଟ ପନ୍ଦାଡ ଗାଁରେ କେନାଲରେ ଭାସି ୨ ଛାତ୍ର ନିଖୋଜ ଘଟଣା । ମିଳିଲା ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ । ଗାଧୋଇଲାବେଳେ କେନାଲରେ ଭାସି ଯାଇ ନିଖୋଜ ଥିଲେ । ଆଜି ସକାଳେ ୪ ଜଣ ଛାତ୍ର କେନାଲରେ ଗାଧୋଇବା ବେଳେ ଅସାବଧାନତାବଶତଃ ୨ ଜଣ ଛାତ୍ର…

ଫୁଲବାଣୀରୁ ଭୁବନେଶ୍ୱର । ଏୟାରଲିଫ୍ଟ ମାଧ୍ୟମରେ ପହଞ୍ଚିଲେ ମନ୍ତ୍ରୀ ପ୍ରତାପ ଜେନା, ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ…

କନକ ବ୍ୟୁରୋ : ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମନ୍ତ୍ରୀ ପ୍ରତାପ ଜେନା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫୁଲବାଣୀରେ ଅସୁସ୍ଥ ହେବା ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତୁ ଭୁବନେଶ୍ୱରକୁ…

ଆଫଗାନିସ୍ତାନରୁ ଆସିଲା କାବୁଲ ନଦୀର ଜଳ, ଯୋଗୀ ଆଦିତ୍ୟନାଥ କଲେ ଶ୍ରୀରାମଙ୍କ ଅଭିଷେକ

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ପହଂଚିଥିଲେ । ସେ କହିଛନ୍ତି କି ଆଫଗାନିସ୍ତାନର ଜଣେ ଛୋଟଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ କାବୁଲ ନଦୀର ଜଳ ପଠାଇଥିଲେ । ସେହି ଜଳରେ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ କରିବାକୁ ସେ ଅଯୋଧ୍ୟା ଆସିଛନ୍ତି । ଯୋଗୀ…