Daily Archives

October 14, 2021

କମ୍ପାନୀ ଓ ଜମିହରା ମୁହାଁମୁହିଁ: ଜମିହରାଙ୍କୁ କ୍ଷତିପୂରଣ ନଦେଇ କମ୍ପାନୀ କୋଟି କୋଟି ଟଙ୍କାର ସାମଗ୍ରୀ ବିକ୍ରି…

କନକ ବ୍ୟୁରୋ: କମ୍ପାନୀ ଓ ଜମିହରାଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ । ମୁହାଁମୁହିଁ କ୍ଷତିଗ୍ରସ୍ତ ଏବଂ କମ୍ପାନୀ କର୍ତୁପକ୍ଷ । ଢେଂକାନାଳ ଓଡାପଡା ବ୍ଲକର ଖଡଗପ୍ରସାଦ ଅଂଚଳରେ ରହିଛି ଲାନକୋ ପାୱାର ପ୍ଲାଂଟ । କ୍ଷତିଗ୍ରସ୍ତ ପ୍ରଜା, ଠିକାଦାର ଏବଂ ସ୍ଥାନୀୟ କର୍ମଚାରୀଙ୍କ ଆଖିରେ ଧୁଳି ଦେଇ କୋଟି…

ତାମିଲନାଡୁ ରାଜନୀତିରେ ଅଭିନେତା ବିଜୟଙ୍କ ଦମଦାର ଏଣ୍ଟ୍ରି, ପଞ୍ଚାୟତ ନିର୍ବାଚନରେ ଦଳକୁ ବଡ ସଫଳତା

କନକ ବ୍ୟୁରୋ : ତାମିଲନାଡୁ ପଞ୍ଚାୟତ ନିର୍ବାଚନରେ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ପାର୍ଟିର ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ସୂଚନା ମୁତାବକ ବିଜୟଙ୍କ ଫ୍ୟାନକ୍ଲବ ଅଲ ଇଣ୍ଡିଆ ଥଲପତି ବିଜୟ ମୁକ୍କଲ ଇୟକମ୍ ପାର୍ଟି ୧୬୯ ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫…

ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ ।କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ପୁରୀ ମନା।

କନକ ବ୍ୟୁରୋ: ଜାରି ହୋଇଛି ଶ୍ରୀମନ୍ଦିର ପ୍ରଶାସନର ନୂଆ ମାର୍ଗଦର୍ଶିକା  । ପୂଣ୍ୟ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ମିଳିପାରିବ ନାହିଁ  । କରୋନାର ଭୟାବହତାକୁ ଦୃଷ୍ଟିରେ ପୁରୀ ନଆସିବାକୁ ହବିଷ୍ୟାଳିଙ୍କୁ ଅନୁରୋଧ କରାଯାଇଛି ।  କୌଣସି ମଠ, ଲଜ୍ କିମ୍ବା…

ଏହି ଦେଶରେ ରହିଛି ସବୁଠାରୁ ବଡ ହିନ୍ଦୁ ମନ୍ଦିର, ମାତ୍ର ଦେଶରେ ନାହାଁନ୍ତି ଜଣେ ବି ହିନ୍ଦୁ

କନକ ବ୍ୟୁରୋ : ଭାରତକୁ ଛାଡି ବିଶ୍ୱର ଅନେକ ଦେଶରେ ବି ହିନ୍ଦୁ ମନ୍ଦିର ରହିଛି । ହେଲେ ଏଭଳି ଏକ ଦେଶ ରହିଛି ଯେଉଁଠି ବିଶ୍ୱର ସବୁଠାରୁ ବଡ ହିନ୍ଦୁ ମନ୍ଦିର ରହିଛି  ଓ ଏହାକୁ ସେଠାରେ ସବୁଠାରୁ ବଡ ଧାର୍ମିକ ସ୍ମାରକ ଭାବେ ଲୋକମାନେ ବିଶ୍ୱାସ  କରନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ…

ଆରୟନଙ୍କୁ ମିଳିବକି ଜାମିନ୍ ? ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣୀ ଜାରି

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଜେଲରେ ଥିବା ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣୀ ଚାଲିଛି । କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଏନସିବି କହିଛି ଯେ, ଅର୍ବାଜ ଠାରୁ ଜବତ ହୋଇଥିବା ଡ୍ରଗ୍ସ ଆରୟନ ହିଁ ନେଇଥାନ୍ତେ । ଏବଂ ଦୀର୍ଘ ବର୍ଷ ଧରି ଆରୟନ ଡ୍ରଗ୍ସ ନେଉଛନ୍ତି । ସେହିପରି ଏହି ସବୁ…

ଭୁବନେଶ୍ୱରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମୁଛି, ବଢୁଛି । ତିନି ମାସ ହେବ ରାଜ୍ୟରେ ଏପରି ସ୍ଥିତି ରହିଛି । ହେଲେ ସ୍ଥିତି ଉଦବେଗଜନକ ନୁହେଁ କି ପଜିଟିଭିଟି ରେଟ୍ ଅଧିକ ନାହିଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ଏହା କହିଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି…