Daily Archives

October 19, 2021

ଜଗନ୍ନାଥ ଜମି ଜାଲିଆତି । ସମ୍ପୃକ୍ତ ଦୁଇ ତତ୍କାଳୀନ ଆରଆଇଙ୍କ ବିରୋଧରେ ମାମଲା ।

କନକ ବ୍ୟୁରୋ : ଜଗନ୍ନାଥ ଜମି ଜାଲିଆତି ମାମଲାରେ ବାଲେଶ୍ୱର ଜିଲ୍ଲା ସୋର ତହସିଲଦାର ଅଶୋକ ଦାସ ଏତଲା ଦେଇଛନ୍ତି । ଏତଲାରେ ଉଲ୍ଲେଖ ହୋଇଥିବା ଦୁଇ ବ୍ୟକ୍ତି ହେଉଛନ୍ତି ଚିତରଞ୍ଜନ ପାଣିଗ୍ରାହୀ ଏବଂ ରବି ନାରାୟଣ ଦାସ । ଏମାନେ ଶ୍ରୀମନ୍ଦିର ପ୍ରଶାସନର ବାଲେଶ୍ୱର କାର୍ଯ୍ୟାଳୟର କର୍ମଚାରୀ ବୋଲି…

ଧୋନୀଙ୍କୁ ନେଇ ବଡ ବୟାନ ରଖିଲେ ଏନ୍. ଶ୍ରୀନିବାସନ । କହିଲେ, ‘ଧୋନୀଙ୍କ ବିନା ସିଏସକେ ନାହିଁ, ସିଏସକେ ବିନା ଧୋନୀ…

କନକ ବ୍ୟୁରୋ: “ଧୋନୀଙ୍କ ବିନା ସିଏସକେ ନାହିଁ, ସିଏସକେ ବିନା ଧୋନୀ ନାହାଁନ୍ତି । ଧୋନୀ ସିଏସକେ, ଚେନ୍ନାଇ ଓ ତାମିଲନାଡୁର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ”, ସୋମବାର ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଇଣ୍ଡିଆ ସିମେଣ୍ଟର ଉପାଧ୍ୟକ୍ଷ ଏନ୍ ଶ୍ରୀନିବାସନ ।…

କୋଟିଆ ଭିତରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ । ବାଣ୍ଟିଲେ ଗୃହ ଋଣ ଓ ପେନସନ୍ ।

କନକ ବ୍ୟୁରୋ : ଓଡ଼ିଶା ଭିତରେ ପୁଣି ପଶିଲା ପଡିଶା । କୋଟିଆରୁ ନଜର ହଟାଉନି ଆନ୍ଧ୍ର । ଗୋଟିଏ ପରେ ଗୋଟିଏ ଚାଲ ଖେଳି କୋଟିଆବାସୀଙ୍କୁ ନିଜ ଆଡ଼କୁ ଟାଣୁଛି । ବାରମ୍ବାର ବିରୋଧ ସତ୍ୱେ ମାନୁନାହାନ୍ତି ଆନ୍ଧ୍ର ଅଧିକାରୀ । ସୋମବାର କୋଟିଆ ଫାଟୁସିନେରୀ ଗାଁରେ ଆନ୍ଧ୍ର ଅଧିକାରୀ ୱାଇ ସତ୍ୟମଙ୍କ…

ଜେଇଇ ମେନ୍‌ ପରୀକ୍ଷାରେ ରଖିଛନ୍ତି ୯୮.୪୨% ନମ୍ବର। ଅର୍ଥାଭାବରୁ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ ଖୋଜୁଛନ୍ତି ଚନ୍ଦନ।

କନକ ବ୍ୟୁରୋ: ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତ ଗୁଇଁସାହି ବାସିନ୍ଦା ପ୍ରଦୀପ ଦତ୍ତଙ୍କ ବଡ଼ପୁଅ ଚନ୍ଦନ ଚଳିତବର୍ଷ ଜେଇଇ ମେନ୍‌ ପରୀକ୍ଷାରେ ୯୮.୪୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଗକୁ ସେ ଦେଶର କୌଣସି ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ପଢ଼ି ଜଣେ ସଫ୍ଟଓୟାର ଇଞ୍ଜିନିୟର…

ବାଂଲାଦେଶର ହିନ୍ଦୁଙ୍କ ଉପରେ ହେଉଛି ଆକ୍ରମଣ । ଜାଣନ୍ତୁ, ଏହା ପଛରେ ଅଛି କେଉଁ ସଙ୍ଗଠନ…

କନକ ବ୍ୟୁରୋ: ଗତ ୧୦ ଦିନ ହେଲା ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଲଗାତାର ହିଂସା ଦେଖିବାକୁ ମିଳୁଛି । ହିନ୍ଦୁ ଦେବାଦେବୀଙ୍କ ମନ୍ଦିରକୁ ଭଙ୍ଗା ଯାଉଥିବାବେଳେ, ହିନ୍ଦୁମାନଙ୍କୁ ମଧ୍ୟ ଆକ୍ରମଣ କରାଯାଉଛି । ହେଲେ ଏହି ଆକ୍ରମଣ ପଛରେ କେଉଁ ସଙ୍ଗଠନ କାମ କରୁଛି? ଏହା ପଛରେ କିଛି ରାଜନୈତିକ…