Daily Archives

October 14, 2021

ଆର୍‌ୟନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଜାରି, ଆଜି ନ ମିଳିଲେ ଆଉ ୫ ଦିନ ଜେଲରେ

କନକ ବ୍ୟୁରୋ: ବିଳମ୍ବରେ ସରକାରୀ ଓକିଲ ପହଂଚିବା ପରେ  ମୁମ୍ବାଇ ଅଦାଲତରେ ଆର୍‌ୟନ୍‌ ଖାଁଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ ହୋଇଛି। ଆଜି ଯଦି ତାଙ୍କୁ ଜାମିନ ନ ମିଳେ ତେବେ, ସେ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ। ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାରେ ଆନ୍ତର୍ଜାତିକ…

ଲଖିମପୁର ଚାଷୀ ମୃତ୍ୟୁ ମାମଲା: ଘଟଣାସ୍ଥଳରେ ଡେମୋ ଦେଖାଇଲେ ମନ୍ତ୍ରୀଙ୍କ ପୁଅ

କନକ ବ୍ୟୁରୋ:  ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣାର ଚାଲିଛି ସିନ୍ ରିକ୍ରିଏସନ୍ । ଏହି ମାମଲାରେ ଗିରଫ ଅଭିଯୁକ୍ତ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର, ଅଙ୍କିତ ଦାସ ଏବଂ ଡ୍ରାଇଭର ଘଟଣାସ୍ଥଳରେ ଉପସ୍ଥିତ ରହି  ସେଦିନ କେମିତି ଏହି ହିଂସାକାଣ୍ଡ ଘଟିଥିଲା ତାର…

ମନୀଷ ମୃତ୍ୟୁ ମାମଲା: ପୋଲିସର ତନାଘନା, ପାତ୍ରପଡା ଘଟଣାସ୍ଥଳରେ ସିସିଟିଭି ଯାଂଚ କରୁଛି ପୋଲିସ

କନକ ବ୍ୟୁରୋ: ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ୍ ତନାଘନା ଚଳାଇଛି । ପାତ୍ରପଡାର ଯେଉଁ ପୋଖରୀରୁ ମନୀଷଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ତା’ ଆଖପାଖରେ ଥିବା ସମସ୍ତ ସିସିଟିଭିକୁ ପୋଲିସ ଯାଞ୍ଚ କରୁଛି । ଘଟଣା ଦିନ ପାତ୍ରପଡା ଅଂଚଳର ଏକ…

ଆରୟନଙ୍କ ସମର୍ଥନରେ କାଜଲଙ୍କ ଭଉଣୀ ତନୀଶା, ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ନେଇ କହିଲେ ଏମିତି କଥା

କନକ ବ୍ୟୁରୋ :  ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଏନସିବି ଅକ୍ଟୋବର ୩ ତାରିଖରେ ଗିରଫ୍ କରିଛି । ଏବେ ବି ଆରୟନ ଜେଲରେ ଅଛନ୍ତି । ଆଜି ତାଙ୍କ ଜାମିନ ଉପରେ ଶୁଣାଣି ହେବ । ହେଲେ ଆରୟନ ଡ୍ରଗ୍ସ ମାମଲାରେ ଫସିବା ପରେ ବାପା ଶାହାରୁଖଙ୍କୁ ବଲିଉଡରୁ ଭରପୁର…

ଦେଶରେ କୋଇଲା ଅଭାବ । ଦାୟୀ କିଏ?

କନକ ବ୍ୟୁରୋ: ଦେଶରେ ବିଜୁଳି ଉତ୍ପାଦନ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ କିଏ ଦାୟୀ ? ରାଜ୍ୟ ସରକାରଗୁଡିକ ଏଥିପାଇଁ କେନ୍ଦ୍ରକୁ ଦାୟୀ କରୁଛନ୍ତି । ଏହାରି ଭତିରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୋଇଲା ଗଚ୍ଛିତ ରଖିବାକୁ ଫେବୃଆରୀରେ କେନ୍ଦ୍ର କୋଇଲା ସଚିବ ସମସ୍ତ ରାଜ୍ୟକୁ ଚିଠି…

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଗାଇଡଲାଇନ୍ । ଜାଣନ୍ତୁ କେବେ କେବେ ବନ୍ଦ ରହିବ ଦର୍ଶନ ।

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି । ପରିବର୍ତ୍ତିତ ଗାଇଡଲାଇନ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ ପରିବର୍ତ୍ତିତ ମାର୍ଗଦର୍ଶିକା । ତେବେ ପବିତ୍ର ଦଶହରା ପାଇଁ କାଲି ବନ୍ଦ ରହିବ ଶ୍ରୀମନ୍ଦିର । ଶନିବାର ଗୋଷାଣି ଭସାଣି ପାଇଁ ଦିନ ୧୨ଟାରୁ…