Daily Archives

October 8, 2021

ପଂଚାୟତ ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କ ସଜବାଜ: ୪୦ ବର୍ଷ ହେଲା ଗାଁରେ ବିକାଶ ନାହିଁ, ଏବେ ଆଉ ଶୁଣିବୁ ନାହିଁ…

କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କଲେଣି ରାଜନୈତିକ ଦଳ । ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଭୋଟ ହେବ ବୋଲି ଜାଣିବା ପରେ ଭୋଟ୍ ବ୍ୟାଙ୍କ ବଢାଇବା ପାଇଁ ଗ୍ରାମାଂଚଳରେ ଆରମ୍ଭ ହେଲାଣି କସରତ କଲେଣି  । ହେଲେ ଏଥର ଆଉ ନେତାଙ୍କ ଚାଲବାଜି ଚଳିବ ନାହିଁ । ମୌଳିକ ସୁବିଧା ସୁଯୋଗ…

ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ । ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା ।

କନକ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ଥରି ଉଠିଛି ଆଫଗାନିସ୍ତାନ । ଆଫଗାନିସ୍ତାନରେ ପୁଣି ଘଟିଛି ବିସ୍ଫୋରଣ । ସେଠାକାର କୁନ୍ଦୁଜ ସହରରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି । ଯେଉଁଥିରେ ପ୍ରାୟ ୫୦ ଲୋକ ପ୍ରାଣ ହରାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି…

ପ୍ରଶାନ୍ତ ଦଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ: ଜାମିନ ଖାରଜ କଲେ କୋର୍ଟ

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଦଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ । ପ୍ରଶାନ୍ତଙ୍କ ଜାମିନ ଖାରଜ କଲେ କୋର୍ଟ । ବିଧାୟକଙ୍କ ମେଡିକାଲ ପରୀକ୍ଷା ପାଇଁ କରାଗଲା ଆବେଦନ । ଆଜି ତଳକୋର୍ଟରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ । ହାଇକୋର୍ଟର ନିର୍ଦ୍ଦେଶ କ୍ରମେ କରିଥିଲେ ଆତ୍ମସମର୍ପଣ ।…

ଡ୍ରଗ୍ସ କେସରେ ବଢିଲା ଆରୟନଙ୍କ ଅଡୁଆ । ଜାମିନ୍ ଆବେଦନ ଖାରଜ କଲେ କୋର୍ଟ ।

କନକ ବ୍ୟୁରୋ: ଡ୍ରଗ୍ସ ମାମଲାରେ ବଢିଲା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଅଡୁଆ । ମୁମ୍ବାଇର କିଲ୍ଲା କୋର୍ଟ ଆଜି ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ଜାମିନ୍ ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି କୋର୍ଟ କହିବା ସହିତ ଏହାକୁ ଖାରଜ କରିଦେଇଛନ୍ତି । ତେବେ ଜାମିନ୍ ଆବେଦନ…

କୋର୍ଟରେ ଆତ୍ମସମର୍ପଣ ପରେ ଚାଲିଛି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଶୁଣାଣି: ଜାମିନ ଖାରିଜ ହେଲେ ଜେଲ ଯିବେ…

କନକ ବ୍ୟୁରୋ: ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ ପରେ ଚାଲିଛି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଶୁଣାଣି । ଆଜି କୋର୍ଟରେ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଖାରିଜ ହେଲେ ଜେଲ ଯିବେ ବିଧାୟକ । ତେବେ ତାଙ୍କ ଉପରେ ଲାଗିଛି ଏସସିଏସଟି ଆଇନ ଓ ଅପରାଧର ସଙ୍ଗୀନ ଦଫା । ଆଇପିସିର ଧାରା ୩୪୧, ୨୯୪, ୩୨୩…

ପକ୍ଷୀ ଶିକାରର ନୂଆ ତରିକା: ପୋଖରୀ ଉପରେ ଜାଲ ବିଛାଇଛନ୍ତି ଶିକାରୀ, ମାଛ ଖାଇବାକୁ ଆସି ଫାସରେ ପଡୁଛନ୍ତି ପକ୍ଷୀ

କନକ ବ୍ୟୁରୋ: ବାଙ୍କୀରେ ପକ୍ଷୀ ଶିକାରର ନୂଆ ତରିକା ଆପଣାଇଛନ୍ତି ଶିକାରୀ । କଟକ ଜିଲ୍ଲା ବାଙ୍କୀ ବିଜ୍ଞାପିତ ଅଂଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କିଛି ଦିନ ହେବ ପଥର ତୁଠ ଠାରେ ଥିବା ଜଳାଶୟରେ ବନ୍ଧା ହୋଇଛି ଏକ ଜାଲ । ପାଣି ପିଇବାକୁ ଓ ମାଛ ଖାଇବାକୁ ଯାଇ ସେହି ଜାଲରେ ଛନ୍ଦି…