Daily Archives

October 17, 2021

ଟି-୨୦ ବିଶ୍ୱକପ: ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୧୦ ୱିକେଟରେ ଜିତିଲା ଓମାନ

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଟ-୨୦ ବିଶ୍ୱକପ । ଆଜି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ପାପୁଆ ନ୍ୟୁ ଗ୍ୟୁନିଆକୁ ବଡ ବ୍ୟବଧାନରେ ହରାଇଛି ଓମାନ । ଓମାନ ଏହି ମ୍ୟାଚରେ ୧୦ ୱିକେଟରେ ବିଜୟ ଲାଭ କରିଛି । ଓମାନ ପକ୍ଷରୁ ଦୁଇ ଓପନର ଏହି ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି । ଏହି ମ୍ୟାଚରେ ଓମାନ…

ହୋଟେଲରେ ବାସନ ମାଜି ଭାଇଭଉଣୀଙ୍କୁ ପୋଷୁଛି ବଡ ଭଉଣୀ । ହାତୀ ଘର ଭାଙ୍ଗିଦେବା ପରେ ବେସାହାରା ସମସ୍ତେ…

କନକ ବ୍ୟୁରୋ: ଦିଦି ଲୋ ! ତୁ ଆମ ଭଉଣୀ କମ, ମାଆ ଅଧିକ । ମାଆ ସିନା ଅଧା ବାଟରେ ଛାଡି ଚାଲିଗଲା ହେଲେ ତୁ ଆମକୁ ଛାଡିଲୁନି । ଛାତିକୁ ପଥର କରି ତୋ ହାତରେ ହାଡଭଙ୍ଗା ପରିଶ୍ରମ କଲୁ । ଆମକୁ ବଞ୍ଚେଇ ରଖିବା ପାଇଁ ହୋଟେଲରେ ବାସନ ମାଜିଲୁ । ଆଉ ଆମ ମୁହଁରେ ଦାନାଦେଲୁ । ତୁ ସତରେ ମହାନ ଲୋ…

କେରଳରେ ଭୟଙ୍କର ବନ୍ୟା ପରିସ୍ଥିତି । ୨୬ ମୃତଦେହ ଉଦ୍ଧାର, ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ କେନ୍ଦ୍ର ଗୃହମନ୍ତ୍ରୀ

କନକ ବ୍ୟୁରୋ : କେରଳରେ ପୁଣି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭୀଷଣ ବର୍ଷା କାରଣରୁ ଅଚାନକ ବନ୍ୟା ଆସି କିଛି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏଭଳି ପରିସ୍ଥିତିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ରାଜଧାନୀରେ…

ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, Paytm ଦେଉଛି ୨୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଅଫର…

କନକ ବ୍ୟୁରୋ: ଦିନକୁ ଦିନ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ଚିନ୍ତା ବଢୁଛି । କିନ୍ତୁ ଦରଦାମ୍ ବୃଦ୍ଧି ଭିତରେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ମହଙ୍ଗା ମାଡ଼ ଭିତରେ ବର୍ତ୍ତମାନ ଏକ ଘରୋଇ ଗ୍ୟାସ୍ ସିଲିଣ୍ଡର ବୁକିଂରେ ୨୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଅଫର୍…

କରୋନା ଟିକା ନେଲେ ମିଳିବ ପୁରସ୍କାର: ଏହି ସହରର ଲୋକଙ୍କ ପାଖରେ ରହିଛି ଟିଭି, ମୋବାଇଲ ଜିତିବାର ସୁଯୋଗ

କନକ ବ୍ୟୁରୋ: ଦେଶରେ କରୋନା ଟିକାକରଣକୁ ଜୋରଦାର କରୁଛନ୍ତି ସରକାର । ଏହାରି ମଧ୍ୟରେ ମଣିପୁର ରାଜଧାନୀ ଇମ୍ଫାଲରେ ବ୍ୟାପକ ଟିକାକରଣ କରିବା ପାଇଁ ଏକ ଅଭିନବ ଉପାୟ ନେଇଛି ପ୍ରଶାସନ । ଏଠାରେ ଘୋଷଣା କରାଯାଇଛି ଟିକା ନେବା ପାଇଁ ଆସିଲେ ଲୋକମାନଙ୍କ ପାଇଁ ଟିଭି, ମୋବାଇଲ ଫୋନ ଓ କମ୍ବଳ ଜିତିବାର…

ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ, ଆଗରେ ଓଡିଶା: ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା

କନକ ବ୍ୟୁରୋ: ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ପୋର୍ଟାଲରେ ଓଡ଼ିଶାର ୮୮…