Daily Archives

October 17, 2021

‘ରଦ୍ଦ ହେଉ ଭାରତ-ପାକିସ୍ତାନ ମ୍ୟାଚ’: କାହିଁକି ଟ୍ୱିଟରରେ କରୁଛି ଏମିତି ଟ୍ରେଣ୍ଡ?

କନକ ବ୍ୟୁରୋ: ଆରମ୍ଭ ହୋଇସାରିଛି ଟି-୨୦ ବିଶ୍ୱକପ । ଅକ୍ଟୋବର ୨୪ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହି ମ୍ୟାଚକୁ ଫ୍ୟାନମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ହେଲେ ଏହାପୂର୍ବ ଟ୍ୱିଟରରେ ଏବେ ଟ୍ରେଣ୍ଡ କରୁଛି, ଭାରତ-ପାକିସ୍ତାନ ମ୍ୟାଚକୁ ରଦ୍ଦ କରାଯାଉ । ହେଲେ କାହିଁକି…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ ଭବିଷ୍ୟବାଣୀ । ଆପଣଙ୍କ ମତରେ କିଏ ଜିତିବ ହାଇଭୋଲଟେଜ ମୁକାବିଲା?

କନକ ବ୍ୟୁରୋ : ୨୪ ଅକ୍ଟୋବର ୨୦୨୧ । ପୂରା ବିଶ୍ୱ ଦେଖିବ ହାଇଭୋଲଟେଜ ମୁକାବିଲା । କିଏ ଜିତିବ ଓ କିଏ ହାରିବ ତାହା ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିବ । କାରଣ ମୈଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ।  ତେବେ ଏହି ହାଇଭୋଲଟେଜ ମୁକାବିଲା ପୂର୍ବରୁ ମ୍ୟାଚକୁ…

ଦଙ୍ଗାକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଯୋଗୀ, କହିଲେ ଏମିତି କଥା

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଚିରାଚରିତ ଢଙ୍ଗରେ ପୁଣି ବିରୋଧୀଙ୍କୁ ଟାର୍ଗେଟ୍ କରିଛ୍ତି । ଲକ୍ଷ୍ନୌର ପଞ୍ଚାୟତ ଭବନରେ ଆୟୋଜିତ ପଛୁଆ ବର୍ଗ ସାମାଜିକ ପ୍ରତିନିଧି ସମ୍ମିଳନୀକୁ ଉଦଘାଟନ କରିଥିଲେ । ସେଠାରେ ସମ୍ବୋନ୍ଧନ ବେଳେ ଯୋଗୀ ବିରୋଧୀଙ୍କୁ ଟାର୍ଗେଟ୍…

ଇସ୍ଲାମିକ ଷ୍ଟେଟର ଚେତାବନୀ । ବାଗଦାଦ୍ ହେଉ କିମ୍ବା ଖୋରାସନ, ସବୁ ସ୍ଥାନରେ ଶିଆମାନଙ୍କୁ ହତ୍ୟା କରାଯିବ

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ପୁଣି ଏକ ଆତଙ୍କୀ ସଂଗଠନ ସକ୍ରିୟ ହୋଇଛି । ଏହି ଆତଙ୍କୀ ସଂଗଠନରେ ମୁଖ୍ୟତଃ ଆଇଏସଆଇଏସ ସାମିଲ ହୋଇଛି । ଆଇଏସଆଇଏ ଖୋଲା ଖୋଲି ଶିୟା ସମୁଦାୟକୁ ହତ୍ୟା କରିବାକୁ ଚେତାବନୀ ଦେଇଛି । ରବିବାର ଦିନ ଇସ୍ଲାମିକ ଷ୍ଟେଟ୍ ଅଫ୍ ଇରାକ ଏବଂ…

ଆମେରିକାଠୁ ଏଫ୍-୧୬ ବିମାନ କିଣୁଛି ତାଇବାନ୍ । ଚୀନ୍ ପଟୁ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ତାଇବାନର ଆଗୁଆ ବଦକ୍ଷେପ

 ଚୀନ୍‌ ଆଡୁ ବିପଦ ବଢ଼ି ଚାଲିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ନିର୍ମିତ ‘ଏଫ୍‌-୧୬’ ଜେଟ୍‌ ଯୋଗାଣ ତ୍ୱରାନ୍ଵିତ କରିବା ଲାଗି ତାଇଓ୍ଵାନ୍‌ ସରକାରୀ ଅଧିକାରୀମାନେ ଓ୍ଵାସିଂଟନ୍‌କୁ କହିଛନ୍ତି। ତାଇଓ୍ଵାନ୍‌କୁ ଆମେରିକୀୟ ନିର୍ମିତ ଏଫ୍‌-୧୬ ଯୋଗାଣ ତ୍ୱରାନ୍ଵିତ କରିବାର ସମ୍ଭାବନା…

ଟିମ୍ ଇଣ୍ଡିଆର କୋଚ୍ ହେବାକୁ ବିସିସିଆଇ ଦେଇଥିଲା ଅଫର୍, ମନା କରିଦେଲେ ବିଶ୍ୱକପ ବିଜେତା ଅଧିନାୟକ ।

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇପାରନ୍ତି ରାହୁଲ ଦ୍ରାବିଡ । ଟି-୨୦ ବିଶ୍ୱକପ୍ ପରେ ମୁଖ୍ୟ କୋଚ୍ ପଦ ଛାଡିବେ ରବି ଶାସ୍ତ୍ରୀ । ତେବେ ଦ୍ରାବିଡଙ୍କୁ କୋଚ୍ ଭାବେ ବାଛିବା ପୂର୍ବରୁ ଟିମ୍ ଇଣ୍ଡିଆର କୋଚ୍ ହେବାକୁ ରିକି ପଣ୍ଟିଂକୁ ଯୋଗାଯୋଗ…