Daily Archives

October 14, 2021

ଆରୟନ ଖାନଙ୍କୁ ମିଳିଲାନି ଜାମିନ, ଆସନ୍ତା ଶୁଣାଣି ଯାଏଁ ଜେଲରେ ରହିବେ ସମସ୍ତ ଅଭିଯୁକ୍ତ

କନକ ବ୍ୟୁରୋ : କ୍ରୁଜ ସିପ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଓ ଅନ୍ୟ ଅଭିଯୁକ୍ତ ମାନଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି ସେଶନ କୋର୍ଟ । ଶୁଣାଣି ପରେ ରାୟକୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇଛି । ଏହି ମାମଲାରେ ଏଏସଜି ଅନିଲ ସିଂ ଦଲିଲ୍ ଦାଖଲ…

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଅଧିନାୟକଙ୍କ ବଡ ବୟାନ । କହିଲେ, ଏଥର ଭାରତ ବିପକ୍ଷ ମ୍ୟାଚରେ ଆମେ ଜିତିବୁ,…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ମ୍ୟାଚ୍ ଖେଳି ଏଥର ଅଭିଯାନ ଆରମ୍ଭ କରିବ । ଅକ୍ଟୋବର ୨୪ ତାରିଖରେ କ୍ରିକେଟ୍ ପଡିଆରେ ଏହି ଦୁଇ ଦେଶର ଖେଳାଳି ଏକ ପ୍ରକାରର ଯୁଦ୍ଧ ଲଢିବେ । ହେଲେ ଏହାପୂର୍ବରୁ ପାକିସ୍ତାନ କ୍ରିକେଟ୍ ଟିମର ଅଧିନାୟକ…

ଆନ୍ଧ୍ର ସ୍କୁଲ ମୁହାଁ ଗଜପତି ସୀମାନ୍ତବର୍ତ୍ତୀ ଛାତ୍ରଛାତ୍ରୀ: ଅକର୍ଷଣୀୟ ଯୋଜନା କରି ଦେଖାଉଛନ୍ତି ଲୋଭ 

କନକ ବ୍ୟୁରୋ: ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ଅନେକ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରୁଥିବା ବେଳେ ଆନ୍ଧ୍ର ବିଦ୍ୟାଳୟରେ ପଢିବା ପାଇଁ ଗଜପତି ଜିଲ୍ଲାର ସୀମାନ୍ତବର୍ତୀ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁଛନ୍ତି । କାରଣ ଆନ୍ଧ୍ର ସରକାରଙ୍କ ଆରମ୍ଭ କରିଛନ୍ତି ଆମାୱଡ଼ି ଯୋଜନା । ଯାହାକୁ…

ଅକ୍ଟୋବର ମାସରୁ ମଞ୍ଜରୀ ଟିଭିରେ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ସୁନା ଫରୁଆ । ପ୍ରେମ ଓ ପ୍ରତିଶୋଧର…

କନକ ବ୍ୟୁରୋ: ଓଡିଆ ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀ ଟିଭିରେ ଚଳିତ ଅକ୍ଟୋବର ମାସରୁ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ‘ସୁନା ଫରୁଆ’ । ଯାହାର ପ୍ରଥମ ପ୍ରମୋ ଏବେ ୟୁଟ୍ୟୁବରେ ରିଲିଜ୍ ହୋଇଛି । ଅଲୌକିକ, କାଳ୍ପନିକ ଓ ରହସ୍ୟମୟ କଥାବସ୍ତୁ ଉପରେ ଆଧାରିତ ଏହି ମେଗା ଧାରାବାହିକରେ…

ତାଇୱାନରେ ବଡ ଦୁର୍ଘଟଣା, ୧୩ ମହଲା କୋଠାରେ ନିଆଁ ଲାଗି ୪୬ ମୃତ

କନକ ବ୍ୟୁରୋ : ଦକ୍ଷିଣ ତାଇୱାନର ଏକ ୧୩ ମହଲା କୋଠାରେ ନିଆଁ ଲାଗିଯିବା ଫଳରେ ୪୬ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି । କାଓଶୁଙ୍ଗ ସହର ଦମକଳ ବିଭାଗର ଅଧିକାରୀ କହିଛନ୍ତି କି ପାଖା ପାଖି ଦିନ ୩ ଟା ବେଳେ ଏହି କୋଠାରେ ନିଆଁ ଲାଗିଥିବା ନେଇ ତାଙ୍କ…

କରୋନା କଟକଣା ଯୋଗୁଁ ନବରଙ୍ଗପୁର ପୂଜା ବଜାରରେ ନାହାନ୍ତି ଗ୍ରାହକ । ମାନ୍ଦା ବ୍ୟବସାୟୀକୁ ନେଇ ଚିନ୍ତାରେ ବ୍ୟବସାୟୀ 

କନକ ବ୍ୟୁରୋ : ମାନ୍ଦା ପୂଜା ବଜାର । କରୋନା ଯୋଗୁଁ ଦୁଇ ବର୍ଷ ହେଲେ ପୂଜା ବଜାର ବୁଲିବା ମନା । ଶ୍ରଦ୍ଧାଳୁ ପୂଜା ବଜାରକୁ ଆସୁନାହାନ୍ତି, କି ଦୋକାନରେ ବିକ୍ରିବଟା ନାହିଁ । ନବରଙ୍ଗପୁର ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳୀ ଉମରକୋଟ ବଜାରରେ କରୋନା ପ୍ରଭାବ ଦେଖିବାକୁ ମିଳିଛି । ପର୍ବରୁ ପୂଜା…