Daily Archives

October 8, 2021

ଖାରଜ ହେଲା ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ: ଏବେ ଜେଲ ଯିବେ ଜଗଦ୍ଦେବ 

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଦଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ପ୍ରଶାନ୍ତଙ୍କ ଜାମିନ ଖାରଜ କଲେ କୋର୍ଟ । ବିଧାୟକଙ୍କ ମେଡିକାଲ ପରୀକ୍ଷା ପାଇଁ ଆବେଦନ କରାଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ଜେଲ ଯିବେ ଚିଲିକା ବିଧାୟକ । ଆଜି ତଳକୋର୍ଟରେ ଆତ୍ମସମର୍ପଣ କରିଥିଲେ…

ମୋଦୀ ସରକାରର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଦେଲେ ଇସ୍ତଫା । ଟୁଇଟରେ ଲେଖିଲେ ଏମିତି କଥା…

କନକ ବ୍ୟୁରୋ: ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ କ୍ରିଷ୍ଣାମୂର୍ତ୍ତି ସୁବ୍ରମଣ୍ୟମ । ଶୁକ୍ରବାର ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସେ ଭାରତ ସରକାରଙ୍କ ଆର୍ଥିକ ପରାମର୍ଶଦାତା ପଦରେ ୩ ବର୍ଷ କାମ କରିଛନ୍ତି । ଏହାପରେ ସେ ପୁଣି ଶିକ୍ଷା ଜଗତକୁ…

କ୍ରାଇମବ୍ରାଞ୍ଚ ଦେଲା କ୍ଲିନଚିଟ୍ : ଡିଏଫଓ- ବିଦ୍ୟାଭାରତୀଙ୍କ ଭିତରେ ନାହିଁ କୌଣସି ସମ୍ପର୍କ ।

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା । ଘଟଣାରେ ପୂର୍ଣ୍ଣଚ୍ଛେଦ ଟାଣିଲେ କ୍ରାଇମବ୍ରାଞ୍ଚ ଏଡିଜି । ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଏହା ଏକ ଦୁର୍ଘଟଣା ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଏଥିସହ ଡିଏଫଓଙ୍କୁ କ୍ଲିନଚିଟ୍ ଦେଲା…

ସାଙ୍ଗ ହେବ ତ ଏମିତି…ସାଙ୍ଗର ଚିକିତ୍ସା ପାଇଁ ଘର ଘର ବୁଲି ଟଙ୍କା ମାଗୁଛନ୍ତି ପିଲା ଦିନର ସାଙ୍ଗ।

କନକ ବ୍ୟୁରୋ: ଯିଏ ସୁଖ ସାମିଲ ହେଉଥିବ ଦୁଃଖରେ ହାତ ଧରିଥିବ, ସେ ହିଁ ବନ୍ଧୁ । ସେଥିପାଇଁ କୁହାଯାଏ, ଜଣେ ଭଲ ସାଙ୍ଗ ଥିଲେ ଭାଇ ବା ଭଉଣୀର ଅଭାବ ରୁହେନି । ତେବେ ଗଞ୍ଜାମ ଜିଲ୍ଲାର ଏକ ଘଟଣା ପ୍ରକୃତ ବନ୍ଧୁଙ୍କ ପରିଭାଷା ବୁଝାଇ ଦେଇଛି । ସାଙ୍ଗ ଫୁସଫୁସ କ୍ୟାନସରରେ ପୀଡିତ ହୋଇ…

ବିଦ୍ୟାଭାରତୀଙ୍କ ନାଁରେ ଲାଗିଲା ଦଫା: ସ୍ୱାମୀଙ୍କୁ ବଞ୍ଚାଇବାକୁ ନେଇ ନଥିଲେ ଉପଯୁକ୍ତ ପଦକ୍ଷେପ 

କନକ ବ୍ୟୁରୋ: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପ୍ରେସମିଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ ଏହି ପ୍ରେସମିଟରେ ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନଙ୍କ ସମ୍ପର୍କକୁ ନେଇ ବଡ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ବିଦ୍ୟା ଓ ସୌମ୍ୟରଞ୍ଜନଙ୍କ ବୈବାହିକ…

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରୁ ହଟିଲା ପରଦା । ହତ୍ୟା ନୁହେଁ ଏକ ଦୁର୍ଘଟଣା…. 

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ହଟିଛି ପରଦା । ଏହି ମାମଲାରେ ଶେଷ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ଆଉ ତଦନ୍ତ ଶେଷ ହେବା ପରେ ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ମୁତାବକ,…