Daily Archives

October 12, 2021

କେନ୍ଦ୍ରମନ୍ତ୍ରୀଙ୍କୁ OAS ସଂଘର ଚେତାବନୀ । ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ନକଲେ ଆଗକୁ ମନ୍ତ୍ରୀଙ୍କୁ ସହଯୋଗ…

କନକ ବ୍ୟୁରୋ : ନେତା ଓ ଅଧିକାରୀଙ୍କ ଭିତରେ ବିବାଦ ସବୁବେଳେ ଲାଗି ରହିଥାଏ । କିନ୍ତୁ ଏଥର କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସ୍ୱଭାବକୁ ନାପସନ୍ଦ କରି ରାସ୍ତାକୁ ଓହ୍ଲାଇଛି ଓଏଏସ ସଂଘ । କେନ୍ଦ୍ରମନ୍ତ୍ରୀ ଟୁଡୁ ଦୁଇଟି ଜାଗାରେ ଅଧିକାରୀଙ୍କୁ ପାଟି କରିବାର ଦୃଶ୍ୟ ସାମ୍ନାକୁ ଆସିଥିଲା…

ଚାଲୁ ଚାଲୁ ହଠାତ ବନ୍ଦ ହୋଇଗଲା ଜି.ମେଲ, ଟ୍ୱିଟରରେ ଟ୍ରେଣ୍ଡ ହେଉଛି # ଜି.ମେଲ ଡାଉନ

କନକ ବ୍ୟୁରୋ : ଯେତେବେଳେ ଆମେ ଇ.ମେଲର କଥା କହିଥାଉ ସେତେବେଳେ ଗୁଗଲର ଜିମେଲ କଥା ସାମ୍ନାକୁ ଆସିଥାଏ । କିଛି ଦିନ ପୂର୍ବରୁ ଫେସବୁକ୍, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ ହୋଇଯାଇଥିଲା । ୬ ଘଂଟା ଡାଉନ ରହିବା ପରେ ଏହାକୁ ଠିକ୍ କରାଯାଇଥିଲା । ହେଲେ ଆଜି ସାରା…

ମନୀଷଙ୍କ ମୃତ୍ୟୁର ରହସ୍ୟ ଖୋଜୁଖୋଜୁ ମିଳିଲା ଶେଷ ଫଟୋ । ହୋଟେଲରୁ ବାହାରି ରାତିରେ ଏକାକୀ ଯାଉଥିବାର ଫଟୋ ସିସିଟିଭିରେ…

କନକ ବ୍ୟୁରୋ : କିଭଳି ହେଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ । ଦୁଇ ଦିନ ବିତିଥିଲେ ମଧ୍ୟ ଏହି ଘଟଣା ଏବେବି ରହସ୍ୟ ଘେରରେ ରହିଛି । ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା, ସେହି ରାତିର ଏକ ଫଟୋ ପୋଲିସ ପକ୍ଷରୁ ଜାରି କରାଯାଇଛି । ଅନୁମାନ କରାଯାଉଛି ବାରରୁ ବାହାରି…

ଖୁବଶୀଘ୍ର ପିଲାଙ୍କ ପାଇଁ ଆସିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ୨ଟି ଡୋଜ୍, DCGIର ଅନୁମୋଦନକୁ…

କନକ ବ୍ୟୁରୋ : ଖୁବଶୀଘ୍ର ୨ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ଆରମ୍ଭ କରାଯିବ । ଏନେଇ ଏକ ସଙ୍କେତ ମିଳିଛି, ଯେତେବେଳେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ବ୍ୟବହାର କରିବା ପାଇଁ ବୈଷୟିକ କମିଟି ସୁପାରିଶ କରିଛି । କ୍ଲିନିକାଲ ଟ୍ରାଏଲର ତଥ୍ୟକୁ ଭାରତ ବାୟୋଟେକ୍ ପକ୍ଷରୁ…

ବିନା ବେତନରେ ବିସିସିଆଇକୁ ଧୋନୀ ଯୋଗାଇବେ ଏହି ସେବା, ଜୟ ଶାହା ଜଣାଇଲେ ଧନ୍ୟବାଦ

କନକ ବ୍ୟୁରୋ : ଆଇପିଏଲ ମ୍ୟାଚ୍ ଶେଷ ହେବା ପରେ ତୁରନ୍ତ ଭାରତୀୟ ଟିମ୍ ଟି-୨୦ ମିଶନ ଉପରେ କାମ ଆରମ୍ଭ କରିବ । ଏଥର ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ରସିଂ ଧୋନୀ ଭାରତୀୟ ଟିମ ସହିତ ମେଣ୍ଟର ଭାବେ କାମ କରିବେ । ଧୋନୀ ତାଙ୍କ ଅନ୍ତର୍ଜତୀୟ କ୍ରିକେଟ କ୍ୟାରିୟରରେ ପ୍ରଥମଥର ପାଇଁ ଏହି…

ସଙ୍ଗୀତ ଜଗତର ବିସ୍ମୟ ବାଳକ ଅର୍ପିତ: ଆଖିବୁଜି କି-ବୋର୍ଡରେ ବଜାଉଛନ୍ତି ୩୫ ଗୀତର ମ୍ୟୁଜିକ

କନକ ବ୍ୟୁରୋ: ସଙ୍ଗୀତ ଜଗତର ବିସ୍ମୟ ବାଳକ ଅର୍ପିତ । ଆଖି ବୁଜି କି-ବୋର୍ଡ ବଜାଇ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି । ୩୫ଟି ଗୀତର ମ୍ୟୁଜିକ ବଜାଇ କର୍ଣ୍ଣାଟକର ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛନ୍ତି ଅର୍ପିତ । ଆଉ ୩ଟି ରେକର୍ଡର ଅଧିକାରି ହୋଇଛନ୍ତି ରାୟଗଡାର ଅର୍ପିତ ମହାପାତ୍ର ।…