Daily Archives

October 12, 2021

ଆଠଗଡରୁ ଏଟିଏମ୍ କ୍ୟାସ୍ ଭ୍ୟାନ୍ ଲୁଟ୍ କରିବାକୁ ଏକାଠି ହୋଇଥିଲେ ବିଭିନ୍ନ ଜିଲ୍ଲାର ଅପରାଧୀ । ସାମ୍ନାକୁ ଆସିଲା…

କନକ ବ୍ୟୁରୋ : ଅପରାଧୀ ଯେତେ ଚାଲାକ ହେଉନା କାହିଁକି, ଯେତେ ସୁସଂଗଠିତ ଢଙ୍ଗରେ ଅପରାଧ କରିଥାଉ ନା କାହିଁକି । ଆଇନର ଲମ୍ବା ହାତରୁ ଅପରାଧୀ ବର୍ତି ପାରିବ ନାହିଁ । ଆଠଗଡରୁ ଏଟିଏମ କ୍ୟାସ୍ ଭ୍ୟାନ୍ ଲୁଟ୍ ଘଟଣାରେ ଠିକ୍ ସେୟା ହିଁ ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲାର ହାର୍ଡକୋର ଅପରାଧୀ…

ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନ ଆତଙ୍କବାଦୀ: ଏକେ-୪୭ ଓ ହ୍ୟାଣ୍ଡ ଗ୍ରେନେଡ ସହ ଗିରଫ

କନକ ବ୍ୟୁରୋ : ଦିଲ୍ଲୀରୁ ଗିରଫ ହେଲା ପାକିସ୍ତାନୀ ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲକ୍ଷ୍ମୀନଗର ଅଂଚଳରୁ ଆତଙ୍କବାଦୀକୁ ଗିରଫ କରିଛି । ଏହି ଆତଙ୍କବାଦୀ ଭାରତୀୟ ନାଗରିକର ଫେକ୍ ଆଇଡି ସହ ରହୁଥିଲା । ଏବଂ ଦିଲ୍ଲୀରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିଲା । ଗିରଫ…

ସେନା ନେଲା ୫ ଯବାନଙ୍କ ବଳିଦାନର ପ୍ରତିଶୋଧ: ୨୪ ଘଂଟାରେ ଏନକାଉଣ୍ଟର କରି ୬ ଆତଙ୍କବାଦୀଙ୍କୁ କଲେ ନିପାତ

କନକ ବ୍ୟୁରୋ: ସେନା ନେଲା ସହିଦ ଯବାନଙ୍କ ବଳିଦାନର ବଦଲା । ଜାମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଏନ୍କାଉଂଟର କରି ୬ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ମୃତକଙ୍କ ମଧ୍ୟରୁ କିଛି ଆତଙ୍କୀ ନିକଟରେ ଶ୍ରୀନଗରେ ହୋଇଥିବା ହତ୍ୟାକାଣ୍ଡରେ ସାମିଲ ହୋଇଥିଲେ । ସୋମବାର…

ମୋହନ ମାଝିଙ୍କ ଗାଡିକୁ କିଏ କଲା ବୋମା ମାଡ଼ ? ସିସିଟିଭିରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚାଲିଛି ପ୍ରୟାସ ।

କନକ ବ୍ୟୁରୋ : ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ ଦୁଇ ଜଣଙ୍କ ଫଟୋ ଜାରି ହୋଇଛି । ଏହି ଦୁଇ ଜଣ ଅଭିଯୁକ୍ତ ବୋମା ମାଡ କରିଥିବା ଅନୁମାନ କରି ପୋଲିସ ତଦନ୍ତ ଆଗକୁ ବଢାଇଛି । ଏମାନଙ୍କୁ ଚିହ୍ନଟ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ନିଆଯିବ ବୋଲି ପୋଲିସ…

ଚର୍ଚ୍ଚାରେ ନିଶା ସମ୍ରାଟ ଟାକଲୁ ରାଜାର କାହାଣୀ । ଜାଣନ୍ତୁ କେମିତି ରିକ୍ସା ଚାଳକରୁ ବନିଗଲା ବ୍ରାଉନ ସୁଗାର ବେପାରର…

କନକ ବ୍ୟୁରୋ : ସେକ୍ ସମୀରୁଦ୍ଧିନ ଓରଫ ଟାକଲୁ ରାଜା ବୟସ: ୩୮ ଘର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଝାଡେଶ୍ୱରପୁର ଗାଁ ପେଶା: ୨୦୦୯ରେ ରିକ୍ସା ଚାଳକ ପରେ ବ୍ରାଉନ ସୁଗାର ବେପାରୀ ସମ୍ପତ୍ତି: ୨୦୨୧ ବେଳକୁ ୨ ଶହ କୋଟିରୁ ଅଧିକ ସେକ୍ ସମିରୁଦ୍ଦିନ ଓରଫ ଟାକଲୁ ରାଜା ୨୦୦୯ ମସିହାରେ…

ପୁଅକୁ ଜାମିନରେ ଆଣିବାକୁ ଶାହାରୁଖ ବ୍ୟାକୁଳ, ଏବେ ସଲମାନଙ୍କ ଓକିଲ ଲଢିବେ ଆରୟନଙ୍କ ମାମଲା

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଏବେ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଛନ୍ତି । ମୁମ୍ବାଇର ନାମିଦାମି ଓକିଲ ସତୀଶ ମାନଶିନେ୍ଧ ଆରୟନଙ୍କ ମାମଲା ଲଢୁଥିଲେ । ଏବେ ଶାହାରୁଖ ଖାନ ଆରୟନ ମାମଲା ଲଢିବା ପାଇଁ ନୂଆ ଓକିଲଙ୍କ ସହ ଚୁକ୍ତି…