Daily Archives

October 23, 2021

ନେତା କରୁଛନ୍ତି ରାଲି, ପୁଲିସ କରୁଛି ଘେରାବନ୍ଦୀ: ହଇରାଣ ହେଉଛନ୍ତି ସାଧାରଣ ଜନତା

କନକ ବ୍ୟୁରୋ: ବିଜେପି ମହିଳା ମୋର୍ଚ୍ଚାର ରାଲି ଓ ପୋଲିସର ଘେରାବନ୍ଦୀରେ ଅସହାୟ ହୋଇ ପଡିଛନ୍ତି ସାଧାରଣ ଲୋକ । ବିଜେପିର ନବୀନ ନିବାସ ଘେରାଉ ଯୋଜନା ଓ ଏହାକୁ ପଣ୍ଡ କରିବାକୁ ପୋଲିସର କଡ଼ା ପହରା ଭିତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜନତା । ରାଜଧାନୀର ଏୟାରପୋର୍ଟ ଛକ,…

ପ୍ରତିଶୋଧ ନେବାକୁ ଘର ଆଗରେ ଜଗିଛି ଷଣ୍ଢ! ଭୟରେ ଘର ଛାଡି ସମ୍ପର୍କୀୟଙ୍କ ଘରେ ରହୁଛନ୍ତି ପରିବାର

କନକ ବ୍ୟୁରୋ: ମଣିଷ ଭଳି ପଶୁ ମଧ୍ୟ ପ୍ରତିଶୋଧ ପରାୟଣ ହୋଇ ପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଥେନ୍ଟେଇପୋଷ ଗ୍ରାମରେ । ଗ୍ରାମର ଡମ୍ବରୁ ମହାନ୍ତ, ସୁବାଷ ମହାନ୍ତ ଓ ଦେବରାଜ ମହାନ୍ତ ତିନୋଟି ପରିବାର ଥେନ୍ଟେଇପୋଷ ଗାଁ ର ବାଦାମବାଡ଼ି ବସ୍ତି ର…

ଟି-୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ, ବିଜୟରୁ ଅଭିଯାନ ଆରମ୍ଭ କଲା କଙ୍ଗାରୁ ଟିମ 

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପ୍ରଥମ ସୁପର ୧୨ ମ୍ୟାଚରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଛି କଙ୍ଗାରୁ ଟିମ । ଏହାସହ ବିଶ୍ୱକପରେ ବିଜରୁ ହିଁ ନିଜ ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ ଟିମ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି…

ଟି-୨୦ ବିଶ୍ୱକପ: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ୱେଷ୍ଟଇଣ୍ଡିଜ 

କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପର ଦ୍ୱିତୀୟ ସୁପର ୧୨ ମ୍ୟାଚରେ ମୁହାଁମହିଁ ହେବେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ୱେଷ୍ଟଇଣ୍ଡିଜ ଟିମ । ଆଜିର ମ୍ୟାଚରେ ବଡ ବଡ ଛକା…

ଏହି କମ୍ପାନୀ ଦେଉଛି ଏମିତି ସୁଯୋଗ । ଚିକେନ ପକୋଡା ଖାଆନ୍ତୁ, ବଦଳରେ ୧ ଲକ୍ଷ ଟଙ୍କା ଦରମା ନିଅନ୍ତୁ

କନକ ବ୍ୟୁରୋ : ବ୍ରିଟେନର ଗୋଟିଏ କମ୍ପାନୀ ଚିକେନ ପକୋଡା ଖାଇବା ପାଇଁ ୧ ଲକ୍ଷ ଟଙ୍କାରା ଦରମା ଦେବାକୁ ଅଫର ଦେଇଛି । ଏନେଇ କମ୍ପାନୀ ତରଫରୁ ବିଜ୍ଞାପନ ବି ଦିଆଯାଇଛି ।  ଏଭଳି ଅଫର ଦେଇଥିବା କମ୍ପାନୀର ନାମ ବାର୍ଡସ୍ ଆଇ । ଏହି କମ୍ପାନୀ ଏକ ଫୁଡ କମ୍ପାନୀ ଓ ବିଶେଷ କରି ଚିକେନ ପକୋଡା…

ଫୋନ ପେ ବ୍ୟବହାରକାରୀଙ୍କୁ ଝଟକା, ମୋବାଇଲ ରିଚାର୍ଜ ଉପରେ ଦେବାକୁ ହେବ ଅଧିକ ଟଙ୍କା

କନକ ବ୍ୟୁରୋ : ଯୁଗ ବଦଳିବାରେ ଲାଗିଛି । ଏବେ ଛୋଟ ଛୋଟ କାରବାର ପାଇଁ ଲୋକମାନେ ସିଧା ସଳଖ ଟଙ୍କାର ବ୍ୟବହାର କରିବା ପରିବର୍ତ୍ତେ ଅନଲାଇନ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । ତେଣୁ ମୋବାଇଲକୁ ବି ମନିପର୍ସ ଭାବେ ବ୍ୟବହାର କରାଯାଉଛି । ଏହାସହ ମୋବାଇଲ ପ୍ୟାକେଜ ରିଚାର୍ଜ, ଟିଭି ପ୍ୟାକେଜ…