Daily Archives

October 17, 2021

କୃଷି ଆଇନ ବିରୋଧରେ ଆସନ୍ତା କାଲି କୃଷକ ସଂଗଠନର ୬ ଘଂଟିଆ ରେଳ ରୋକ, ଶାନ୍ତି ବଜାୟ ରଖିବାକୁ ଚାଷୀନେତାଙ୍କ ଆହ୍ୱାନ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦୀର୍ଘ ୧ ବର୍ଷ ହେବ କୃଷକ ସଂଗଠନମାନେ ଆନ୍ଦୋଳନ ଚଳାଇଛନ୍ତି । ଏହି କ୍ରମରେ ଅକ୍ଟୋବର ୧୮ (ସୋମବାର) ତାରିଖ ଦିନ କୃଷକ ସଂଗଠନ ପକ୍ଷରୁ ୬ ଘଂଟିଆ ରେଳ ରୋକ୍ ପାଇଁ ଆହ୍ୱାନ ଦିଆଯାଇଛି । ଏନେଇ ଭାରତୀୟ କିଷାନ…

ସଂରକ୍ଷଣ ଚିଠା ତାଲିକାକୁ ନେଇ ଅସନ୍ତୋଷ: ବିରୋଧୀ କହିଲେ, ସରକାର ଜାଣିଶୁଣି ନିଜକୁ ସୁହାଇଲା ଭଳି କରୁଛନ୍ତି ସଂରକ୍ଷଣ 

କନକ ବ୍ୟୁରୋ: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ଚିଠା ତାଲିକାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ବିଜେପି ଓ କଂଗ୍ରେସ । ସଂରକ୍ଷଣ ପ୍ରକ୍ରିୟାରେ ତ୍ରୁଟି ରହିଥିବା କହିଛି ବିଜେପି ।  ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ କହିଥିଲେ ବି ଚିଠା ତାଲିକାରେ ବହୁ କମ୍ ରହିଛି ।…

ପଦ୍ମନାଭ: ପୋଲସରାର ଗଛ ମଣିଷ । ସହରକୁ ସବୁଜ କରିବାକୁ ନିଜେ ଟଙ୍କା ଖର୍ଚ୍ଚ କରି ଲଗାଉଛନ୍ତି ଗଛ ।

କନକ ବ୍ୟୁରୋ: ସହର ହେବ ସବୁଜ ସିଟି, ଗଛ ଲାଗିବ ସବୁଠି । ସବୁଜ ବଳୟରେ ମଣିଷ ରହିବ, ମୁକ୍ତ ଅମ୍ଳଜାନ ଗ୍ରହଣ କରିବ । ମୁଁ ଥିବା ଯାଏଁ, ଲଗାଉଥିବି ଗଛ । ନେଉଥିବି ବୃକ୍ଷର ଦାୟିତ୍ୱ । ସହରକୁ ସବୁଜ ସୁନ୍ଦର କରିବାକୁ ସକଳ୍ପ ନେଇଛନ୍ତି ପଦ୍ମନାଭ । ଆଉ ସହରର କୋଣ ଅନୁକୋଣରେ ନିରନ୍ତର ଲଗାଇ…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କେମିତି ବଛାଯିବ? କିଏ କରିପାରିବେ ଆବେଦନ, ବିସିସିଆଇ ଜାରି କଲା ପୂରା ବିଜ୍ଞପ୍ତି ।

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମ ପାଇଁ ଖୋଜା ଚାଲିଛି ନୂଆ କୋଚ୍ । ଆଉ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରବିବାର ବିସିସିଆଇ ଆନୁଷ୍ଠାନିକ ଭାବେ ଏକ ଟ୍ୱିଟ୍ କରି ବିଜ୍ଞପ୍ତି ଜାରି କରିଥିବା ବେଳେ କିଏ ଆବେଦନ କରିପାରିବେ ସେନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତେବେ କୋଚ୍ ପାଇଁ…

ଧନରେ… ଗଣ୍ଡେ ଖାଇବାକୁ ଦେ, ସାଢ଼ୀ ଖଣ୍ଡେ ପିନ୍ଧିବାକୁ ଦେ…

କନକ ବ୍ୟୁରୋ; ମା’ ଆଖିରେ ଲୁହ, ଛାତିରେ ରାଗରୁଷାର କୋହ । କାହିଁକି ବା କୋହ ଆସିବନି? ତା’ ଆଖିରେ ଥିବା ଅଭିମାନର ଧାର ଲୁହ କହୁଛି ଜନ୍ମକଲା ପୁଅ ଦେଇଥିବା ଯନ୍ତ୍ରଣାର କାହାଣୀ । ଯେଉଁ ପୁଅକୁ ପେଟପୂରା ଖୁଆଇବା ପାଇଁ ପିଲାଦିନେ ତା’ ପଛରେ ଗୋଡ଼ାଇ ଗୋଡ଼ାଇ ମାଆ ହାରୁନଥିଲା, ଆଜି ସେହି ପୁଅ…

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଚେତାବନୀ: ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୭ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।…